ନିଜ ଗଡରୁ ଲଢିବେ ଯୋଗୀ ଆଦିତ୍ୟନାଥ

ମେଟ୍ରୋ ଟିଭି ଓଡିଶା,୧୫/୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ

୨୪ ଟନ ଗୋମାଂସ ଜବତ , ପୋଲିସର ଜିମାରେ ଡ୍ରାଇଭ଼ର ଅଟକ

ମେଟ୍ରୋ ଟିଭି ଓଡିଶା,୧୫/୧: ପ୍ରଥମେ ଗୋଚାଲଣ ଆଉ ଏବେ ଗୋମାଂସ ଚାଲଣ ଦିନକୁ ଦିନ ବଢିବାରେ ଲାଗିଛି । ଅ।ଜି ଭୋରେ ସମୟରେ କଲିକତାରୁ ଅ।ନ୍ଧ୍ର ଅଭିମୂଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ଖୋର୍ଦ୍ଧା-ବ୍ରହ୍ମପୁର ୧୬

ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ

ମେଟ୍ରୋ ଟିଭି ଓଡିଶା,୧୫/୧: ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ହାରିଛି ଭାରତ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।ଘଟଣାବହୁଳ

ବ୍ରେକ୍‌ଅପ୍ ଖବରକୁ ଖଣ୍ଡନ କଲେ ଅର୍ଜୁନ ଓ ମଲାଇକା

ମେଟ୍ରୋ ଟିଭି ଓଡିଶା,୧୫/୧: ବଲିଉଡର ହିଟ୍ କପଲ ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ ବ୍ରେକ୍ ଅପ୍ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏହି ଖବର ଉପରେ ଖବର ପୂର୍ଣ୍ଣଛେଦ ପଡିଛି । ଏହି ଖବରକୁ ନିକଟରେ ଖଣ୍ଡନ କରିଛନ୍ତି । ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି। ଏକ ପୋଷ୍ଟ

କେନ୍ଦ୍ର ସରକାରଙ୍କ ନୂଆ ନିୟମ, ୮ସିଟ୍ ଗାଡି ପାଇଁ ୬ଟି ଏୟାରବ୍ୟାଗ୍ ବାଧ୍ୟ

ମେଟ୍ରୋ ଟିଭି ଓଡିଶା,୧୫/୧: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏବେ ଆଠଟି ସିଟ୍ ଥିବା ଗାଡ଼ିରେ ଅତି କମରେ ୬ଟି ଏୟାରବ୍ୟାଗ୍ ଲଗାଇବାକୁ ବାଧ୍ୟତାମୂଳକ କରୁଛି କେନ୍ଦ୍ର । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି

ସେନା ଦିବସରେ ଯବାନଙ୍କୁ ମୋଦୀଙ୍କ ପ୍ରଶଂସା

ମେଟ୍ରୋ ଟିଭି ଓଡିଶା,୧୫/୧: ସାହସିକତା ଏବଂ ଯୁଦ୍ଧ ଦକ୍ଷତା ପାଇଁ ଭାରତୀୟ ସେନାର ବିଶ୍ୱରେ ଖ୍ୟାତି ରହିଛି । ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ତ୍ୟାଗ ଓ ବଳିଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ

ଏଣିକି ଟ୍ରେନ ଗାର୍ଡ ହେବେ ଟ୍ରେନ ମ୍ୟାନେଜର

ମେଟ୍ରୋ ଟିଭି ଓଡିଶା,୧୫/୧: ରେଳବାଇ ବିଭାଗରେ ଏବେ ବିଭିନ୍ନ ଚେଞ୍ଜ କରାଯାଇଛି । ଭାରତୀୟ ରେଳବାଇରେ ଥିବା ଗାର୍ଡଙ୍କୁ ଏବେ ଟ୍ରେନ ମ୍ୟାନେଜର ବୋଲି ଏବେ କୁହାଯିବା । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି ।

ରାଜ୍ୟରେ ବଢିବ ଶୀତ

ମେଟ୍ରୋ ଟିଭି ଓଡିଶା,୧୫/୧: ରାଜ୍ୟରେ ଏବେ ବଦଳିବ ପାଗ । ବର୍ଷା ସରବା ପରେ ଏବେ ଶୀତର ପ୍ରକୋପରେ ଥରିବ ସାରା ଓଡିଶା । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪

ରାଜ୍ୟରେ ଦିନକୁ ୧୦ହଜାର ଉପରେ ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୫/୧: କରୋନାର କାୟା ବଢିବାରେ ଲାଗିଛି । ଏହି କରୋନା ଯୋଗୁ ଲଗାତର ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍

ବଜାରକୁ ଆସିବ କିଆ କ୍ୟାରେନ୍ସ ଏମପିଭି କାର୍ ,ଜବରଦସ୍ତ ଫିଚର

ମେଟ୍ରୋ ଟିଭି ଓଡିଶା,୧୪/୧: କିଆ ମୋଟର ଇଣ୍ଡିଆ ବହୁତ ଜଲଦି ମାର୍କେଟକୁ ନିଜର ବହୁତ ଦମଦାର କାର କିଆ କ୍ୟାରେନ୍ସ ଏମପିଭି କୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିପାଇଁ କମ୍ପାନୀ ଆଜି ଠାରୁ ବୁକିଙ୍ଗ ଆରମ୍ଭ କରିଦେଇଛି। କିଆର ଏହି ଜବରଦସ୍ତ କାରକୁ ଆପଣ ୨୫,୦୦୦ ଟଙ୍କା ଟୋକନ ରାଶି ଦେଇ ବୁକ