ଆରପାରିରେ କଥକ ସମ୍ରାଟ ବିରଜୁ ମହାରାଜ

ମେଟ୍ରୋ ଟିଭି ଓଡିଶା,୧୭/୧: ସୁନାମଧନ୍ୟ କଥକ ନୃତ୍ୟ ଶିଳ୍ପୀ ବିରଜୁ ମହାରାଜଙ୍କର ୮୩ ବର୍ଷରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ପାଇ ନୃତ୍ୟଶିଳ୍ପୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଦେଶରେ ବିରଜୁ ମାହାରାଜଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ବିରଜୁ ମହାରାଜଙ୍କ ପ୍ରକୃତ

ପରଲୋକରେ ଶାନ୍ତି ଦେବୀ

ମେଟ୍ରୋ ଟିଭି ଓଡିଶା,୧୭/୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବାବେଳେ ବିଳମ୍ବିତ ରାତିରେ ହଠାତ୍

ଆଜିଠୁ ନାମାଙ୍କନ ଦାଖଲ

ମେଟ୍ରୋ ଟିଭି ଓଡିଶା,୧୭/୧: ସରଗରମ ହେବ ପଞ୍ଚାୟତ ନିର୍ବାଚନ ପରିବେଶ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଂଚଳ ରାଜନୀତି । ଭୋଟ୍ ପାଇଁ ଆଜିଠୁ ହେବ ନାମାଙ୍କନ ଦାଖଲ । ଏହା ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ

ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍‌

ମେଟ୍ରୋ ଟିଭି ଓଡିଶା,୧୭/୧: ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭

ସାବଧାନ ! ଆସିଲା ଟ୍ରାଫିକ ପୋଲିସର ନୂଆ ନିୟମ

ମେଟ୍ରୋ ଟିଭି ଓଡିଶା,୧୭/୧: ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ନିଶ୍ଚତ ଭାବେ ଅସୁବିଧା ଭୋଗିପାରନ୍ତି । ଏବେ ଭୀଷଣ ଥଣ୍ଡା ସହ କୁହୁଡ଼ି ହେଉଛି । ଏଭଳି ପରିସ୍ଥିତିରେ ସେହି ଲୋକମାନଙ୍କ

ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜିଉଙ୍କ ସୁନାବେଶ

ମେଟ୍ରୋ ଟିଭି ଓଡିଶା,୧୭/୧: ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ ।ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ,

ସ୍କୁଲକୁ ବିକ୍ରି କରିବାକୁ ସରକାରଙ୍କ ଚକ୍ରାନ୍ତ !

ମେଟ୍ରୋ ଟିଭି ଓଡିଶା,୧୬/୧: ମୋ ସ୍କୁଲ ଏହି ନାମଟି କାନରେ ପଡିବା ମାତ୍ରେ ଦେହରେ ରୋମାଚଂ ଭରିଯାଏ । ମୁହୂର୍ତକ ମଧ୍ୟରେ ଆମକୁ ଭାବନାରାଇଜକୁ ଟାଣିନିଏ । ସ୍କୁଲର ସେହି ପିଲାଦିନ, ଯେଉଁଠି ଆମେ ସମସ୍ତେ ମିଳିମିଶି ହସିଖେଳି ସାଙ୍ଗସାଥି ମେଳରେ ଆମ ପିଲାଦିନ କଟାଇଥିଲୁ । ଯିଏ ଆମ ପାଟିରେ

କଳିଯୁଗର ଶ୍ରବଣ କୁମାର

ମେଟ୍ରୋ ଟିଭି ଓଡିଶା,୧୬/୧: ତ୍ରେତୟା ଯୁଗର ଶ୍ରବଣ କୁମାର ବିଷୟରେ ସମସ୍ତଙ୍କୁ ଜଣା ହେଲେ କଳିକାଳରେ ଶ୍ରବଣ କୁମାର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ସେ ଯୁଗର ଶ୍ରବଣ କୁମାର ନିଜର ଅନ୍ଧ ପିତାମାତଙ୍କୁ କାନ୍ଧରେ ବୋହି ଚାଲୁଥିଲେ ହେଲେ ଏହି ମହାମାରୀର ଜଘନ୍ୟ ପରିସ୍ଥିତିରେ ଯେଉଠି କିଏ

ବଜାରକୁ ଆସିବ ଆପଲ୍ 5G Iphone

ମେଟ୍ରୋ ଟିଭି ଓଡିଶା,୧୬/୧: ବଜାରକୁ ଆସିବ ଆପଲ୍ ର ସବୁଠୁ ଶସ୍ତା 5G Iphone । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଲେଭଲ ବଢିଯାଇଛି । ଆଇଫୋନ ଯାହା ସବୁବେଳେ ଯୁବବର୍ଗଙ୍କ ପାଇଁ ପ୍ରଥମ ପସନ୍ଦ ରହିଥାଏ । ସବୁଠୁ ଦାମୀ ଫୋନ କଥା ଧ୍ୟାନକୁ ଆସିଲେ ଆପଲ୍ କଥା ହିଁ ନଜରକୁ

ଜିଭ ଟେକିଲା ୧୨କିଲୋ

ମେଟ୍ରୋ ଟିଭି ଓଡିଶା,୧୬/୧: ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। image credit-facebook ମେକ୍ସିକୋ ସିଟିରେ ଆୟୋଜିତ