ଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ନୂଆ ବର୍ଷ ପୂର୍ବରୁ ବସୁଥିବା ଏହି କ୍ୟାବିନେଟ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇପାରେ । ଏହା ସହ  ବିଭିନ୍ନ ବିଭାଗର…

ଷ୍ଟକ୍‌ ବଜାର ନିବେଶକମାନଙ୍କ ଲାଗି ୨୦୨୩ ଏକ ସ୍ମରଣୀୟ ବର୍ଷ: ନିବେଶକ ସଂଖ୍ୟା ୮ କୋଟି ଟପିଲା

ମୁମ୍ବାଇ: ଷ୍ଟକ୍‌ ବଜାର  ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।  ଷ୍ଟକ୍ ବଜାର ଉନ୍ନତ ପ୍ରଦର୍ଶନ କରିଛି। ଚଳିତ ବର୍ଷ ଡିସେମ୍ବର ୨୮ ସୁଦ୍ଧା ସେନ୍‌ସେକ୍ସରେ ୧୧,୫୬୯ ପଏଣ୍ଟ୍‌ର ବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ୨୦ରେ ସେନ୍‌ସେକ୍ସ ଏହାର…

ପ୍ରଥମ ADM ଭାବେ ପଦ୍ମପୁରରେ ନିଯୁକ୍ତି ପାଇଲେ ଚଭନ କୁନାଲ ମୋତିରାମ

ପଦ୍ମପୁର: ଶେଷରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରଖିଛନ୍ତି ।  ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ADM ଭାବେ ପଦ୍ମପୁରରେ ନିଯୁକ୍ତି ପାଇଲେ ଚଭନ କୁନାଲ ମୋତିରାମ  ।  ପଦ୍ମପୁରରେ ନିଯୁକ୍ତ ହେଲେ ପ୍ରଥମ ADM। ଏଡିଏମ ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ…

କମିନ୍ସଙ୍କୁ ୧୦ ୱିକେଟ୍‌, ଅଷ୍ଟ୍ରେଲିଆ ୭୯ ରନ୍‌ରେ ବିଜୟୀ

ମେଲବର୍ଣ୍ଣ:  ପାକିସ୍ତାନ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ରେ କମିନ୍ସଙ୍କୁ ୧୦ ୱିକେଟ୍‌, ଅଷ୍ଟ୍ରେଲିଆ ୭୯ ରନ୍‌ରେ ବିଜୟୀ। ପ୍ୟାଟ୍ କମିନ୍ସଙ୍କ ଉଭୟ ପାଳି ୫ ୱିକେଟ୍ ସଫଳତା ବଳରେ ଅଷ୍ଟ୍ରେର୍ଲିଆ ୭୯ ରନ୍‌ୟରେ ବାଜି ମାରି ନେଇଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୭ ରନ୍ ବିଜୟ ଲକ୍ଷ୍ୟ…

ରାଶିଫଳ

ମେଷ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। ବୃଷ: ଅଫିସରେ ଅଧୁରା ଥିବା ସଂପୂର୍ଣ୍ଣ କରିପାରିବେ। ଆପଣଙ୍କ ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ…

କୋରାପୁଟ ଡଙ୍ଗାବୁଡି ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

କୋରାପୁଟ: ଗତକାଲିଠାରୁ ନଦୀରେ ନିଖୋଜ ଥିବା ବ୍ୟକ୍ତିମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।  କୋରାପୁଟ ଡଙ୍ଗା ବୁଡ଼ି ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣାରେ ଶୋକପ୍ରକାଶ କରିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ

ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ। ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ଆସନ୍ତା ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଥିଲା। ୧୯୮୯ ବ୍ୟାଚର IAS…

ହାଇଟେକ୍‌ ମେଡ଼ିକାଲରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ୪ ଆହତ

ଭୁବନେଶ୍ବର : ହାଇଟେକ୍‌ ମେଡ଼ିକାଲରେ ଫାଟିଲା ଅକ୍ସିଜେନ ସିଲିଣ୍ଡର  ।  ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟିଛି। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।  …

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂହ, ନୀତିଶ ପୁଣି ହେଲେ ସଭାପତି

ନୂଆଦିଲ୍ଲୀ: ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିହାରରେ ପୁଣି ରାଜନୈତିକ ଓଲଟପାଲଟ ହେବାର ସଂଭାବନା ରହିଛି ବୋଲି ଚର୍ଚା ହେଉଛି ।  ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି ।  ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ…

ହସ୍ପିଟାଲରେ ହିନା ଖାନ

ଅଭିନେତ୍ରୀ ହିନା ଖାନ ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ହିନା କହିଛନ୍ତି ଯେ ତାଙ୍କର ଉଚ୍ଚ ଜ୍ୱର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା। ଏଥିସହ ପ୍ରଶଂସକମାନଙ୍କୁ ସ୍ୱାସ୍ଥ୍ୟ ଅପଡେଟ୍…