ବିବାଦ ପରେ ମୁହଁ ଖୋଲିଲେ କାମିଆ ଜାନି

ବିବାଦ ପରେ ରାଜନୀତି ଜୋର ଧରିଲା । ବିଜେଡି, ବିଜେପି, କଂଗ୍ରେସ ଏବେ କାମିଆ ଜାନିଙ୍କ ପ୍ରସଙ୍ଗକୁ ନେଇ ତର୍କ କରୁଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ୟୁଟ୍ୟୁବର କାମିଆ ଜାନି। ବିବାଦ ବଢ଼ିବାକୁ ନେଇ ସେ ସ୍ପଷ୍ଟ କରିଛନ୍ତି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ସେ ଓଡ଼ିଶା ଆସିଥିଲେ । ତାଙ୍କ କାମ…

ଓଡ଼ିଶାକୁ ଫେରିଲା କରୋନା

ରାଜ୍ୟରୁ ଜଣେ କୋଭିଡ ପଜିଟିଭ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । ଓଡ଼ିଶାରୁ ଚିହ୍ନଟ ପରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୦ରେ ପହଞ୍ଚିଛି ।ସେପଟେ ସ୍ୱାସ୍ଥ୍ୟ…

କାହିଁକି ! ମଦ ପିଇବା ଆଗରୁ କରନ୍ତି ଚିୟର୍ସ ?

ସାଧାରଣ କଥା ହେଲା ଏକାଠି ବସି ମଦ ପିଉଥିବା କ୍ୟକ୍ତି ପରସ୍ସରର ଗ୍ଲାସକୁ ଗ୍ଲାସ୍ ସହ ଲଗାଇ ଚିୟର୍ସ କୁହନ୍ତି। ତେବେ ଆପଣ ଜାଣନ୍ତି କି କାହିଁକି ଏପରି କରନ୍ତି ସେମାନେ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ? ଇଣ୍ଟରନେଟ୍ ର କିଛି ତଥ୍ୟକୁ ଅନୁଧ୍ୟାନ କଲେ ସେଥିରୁ…

୨୦୦୦ ଟଙ୍କାରେ ସାମସଙ୍ଗର ଫୋନ୍

ସାମସଙ୍ଗ ଗାଲାକ୍ସି A14 5G ବର୍ତ୍ତମାନ ୧୪,୪୯୯ ଟଙ୍କାରେ ଉପଲବ୍ଧ । ଜାନୁୟାରୀ ୨୦୨୩ ରେ ଏହି ଫୋନ ୧୬,୪୯୯ ଟଙ୍କାରେ ଲଞ୍ଚ ହୋଇଥିଲା, କିନ୍ତୁ ବର୍ତ୍ତମାନ ଗ୍ରାହକମାନେ ଏଥିରେ ୨୦୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ । ଏହାର ସବୁଠୁ କମ ମୂଲ୍ୟ ୧୩,୪୯୯ ଟଙ୍କା ରହିଛି । କିଛି ସାଇଟରେ ଏହି…

ଫ୍ରାନ୍‌ସ୍‌ରେ ୩୦୩ ଭାରତୀୟ ଥିବା ବିମାନ ଅଟକ

ଫ୍ରାନରେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯାତ୍ରୀ ଥିବା ଏକ ବିମାନକୁ ଫ୍ରାନ୍ସରେ ଅଟକ ରଖାଯାଇଥିଲା । ମାନବ ଚାଲାଣ ସନ୍ଦେହ ଆଧାରରେ ଉକ୍ତ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପ୍ରକାଶ ।ଶୁକ୍ରବାର, ଫ୍ରାନ୍ସ ଅଧିକାରୀଙ୍କ ସୂଚନାନୁଯାୟୀ ରୋମାନିଆ କମ୍ପାନୀ ‘ଲିଜେଣ୍ଡ…

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ

ରାଜ୍ୟକୁ ବିକାଶମୁହାଁ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରି ଆସିଛନ୍ତି । ଏହି ମର୍ମରେ ରାଜ୍ୟରେ ୧୧,୯୬୯ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୪୮୨ କୋଟିର ୭ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ଏକ ଐତିହାସିକ ପଦକ୍ଷେପ ସ୍ୱରୂପ…

ବିଦ୍ୟାଳୟରେ ଭଗବତ ଗୀତା ପଢ଼ିବା ହେଲା ବାଧ୍ୟତାମୂଳକ

ବର୍ତ୍ତମାନ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ପିତାମାତା ଇଂରାଜୀ ମିଡିୟମ ସ୍କୁଲକୁ ଯାଉଥିବା ଦେଖାଯାଇଥାଏ । ତେବେ ପିଲମାନେ ମଧ୍ୟ ପାଶ୍ଚାତ୍ୟ ସଂସ୍କୃତିର କବଳରେ କବଳିତ ହୋଇ ଇଂରାଜୀ ଭାଷା ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଏପରି ସ୍ଥିତିରେ ଗୁଜୁରାଟ ସରକାର ନେଇଛନ୍ତି ଏକ ସ୍ୱତନ୍ତ୍ର…

ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ । ସଂସଦର ଶୀତ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବାରୁ ଏହାର ଦେଶବ୍ୟାପୀ ପ୍ରତିବାଦ  ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଛି। ଜନ୍ତରମନ୍ତରଠାରେ ଇଣ୍ଡିଆ ମେଣ୍ଟର…

ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ‘ସାଲାର’

ରିଲିଜ୍ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଆଜି ଫିଲ୍ମ ରିଲିଜ୍ ପରେ ବାହୁବଲୀ ପରେ ଏହା ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ସିନେ ସମୀକ୍ଷକ ମତ…