ଡରାଇଲାଣି କରୋନା

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ କୋଭିଡ ବୈଠକ। ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସରକାର। କୋଭିଡ ସ୍ଥିତି ସମୀକ୍ଷା କରିବେ। କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ…

ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି

ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି । ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ୩ଟି ବିଲକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ବିଜେଡିକୁ କଟାକ୍ଷ କରିଛି। ଅପରାଧ ଆଇନ ସହ ଜଡ଼ିତ ଏହି ବିଲଗୁଡ଼ିକ ସପକ୍ଷରେ ବିଜେଡି  ଲୋକସଭାରେ ଯୁକ୍ତି ଉପସ୍ଥାପନ କରିଥିଲା। ଲୋକସଭାରେ ଭାରତୀୟ…

ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ଫ

କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ହ୍ବାଇଟ ହାଉସର ରେସ୍‌ ପାଇଁ ରିପବ୍ଲିକାନ ପାର୍ଟିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟ ପ୍ରାଥମିକ ଭୋଟିଂରୁ କୋର୍ଟ ହଟାଇ…

ମହାପ୍ରଭୁ ଜଗନ୍ନାଥଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଭକ୍ତ

ଗୁଜରାଟର ଜଣେ ଭକ୍ତ ମହାପ୍ରଭୁଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି  । ଦୈନିକ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି  ଶ୍ରୀମନ୍ଦିର ପ୍ରଶାସନକୁ ସେ ଦାନ କରିଛନ୍ତି। ଦାନ କରିଥିବା ପ୍ରାୟ ୧ କେଜି ୭୫ ଗ୍ରାମ ଓଜନ ସୁନାର ମୂଲ୍ୟ ପ୍ରାୟ ୭୫ଲକ୍ଷ ଟଙ୍କା ହେବ।…

ରାଶିଫଳ

ମେଷ: ନୂଆ କାମ ଆରମ୍ଭ କରନ୍ତୁ, ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବବିବାହିତ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ। ‌ ବୃଷ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ମନ ଦିଅନ୍ତୁ। ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର…

ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି

ଯାଜପୁର :ଓଡ଼ିଶାରେ ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀରର ପତ୍ନୀଙ୍କ ଚାକିରି ଚାଲିଯାଇଛି । ସେ ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ମିଛ କହି ବିବାହ କରିଥିଲା ବୁଖାରୀ । ଏବେ  ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେଉଥିବାରୁ  ବୁଖାରୀଠରୁ ଅନେକ କିଛି ତଥ୍ୟ ମିଳିବାର…

ଚୀନରେ ଭୟଙ୍କର ଭୂମିକମ୍ପ

ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ । ଏହି ଭୂକମ୍ପରେ ଶେଷ ଖବର ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତର-ପଶ୍ଚିମ ଚୀନରେ ଏହି ଭୂମିକମ୍ପ ଘଟିଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ…

ହାଡ଼ଭଙ୍ଗା ଶୀତରେ ଥରୁଛି ଓଡିଶା

ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାରେ ପ୍ରବଳ ଥଣ୍ଡା। ୩୦ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଆସିଛି। ଜି. ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ଏହି ଦୁଇଟି ସ୍ଥାନରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଛି। ପ୍ରବଳ ଥଣ୍ଡାରେ ଥରୁଛି ଟ୍ବିନସିଟି। ଆସନ୍ତାକାଲି…

ଆହତ ହେଲେ ବରୁଣ 

ବଲିଉଡ ଅଭିନେତା ବରୁଣ ଧଓ୍ଵନ ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘VD18’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଏବେ ଅଭିନେତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, କହୁହାଯାଉଛି ଯେ ସୁଟିଂ ସମୟରେ ବରୁଣଙ୍କୁ ଆଘାତ ଲାଗିଛି । ଯାହାର ସୂଚନା ବରୁଣ…

ଶୀତଦିନେ ଖାଆନ୍ତୁ ମାଛ

ଶୀତଦିନେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ବିଭିନ୍ନ ରୋଗ ଆପଣଙ୍କୁ ଗ୍ରାସିବାକୁ ଆରମ୍ଭ କରେ । ଶୀତ ଦିନିଆ ରୋଗରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଆମର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା । ଏବଂ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୂକ୍ତ କରିବାକୁ ଭୁଲନ୍ତୁ…