ଆଜିଠୁ ଆରମ୍ଭ ହେଲା ଓଡିଶା ସିଭିଲ ସିର୍ଭିସ ୨୦୨୦ପରୀକ୍ଷା

ମେଟ୍ରୋ ଟିଭି ଓଡିଶା,୨୦/୧ : ଆଜିଠୁ ଆରମ୍ଭ ହୋଇଛି ସିଭିଲ ସିର୍ଭିସ ୨୦୨୦ ପରୀକ୍ଷା । ରାଜ୍ୟରେ ପ୍ରାୟ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ୨ଟି ସିଟିଂରେ ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ସିଟିଂ

ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ

ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।

ରହସ୍ୟମୟ ବ୍ରିଜ, ଯେଉଁଠି ଆତ୍ମହତ୍ୟା କରନ୍ତି କୁକୁର

ମେଟ୍ରୋ ଟିଭି ଓଡିଶା,୧୯/୧: ଦୁନିଆ ଅଭୁଦ ଓ ରହସ୍ୟରେ ପରିପୂର୍ଣ୍ଣ । ଆମ ଏଇ ଦୁନିଆରେ ଏଭଳି କିଛି ବିଚିତ୍ର ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ବିଚିତ୍ର ଦୁନିଆର ଅଭୁଦ ରହସ୍ୟ ବିଷୟରେ ଜ।ଣିଲେ ଆଚମ୍ବିତ ହୋଇଯିବୋ କେବଳ ମଣିଷ ଯିଏ କି ବିଭିନ୍ନ କାରଣ ଯୋଗୁ

କଂଗ୍ରେସର ଲଡକୀ ଯୋଗ ଦେବେ ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୯/୧: ଉତ୍ତର ପ୍ରଦେଶରେ ପ୍ରତି ଦିନ ରାଜନୀତିରେ ନୂଆ ମୋଡ ଆସୁଛି । ନିର୍ବାଚନ ଯେତିକି ନିକଟତର ହେଉଛି ଦଳ ବଦଳର ଦୃଶ୍ୟ ସେତିକି ଦୃଷ୍ଟିକୁ ଆସୁଛି । ଗତ କିଛି ଦିନ ଧରି ବିଜେପିର ମନ୍ତ୍ରୀ ବିଧାୟକ ସମାଜବାଦୀ ପାଟିରେ ଯୋଗ ଦେଇଛନ୍ତି । ସମାଜବାଦୀ ପାଟିର ମୁଖ୍ୟ

ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ

ମେଟ୍ରୋ ଟିଭି ଓଡିଶା,୧୯/୧: ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବୌଜ୍ଞାନିକ କହୁଛନ୍ତି ଏହା ଫଳରେ ପରିବେଶ ପ୍ରଦୂଷଣ ହେବା । ଟୋଙ୍ଗାରେ ଲୋକ ମାନେ ଅଳ୍ପ ପରିମାଣର ଏସିଡ ବର୍ଷାର ଅନୁଭବ କରିବେ । ଗତ ଶନିବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ହୋଇଥିବା

ପ୍ରେଗନାଣ୍ଟ ଆଙ୍କର ଭାରତୀ ସିଂଙ୍କ ମଜାଦାର କଥା:ଜଣଙ୍କ ଫିରେ ୨ଜଣ କାମ କରୁଛୁ

ମେଟ୍ରୋ ଟିଭି ଓଡିଶା,୧୯/୧: ମା ହେବେ କମେଡି କୁଇନ ଭାରତୀ ସିଂ । ସେ ଏହି ଗର୍ଭବତୀ ଅବସ୍ଥାରେ କଲର୍ସ ଚ୍ୟାନେଲର ଆଗାମୀ ଶୋ’ ‘ହୁନାରବାଜ୍ ଦେଶ କି ଶାନ୍’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଶୋକୁ ହୋଷ୍ଟ କରୁଛନ୍ତି ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଏହାକୁ ନେଇ ଭାରତୀ

ଜୀବନ ଯୁଦ୍ଧରେ ହାରିଗଲେ ଧ୍ରୁବାନନ୍ଦ:ଭକ୍ତି ଭଜନରେ ଭକ୍ତଙ୍କୁ କରୁଥିଲେ ବିଭୋର

ମେଟ୍ରୋ ଟିଭି ଓଡିଶା,୧୯/୧: ଭକ୍ତିପୁତ ଭଜନ ଗାଇ ଶ୍ରୋତାଙ୍କୁ ବିଭୋର କରୁଥିବା ଧ୍ରୁବାନନ୍ଦ ଆଉ ନାହାନ୍ତି । ତାଙ୍କ ଭଜନରେ ଫୁଟି ଉଠୁଥିଲା ଜଗନ୍ନାଥଙ୍କ ପ୍ରୀତି ସେବା ଓ ସମର୍ପିତ ଭାବ । ଓଡିଶା ଜନମାନସରେ ଭଜନ ଗାଇ ନିଜକୁ ପ୍ରତିଷ୍ଟିତ କରିଥିବା ଧ୍ରୁବାନନ୍ଦ ସବୁଦିନ ପାଇଁ ଭବ ଭୂମିରୁ

ଆଉ ପାଖରେ ରହିବନି କୋକୋ

ମେଟ୍ରୋ ଟିଭି ଓଡିଶା,୧୯/୧: ମିଳିଥିବା କୋକୋର ନୂଆ ଠିକଣା ପାଲଟିଲା ନନ୍ଦନକାନନ । ବନବିଭାଗର କର୍ମଚାରୀ ମାନେ ଆସି ତାକୁ ନେଇ ଯାଇଛନ୍ତି । ସେ ଆଉ ନିଜ ମାଲିକଙ୍କ ସହ ରହିବ ନାହିଁ । କଟକ ମଧୁସୂଦନନଗରସ୍ଥିତ ନିଜ ମାଲିକ ସୁସ୍ମିତା ବେହେରାଙ୍କ ଶୁଆ ଥିଲା କୋକୋ । ଆଇନର କଥା କହି କୋକୋକୁ

ଅବସର ନେବେ ସାନିଆ ମିର୍ଜା

ମେଟ୍ରୋ ଟିଭି ଓଡିଶା,୧୯/୧: ବୁଧବାର ଅଷ୍ଟ୍ରେଲୀୟ ଓପନ୍ ୨୦୨୨ ରେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିଯିବା ପରେ ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କର ଅବସର ଯୋଜନା ଘୋଷଣା କରିଛନ୍ତି । ମିର୍ଜା ଏବଂ ତାଙ୍କ ୟୁକ୍ରେନ ପାର୍ଟନର ନାଡିଆଆ କିଚେନୋକ ୪-୬, ୬-୭ (୫) କୁ

ବଲିଉଡରେ ଡେବ୍ୟୁ କରିବେ ସାମନ୍ଥା

ମେଟ୍ରୋ ଟିଭି ଓଡିଶା,୧୯/୧: ପୁଷ୍ପା:ଦ ରାଇଜ୍ ଏବେ ବି ଦର୍ଶକଙ୍କ ମନକୁ ଆଦରି ରଖିଛି । ଏହି ଫିଲ୍ମରେ ଆଇଟମ ଗୀତ ପରିବେଷଣ କରିଥିବା ସାମନ୍ଥା ରୁଥଙ୍କ ଗୀତ ଓ ଅନ୍ତାବା ଏବେ ଚର୍ଚ୍ଚାରେ । ଅନ୍ୟ କଳାକାର ମଧ୍ୟ ଏହି ଗୀତର ତାଳେ ତାଳେ ନାଚୁଛନ୍ତି । ଦର୍ଶକଙ୍କୁ ଏହି ଗୀତ ଖୁବ୍ ପସନ୍ଦ