+୨ ପରୀକ୍ଷା ଟାଇମ୍ ଟେବୁଲ୍

ସିଏଚ୍ଏସ୍ଇ ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ ଜରିଆରେ ସିଏଚ୍ଏସ୍ଇ ଏଚ୍ ଏସ୍ ଟାଇମ୍ ଟେବୁଲ୍ ପାଇ ପାରିବେ। ଧନ୍ଦାମୂଳକ ବିଭାଗ ସମେତ କଳା/ବିଜ୍ଞାନ/ବାଣିଜ୍ୟ ପାଇଁ ସମୟ ସୂଚୀ ପ୍ରକାଶ ପାଇଛି। +୨ ପରୀକ୍ଷା ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦, ୨୦୨୪ରେ ଶେଷ ହେବ। ସକାଳ ୧୦ଟାରୁ ଅପରାହ୍ନ…

ମିଛ ସାଙ୍ଗକୁ ଚିହ୍ନିବେ କିପରି ?

ଜଣେ ଉତ୍ତମ ବନ୍ଧୁ ସମ୍ମୁଖରେ ଆମେ ମନର କଥା ଖୋଲା ଖୋଲି ଭାବରେ ପ୍ରକାଶ କରିଥାଉ । ପ୍ରକୃତ ବନ୍ଧୁ କେବଳ ସୁଖ ସମୟରେ ନୁହେଂ ବରଂ ଦୁଃଖ ସମୟରେ ବି ସଦାବେଳେ ପାଖରେ ଛିଡ଼ା ହୋଇଥାଏ । କିନ୍ତୁ ଆଜିକାଲି ସମସ୍ତେ ନିଜ ମତଲବ ପାଇଁ ବନ୍ଧୁତା ସ୍ଥାପନ କରୁଛନ୍ତି । ଅଧିକାଂଶ ଲୋକେ କିନ୍ତୁ ପ୍ରକୃତ…

ନବୀନ କାର୍ଡର ଶୁଭାରମ୍ଭ

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର…

ରୋହିତଙ୍କ ଅଜବ ରଣନୀତି

ଟେଷ୍ଟର ଦ୍ବିତୀୟ ଦିନ ମଧ୍ୟାହ୍ନଭୋଜନ ପରେ ରୋହିତ ଶର୍ମାଙ୍କ ‌ବୋଲିଂ ରଣନୀତିକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ, ସଂଜୟ ମଞ୍ଜରେକର ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ ଫିଲାଣ୍ଡର। ଶାସ୍ତ୍ରୀଙ୍କ ଅନୁସାରେ,…

ଇତିହାସ ରଚିବ ଇସ୍ରୋ

ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ…

ସବୁଠି ଘନକୁହୁଡି଼ ଦାଉ ସାଜୁଛି

ରାଜ୍ୟରେ ଲଗାତାର ବଢୁଛି ତାପମାତ୍ରା, କମୁଛି ଶୀତ । ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଛି  । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ପ୍ରଭାବ କମିବା ସହ ପୂର୍ବାଳୀ ଗରମ ଶୁଷ୍କ ପବନ ପ୍ରବାହ ବଢିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ବୃଦ୍ଧି…

ଟ୍ରମ୍ପଙ୍କ ପ୍ରାର୍ଥିତ୍ବ ଉପରେ ରୋକ୍

ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ । ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍ ଲଗାଇଛି ଆମେରିକାର ମାଇନେ ସିନେଟ । ଜାନୁଆରୀ ୨୦୨୧ କ୍ୟାପିଟଲ ହିଂସା ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ…

ନନ୍ଦନକାନନ ପ୍ରତିଷ୍ଠା ଦିବସ ଆଜି

ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ ସାଙ୍ଗକୁ ୬୦ ପ୍ରକାର କଇଁ, ୧୫୦ ପ୍ରକାର ଜଳ ଭିତର ଉଦ୍ଭିଦ ଓ କଙ୍ଗାରୁ ଘର ଆଦି ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା  । ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ…

ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠାବ

ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠାବ  । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ସହ ସେଠାରୁ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।  ମାଲକାନଗିରି ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ମାଛକୁଣ୍ଡ ଥାନା ଅଧୀନରେ ଥିବା କୋଡ଼ାପୁଟ ଏବଂ ଗୁମୁଡ଼ାପୁଟ…

ଏଲନ୍ ମସ୍କଙ୍କ କଂପାନି ଟେସ୍‌ଲା ଗୁଜରାଟରେ କାରଖାନା କରିବ

ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର କଂପାନି ଟେସ୍‌ଲା ଗୁଜରାଟରେ କାରଖାନା କରିବ   ।  କାରଖାନା ସ୍ଥାପନ ଲାଗି ଟେସ୍‌ଲା ଗୁଜରାଟକୁ ଚୟନ କରିଥିବା ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରିରେ ହେବାକୁ ଥିବା ଭାଇବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା…