ପ୍ରଥମ ଦିନିକିଆ: ଭାରତ 3 ରନ୍ ରେ ବିଜୟୀ
ପ୍ରଥମ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜ୍ କୁ 3 ରନରେ ପରାସ୍ତ କରିଛି ଇଣ୍ଡିଆ । ଓ୍ବେଷ୍ଟ ଇଣ୍ଡିଜ ଆଗରେ ୩୦୯ ରନର ଟାର୍ଗେଟ ଥିବାବେଳେ ସିରାଜଙ୍କ ଶେଷ ଓଭରରେ 11 ରନ କରିଥିଲା ଓ୍ବେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫୦ ଓଭର ଖେଳି ୭!-->…