ଟ୍ରୋଲ ହେଲେ ଉର୍ବଶୀ
ନୂଆଦିଲ୍ଲୀ: ଅଭିନେତ୍ରୀ ଊର୍ବଶୀ ରୌତେଲା ତାଙ୍କ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଅନେକ ଥର ସେ ନିଜର ପୋଷ୍ଟ ଓ ବୟାନ ପାଇଁ ସମାଲୋଚିତ ମଧ୍ୟ ହୋଇଛନ୍ତି। ନିକଟରେ ଉର୍ବଶୀ ପୁଣି ଏମିତି ଏକ ଟୁଇଟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।…