ସବୁଠୁ ଧନୀ ରାଜନୈତିକ ଦଳ ପାଲଟିଲା ବିଜେପି, ଚାନ୍ଦା ଆକାରରେ ମିଳୁଛି କୋଟି କୋଟି ଟଙ୍କା

ମେଟ୍ରୋଟିଭିଓଡିଶା(୬.୪.୨୦୨୨) ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ଚାନ୍ଦା ଆକାରରେ ପ୍ରତିବର୍ଷ ମିଳୁଛି କୋଟି କୋଟି ଟଙ୍କା । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି ।

ଧରାପଡିଲା ଆମେରିକାର ଚୋରି

ମେଟ୍ରୋଟିଭିଓଡିଶା (୫.୪.୨୦୨୨) ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ଋଷର ଜଣେ ଅଧିକାରୀ । ଅନ୍ୟ ଦେଶମାନଙ୍କ ଆଗରେ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଭିତରେ ଚକ୍ରାନ୍ତ କରୁଛି ଆମେରିକା । ଋଷଠାରୁ ଶସ୍ତାରେ ତେଲ କିଣି ନିଜ ଦେଶର ତେଲ

ଏପ୍ରିଲ ୯ ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ମେଟ୍ରୋଟିଭିଓଡିଶା (୫.୪.୨୦୨୨) ହଟିଲା କଟକଣା, ଏବେ ନିନ୍ଦ୍ୱର୍ନ୍ଦରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ପାଳିତ ହେଉଥିବା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ । ସୂଚନା ଅନୁଯାୟୀ, ଏପ୍ରିଲ ୯ରେ