ଭାରତର ଐତିହାସିକ ବିଜୟ

ଭାରତର ଝିଅମାନେ ମଧ୍ୟ ଆଦୌ କମ୍ ନୁହଁନ୍ତି । ଆଜି ଅର୍ଥାତ ୨୪ ଡିସେମ୍ବର ୨୦୨୩ରେ ଟେଷ୍ଟ କ୍ରିକେଟ୍ ପିଚରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମହିଳା ଦଳକୁ ପରାସ୍ତ କରି ଏହା ପ୍ରମାଣ କରିଛନ୍ତି । ସମଗ୍ର ଭାରତୀୟ କ୍ରିକେଟ୍ ଫ୍ୟାନ୍ସମାନେ ଦୀର୍ଘ ୪୬ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା…

ରେଡ୍‌ ଲୁକରେ ନଜର ଆସିଲେ ସୋନାକ୍ଷୀ

ବଲିଉଡର ଷ୍ଟାଇଲିସ ଡିଭା ସୋନାକ୍ଷୀ ସିହ୍ନା ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ଲାଇମ୍‌ ଲାଇଟରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜ କାଜୁଆଲ ଲୁକ୍‌ ଦେଖାଇଛନ୍ତି, ଯାହାର ଫଟୋ କିଛି ମିନିଟ ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ନିକଟରେ ମୁମ୍ବାଇ ଏୟାରପୋର୍ଟରେ…

ଜମ୍ମୁ କଶ୍ମୀର ଅଖନୁରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ

ଜମ୍ମୁ କଶ୍ମୀର ଅଖନୁରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ୪ ଜଣ ଆତଙ୍କବାଦୀ ସୀମା ପାର କରିବାକୁ ଉଦ୍ୟମ କରିବାବେଳେ ସୁରକ୍ଷା ବାହିନୀଙ୍କ ଜବାବ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅନ୍ୟ ୩ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ମୃତ ଆତଙ୍କବାଦୀର ଶବକୁ…

ମୃତ୍ୟୁ ତାରିଖ ଜଣାଇବ AI

ସମସ୍ତେ ଜାଣିଛନ୍ତି ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ କେତେବେଳେ ଯେ ଆସିବ ତାହା କାହାକୁ ବି ଜଣା ନଥାଏ । ଯଦି ଆପଣଙ୍କୁ ଆପଣଙ୍କ ମୃତ୍ୟୁର ସମୟ ବିଷୟରେ ପୂର୍ବରୁ ହିଁ କୁହାଯିବ ତେବେ ଆପଣ କଣ କରିବେ । ମୃତ୍ୟୁ ସମୟ ବିଷୟରେ ଜାଣିଲେ ଆପଣ ହୁଏତ ଚିନ୍ତାରେ ପଡ଼ିଯିବେ । କାରଣ ପ୍ରତ୍ୟେକ…

ଥିମ୍ ୱେଡିଙ୍ଗ ପାଇଁ ପ୍ଲାନ କରୁଛନ୍ତି କି?

ଥିମ୍ ୱେଡିଙ୍ଗରେ, ବିବାହ ସାଜସଜ୍ଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ଏକ ଥିମ୍ ଉପରେ ନିର୍ମିତ ।ଏଥିରେ, ବର ଏବଂ କନ୍ୟା ନିଜ ପସନ୍ଦ ଅନୁଯାୟୀ ଏକ ୱେଡିଙ୍ଗ ପ୍ଲାନର ବୁକ୍ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ପ୍ରିୟ ଡିଜାଇନ୍ କୁହନ୍ତି, ଯାହା ଅନୁଯାୟୀ ସମସ୍ତ ପ୍ରସ୍ତୁତି…

ରାଜସ୍ଥାନରୁ ସଚିନଙ୍କ ଏକ୍‌ଜିଟ୍‌

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ସଂଗଠନରେ ବଡ଼ ଅଦଳବଦଳ କରିଛି । ଶନିବାର ଦଳ ଛତିଶଗଡ଼ର ପ୍ରଭାରୀ ଭାବେ ସଚିନ ପାଇଲଟଙ୍କୁ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅବିନାଶ ପାଣ୍ଡେଙ୍କ ସ୍ଥାନରେ ୟୁପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଗେହଲଟଙ୍କୁ ନ୍ୟସନାଲ ଏଲାୟନ୍ସ…

ଭାରତ ସଞ୍ଚାର ନିଗମ ଲିମିଟେଡ୍‌

ସରକାରୀ ଟେଲିକମ୍ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) । କଂପାନିର ଗ୍ରାହକଙ୍କ ବହୁ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବା ହୋଇଛି ଅଭିଯୋଗ । ହ୍ୟାକର୍‌ମାନେ କଂପାନିର ସର୍ଭରରେ ପ୍ରବେଶ କରି ତଥ୍ୟ ଚୋରାଇନେବା ସହ ତାହାକୁ ଡାର୍କ ୱେବ୍‌ରେ ଉପଲବ୍ଧ କରାଇଛନ୍ତି ।…

UPSCର ସ୍ପେଶାଲିଷ୍ଟ ପଦ ପାଇଁ ବାହାରିଲା ନିଯୁକ୍ତି

ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ସଂଘ ଲୋକ ସେବା ଆୟୋଗ, ୟୁପିଏସସି ସ୍ପେଶାଲିଷ୍ଟ ପଦ ପାଇଁ ନିଯୁକ୍ତି ବାହାର କରିଛି । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ପ୍ରଥମେ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପଢ଼ନ୍ତୁ ଓ ଏହାପରେ ପରବର୍ତ୍ତୀ ପ୍ରକ୍ରିୟା…

ନୂଆ ଡ୍ରିଙ୍କ୍ ଲଞ୍ଚ କଲେ କିମ୍ ଜୋଙ୍ଗ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ (Kim Jong Un) ଦେଶରେ ମୋଟା ଲୋକମାନଙ୍କୁ ପତଳା କରିବା ପାଇଁ ନୂଆ ପନ୍ଥା ଆପଣେଇବା ନେଇ ଏକ ରିପୋର୍ଟରୁ ପ୍ରକାଶ । ନିକଟରେ କିମ୍ ଜୋଙ୍ଗ୍ ଏପରି ଏକ ଡ୍ରିଙ୍କ୍ ଲଞ୍ଚ୍ କରିଛନ୍ତି ଯାହାକୁ ପିଇବା ଦ୍ୱାରା ମୋଟା ଲୋକମାନେ ନିଜ ଓଜନ ହ୍ରାସ…

ଘନ କୁହୁଡିରେ ଓଡ଼ିଶା

ପର୍ୟ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧା ପାଇଁ ଆଜି ୧୦ଟି ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ…