ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମେଟ୍ରୋ ଟିଭି ଓଡିଶା (୨୬.୬.୨୦୨୨) ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ପ୍ୟାରିସରେ ତାଙ୍କ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ ଅଛନ୍ତି। ଫଟୋରେ ସେ ତାଙ୍କର ଏହି