ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ମେଟ୍ରୋ ଟିଭି ଓଡିଶା,୧୮/୧: ସୋମବାର ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଫଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଆଫଗାନିସ୍ତାନର ପଶ୍ଚିମରେ ଅବସ୍ଥିତ ବାଗିସ୍ ପ୍ରଦେଶରେ ସୋମବାର ଅପରାହ୍ନରେ ୨ଟି ଭୂକମ୍ପର କମ୍ପନ ଯୋଗୁଁ ତୁର୍କମେନିସ୍ତାନନିକଟରେ ଥିବା ସୀମା କମ୍ପିତ ହୋଇଥିଲା । ରିକ୍ଟର

ଦେଶ ଉତ୍ପାଦନ କରିବ ଓମିକ୍ରନ ଟିକା

ମେଟ୍ରୋ ଟିଭି ଓଡିଶା,୧୮/୧: କରେନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସ୍ୱାସ୍ଥ୍ୟ ବିଭାଗର ସୂଚନାଅନୁସାରେ ଏହି ଓମିକ୍ରନ ଏତେ ପ୍ରଭାବଶାଳୀ ନଥିଲେ ମଧ୍ୟ ଏହା ପାଇଁ ଭାରତ ସ୍ୱଦେଶୀ ଟିକା ଉତ୍ପାଦନ କରିବାକୁ ଯାଉଛି । ପୂର୍ବରୁ ଭାରତ କୋଭିଡର ସ୍ୱଦେଶୀ ଟିକା ପୁରା

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ମେଟ୍ରୋ ଟିଭି ଓଡିଶା,୧୮/୧: ଆଜି ନାମାଙ୍କନର ଦ୍ୱିତୀୟ ଦିନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ।ଆଜି ବି ପଞ୍ଚାୟତ ବ୍ଲକ ଓ ଜିଲ୍ଲାପ।ଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରଥମ ଦିନରେ ୮ହଜାର ୭୭୨ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେଥିରେ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ଫେରାଇଦେଲେ ଅଭିଷେକଙ୍କ ପତ୍ନୀ

ମେଟ୍ରୋ ଟିଭି ଓଡିଶା,୧୭/୧: ବହୁ ଚର୍ଚ୍ଚିତ ଅଭିଷେକ ମହାପାତ୍ର ଙ୍କ ମୃତ୍ୟୁ ପରେ ତାଙ୍କ ସହଧର୍ମିଣୀ ଚିକିତ୍ସା ପାଇଁ ପାଇଥିବା ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଫେରାଇଲେ ପତ୍ନୀ ମୌସୁମୀ ମହାନ୍ତି । ଏହି ଉପଲକ୍ଷେ ଆଜି ମୃତ ଅଭିଷେକ ମହାପାତ୍ର ଙ୍କ ସହଧର୍ମିଣୀ,

ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୭/୧: ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ

ତିନି ମିନିଟରେ ୫କୋଟି ନେଲେ ସମନ୍ଥା

ମେଟ୍ରୋ ଟିଭି ଓଡିଶା,୧୭/୧: ଚର୍ଚ୍ଚାରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ । ନିଜର ଆଇଟମ ଗୀତରେ ନାଚି ବକ୍ସ ଅଫିସରେ ଧମାଲ କରିଦେଇଛନ୍ତି ସେ । ନିଜର ଜଲୱା ଓ ହଟ୍ ଡାନ୍ସରେ ଦର୍ଶକଙ୍କ ମନକୁ ମୋହିତ କରିଦେଇଛନ୍ତି । ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ବଢ଼ିଛି ତାଙ୍କ ଦାମ୍। ପୁଷ୍ପା

ସରକାରଙ୍କୁ ସବୁ ସମ୍ପତ୍ତି ଦାନ କଲେ ଡାକ୍ତର

ମେଟ୍ରୋ ଟିଭି ଓଡିଶା,୧୭/୧: ହିମାଚଳର ବୃଦ୍ଧା ଏବେ ଚର୍ଚ୍ଚାରେ ସେ ନିଜ ସବୁ ସମ୍ପତ୍ତି ସରକାରଙ୍କୁ ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୃଦ୍ଧା ଜଣକ ନିଜର ୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି । ଗତବର୍ଷ ସେ ନିଜ ସ୍ତ୍ରୀକୁ ହରାଇଥିଲେ । ତାଙ୍କ ସ୍ତ୍ରୀର ଶେଷ

ଅଧିନାୟକ ପଦ ଛାଡିବା ପରେ ଅନୁଷ୍କାଙ୍କ ଭାବବିହୁଳ ପୋଷ୍ଟ

ମେଟ୍ରୋ ଟିଭି ଓଡିଶା,୧୭/୧: ଭାରତର ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଶନିବାର ସନ୍ଧ୍ୟାରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଓ ଇନସ୍ତାଗ୍ରାମ ଜରିଆରେ ଏହି ନିଷ୍ପତ୍ତିକୁ ଜଣାଇଥିଲେ । ତାଙ୍କର ଏଭଳି ନିଷ୍ପତ୍ତିରେ ଫ୍ୟାନ ମାନେ ଚକିତ

ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ମେଟ୍ରୋ ଟିଭି ଓଡିଶା,୧୭/୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ

ଆରପାରିରେ ସୁପରମମ୍ ଟାଇଗର କଲାରୱାଲି

ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର