କାହିଁକି ଜରୁରୀ ହୋଇଥାଏ ବଡି ଡିଟକ୍ସ? 

ସୁସ୍ଥ ରହିବା ପାଇଁ କେବଳ ବାହ୍ୟ ପରିଷ୍କାର ପରିଚ୍ଛନ୍ନତା ଯଥେଷ୍ଟ ନୁହେଁ, ଏଥିପାଇଁ ସମୟ ସମୟରେ ଶରୀରକୁ ଭିତରୁ ସଫା କରିବା ମଧ୍ୟ ଆବଶ୍ୟକ । ଏହି ପ୍ରକାରର ଆଭ୍ୟନ୍ତରୀଣ ପରିଷ୍କାର ପ୍ରକ୍ରିୟାକୁ ଡିଟକ୍ସିଫିକେସନ୍ କୁହାଯାଏ । ଏହି ପ୍ରକ୍ରିୟାରେ, ଶରୀର ଭିତରେ ଜମା ହୋଇଥିବା ମଇଳା ହଟାଇବାକୁ…

ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟକା

ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣି ଚର୍ଚ୍ଚାରେ । ନିକଟରେ ଆଇପିଏଲ ୨୦୧୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ ଆଉ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂତ୍ର ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ୨୦୨୪ ସିଜିନରେ ଖେଳି ନ ପାରନ୍ତି । ଯଦି ଆଗାମୀ ଆଇପିଏଲରେ…

ବଡ଼ଦାଣ୍ଡରେ ବଡ଼ ଭିଡ଼

ବଡ଼ଦିନ ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଲମ୍ବା ଲାଇନ୍ ଲଗାଇଛନ୍ତି ଭକ୍ତ । ଡିସେମ୍ବର ୨୫ସୁଦ୍ଧା ଏସି ଟନେଲ ପୂର୍ଣ୍ଣ କାର୍ଯ୍ଯକ୍ଷମ ହେବା ନେଇ ଟାର୍ଗେଟ ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନଥିବାରୁ…

ଚର୍ଚ୍ଚାରେ ହ୍ରିତିକ-ଦୀପିକା

ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିଛି ହ୍ରିତିକ-ଦୀପିକାଙ୍କ ଯୋଡି । ଏହି ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ନିକଟରେ ଏହି ଫିଲ୍ମର ଦ୍ଵିତୀୟ ଗୀତ ‘ଇସ୍କ ଜୈସା କୁଛ’ ରିଲିଜ ହୋଇଛି । ଏହା ଏକ ରୋମାଣ୍ଟିକ ଟ୍ରାକ ।ଏହି ଗୀତରେ ହ୍ରିତିକ-ଦୀପିକାଙ୍କ ମଧ୍ୟରେ ଦମଦାର କେମେଷ୍ଟ୍ରି…

YouTube କ୍ରିଏଟର୍ସମାନଙ୍କ ପାଇଁ କମ୍ପାନୀ ଲଞ୍ଚ କଲା ନୂଆ ଫିଚର

ଗୁଗଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTube ରେ କମ୍ପାନୀ ଏକ ନୂଆ ଫିଚର୍ସ ଯୋଡିଛି । ଏହି ଫିଚର ଦ୍ୱାରା କ୍ରିଏଟର୍ସମାନେ ଅତି ସହଜରେ ସେମାନଙ୍କର ପୋଡକାଷ୍ଟକୁ ସହଜରେ ଅପଲୋଡ୍ କରି ପାରିବେ । YouTube ଷ୍ଟୁଡିଓ ଭିତରେ ପୋଡକାଷ୍ଟ ଭିଡିଓ ସେୟାର କରିବାକୁ କମ୍ପାନୀ ଏକ ନୂଆ ଅପ୍ସନ ଦେଉଛି,…

ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ

ଆଇଟିଆର-୧ ଓ ଆଇଟିଆର୍‌-୪ ଫର୍ମକୁ ବଡ଼ଦିନ ପୂର୍ବରୁ ଉନ୍ମୋଚନ କରାଯାଇଛି। ୨୦୨୪-୨୫ ଆକଳନ ବର୍ଷ ଲାଗି ଆସିଥିବା ଏହି ଫର୍ମରେ ଟିକସଦାତାମାନଙ୍କୁ କେତେକ ଅତିରିକ୍ତ ସୂଚନା‌ ଦେବାକୁ ପଡ଼ିବ। ନୂଆ ଫର୍ମରେ କେତେ ଟଙ୍କାର ନଗଦ ରାଶି ମିଳିଛି ଓ ନିଜ ନାମରେ ଥିବା ସବୁ ବ୍ୟାଙ୍କ ଖାତାରେ ବିବରଣୀ…

ଆସିବେ ଖଡ଼ଗେ, ରାହୁଲ, ପ୍ରିୟଙ୍କା

ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସୁନ୍ଦରଗଡ଼ ଆସିବେ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ସହ ଏଆଇସିସିର…

ଗାଜା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲୀୟ ବିମାନ ଆକ୍ରମଣ 

କେନ୍ଦ୍ରୀୟ ଗାଜାସ୍ଥିତ ଏକ ଶରଣାର୍ଥୀ ଶିବିର‌ ଉପରେ ଗୋଟାଏ ଇସ୍ରାଏଲୀୟ ଲଢୁଆ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୭୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ହମାସ୍‌ ନିୟନ୍ତ୍ରଣାଧୀନ ଗାଜାର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି।ବିମାନ ଆକ୍ରମଣରେ ଅଲ୍‌-ମଗାଜୀ ଶିବିରରେ ଥିବା ଘର ସବୁ…

ରାଶିଫଳ

ମେଷ: ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇବେ। ଆପଣଙ୍କ କାମ ନେଇ କର୍ତ୍ତୃପକ୍ଷ ଖୁସି ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର କାରଣ ଦେବେ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ। ବୃଷ: ବେପାରୀଙ୍କୁ ଲାଭ ମିଳିବ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଦାମ୍ପତ୍ୟ…

ରାଜ୍ୟରେ ଶୀତ କମିବା ସହ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟରେ ଶୀତ କମିଛି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ତ୍ତମାନ ରାଜ୍ୟକୁ ଉଷ୍ଣ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାପମାତ୍ରା ବୃଦ୍ଧି ହେବା ସହ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେଉଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ…