ରାଷ୍ଟ୍ରପତିଙ୍କୁ ଭେଟିବେ ୨୬ ବିଧାୟକ

ଦିଲ୍ଲୀ ଗସ୍ତରେ ଯିବେ ୨୬ ଜଣ ବିଧାୟକ । ଓଡ଼ିଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ୪ ତାରିଖରେ

ସ୍ୱାଧୀନତା ଦିବସ ପାଇଁ କଲେଜଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି

ପ୍ରତିରକ୍ଷା ମନ୍ତ୍ରଣାଳୟ (MoD) ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରିଛି। ସମସ୍ତ ଅନୁଷ୍ଠାନରେ ସକାଳ ୯ଟାରେ ଫ୍ଲାଟ ହୋଷ୍ଟିଂ କରାଯିବ ବୋଲି ସମସ୍ତ ଅନୁଷ୍ଠାନ ତଥା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବୋଧିତ କରାଯାଇଥିବା ଏକ

ଦେଶବାସୀଙ୍କୁ ଅନୁରୋଧ କରିଲେ ମୋଦୀ

ଦେଶବାସୀଙ୍କୁ ମୋଦୀଙ୍କ ଅପିଲ । ନିଜ ସୋସିଆଲ ମିଡିଆ ଡିପି ବା କଭର ଫଟୋକୁ ବଦଳାଇବା ପାଇଁ ଅନୁରୋଧ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ସୋସିଆଲ ମିଡିଆ ଫଟୋକୁ ପରିବର୍ତ୍ତନ କରି ଏଥିରେ ତ୍ରିରଙ୍ଗା ଫଟୋ ରଖିବା ପରେ ଏହି ପରାମର୍ଶ ଦେଇଛନ୍ତି । ଦେଶ ଆଜି

ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୈଠକ

ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୈଠକ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ଉପସ୍ଥିିିତିରେ ଆରମ୍ଭ ହୋଇଛି । ସଂସଦ ଲାଇବ୍ରେରୀ ଭବନରେ ବୈଠକରେ ଯୋଗ ଦେଉଥିବା ନେତା ମାନଙ୍କ ମଧ୍ୟରେ କେନ୍ଦ୍ରମ ନ୍ତ୍ରୀ ରାଜନାଥ ସିଂ, ଅଶ୍ୱିନୀ ବୈଷ୍ଣବ, ଏସ ଜୟଶଙ୍କର, ଅନୁରାଗ ଠାକୁର,ପ୍ରହ୍ଲାଦ ଯୋଶୀ

ଆମେରିକାର ମିସାଇଲ୍‌ ମାଡ଼ରେ ଅଲକାଏଦା ନେତା ନିହତ

ଆଫଗାନିସ୍ତାନରେ ଆମେରିକାର ୨ ଟି ମିସାଇଲ୍‌ ମାଡ଼ରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ତେବେ ପ୍ରଶ୍ନ ହେଉଛି ଆୟମାନ ଅଲ ଜୱାହିରିକୁ

ସରକାରୀ ଉଦ୍ୟୋଗ ଉପରେ ୧୩,୧୮୨ କୋଟି ଋଣ

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୩ଟି ଉଦ୍ୟୋଗ ଓ ନିଗମଗୁଡ଼ିକ ମଧ୍ୟରୁ ୧୦ଟି ସଂସ୍ଥା ଉପରେ ୨୦୨୦ ମାର୍ଚ୍ଚ ସୁଦ୍ଧା‌ ୧୩,୧୮୨.୫୭ କୋଟି ଟଙ୍କାର ଦୀର୍ଘକାଳୀନ ଋଣ ରହିଛି। ସେହି ଋଣ ମଧ୍ୟରୁ ରାଜ୍ୟ ସରକାରଙ୍କ କରଜ ୧୨୭୭.୨୯ କୋଟି ଟଙ୍କା ଥିଲା। ‌କୋଣାର୍କ ଝୋଟ ଲିମିଟେଡ୍‌କୁ ୧୨.୧୩ କୋଟି

କାଶୀପୁରରେ ୨୪ ଦିନରେ ଗଲାଣି ୧୩ ଜୀବନ

ରାୟଗଡ଼ା କାଶୀପୁର ବ୍ଲକରେ ୨୪ ଦିନରେ ୧୩ ଜଣଙ୍କ ଜୀବନ ଗଲାଣି । କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ କାଳ ସାଜିଛନ୍ତି କ୍ୱାକ୍ । ଅନେକ ଗାଁ ମାନଙ୍କରେ କ୍ୱାକ୍ମଙ୍କ ଦ୍ୱାରା ଚିକିତ୍ସା ଚାଲିଛି ।ଏଭଳିକି ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେଥିରୁ କିଛି ଜଣ କ୍ୱାକ୍ ଦ୍ୱାରା ପ୍ରଥମେ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚ୍‌ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ମିଳିତ ଭାବେ ୫ ୱିକେଟ୍‌ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଯୋଗ୍ୟତା ନଥାଇ ମିଳିଛି ଚାକିରି

ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ଜେଲକୁ ଯିବା ପରେ ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାର ଅନେକ ଅଭିଯୋଗ । କେଉଁଠି ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ହୋଇଥିବା ବେଳେ କେଉଁଠି ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଜଣେ ପ୍ରାର୍ଥୀଙ୍କୁ ଚାକିରି ମିଳିଛି। ଏମିତିକି

ମଙ୍କିପକ୍ସ ନମୁନା ପରୀକ୍ଷା ହେବ ଭୁବନେଶ୍ୱରରେ

ଭୁବନେଶ୍ୱରରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମ୍ଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କେବଳ କିଟ୍ ଅଣାଯାଇ