ଆଜିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ କାମରେ ଅନୁକୂଳ ସ୍ଥିତି ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ପ୍ରେମିକ ପ୍ରେମିକାଙ୍କର ଭୁଲ୍ ଧାରଣା ଦୂର କରିବେ। ବୃଷ: ଧାର ନେଇଥିବା ଅର୍ଥ ପରିଶୋଧ କରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ…

ନୂଆ ବର୍ଷରୁ ଚାଣକ୍ୟଙ୍କ ଏହି ନୀତି ଆପଣାନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ କାଳର ଜଣେ ମହାନ ବିଦ୍ୱାନ ଥିଲେ। ସେ ଜଣେ ଦକ୍ଷ ରାଜନେତା, କୂଟନୀତିଜ୍ଞ, ରଣନୀତିଜ୍ଞ ଏବଂ ତାଙ୍କ ସମୟର ଅର୍ଥନୀତିରେ ବିଶେଷଜ୍ଞ ଥିଲେ। ଜୀବନ ସହ ଜଡିତ ଅନେକ ଦିଗ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ନୀତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ବି ଲୋକମାନେ…

ଦେଶରେ ଲାଗୁ ହେବ ଏହି ୫ଟି ବଡ ପରିବର୍ତ୍ତନ

ନୂଆବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ ଆସିବା ସହିତ ଦେଶରେ ବହୁ ପରିବର୍ତ୍ତନ ବି ଲାଗୁ ହୋଇଯିବ ଯାହା ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପକାଇବ । ଏଥିରେ ଆପଣଙ୍କ ବ୍ୟାଙ୍କ ଲକର ଠାରୁ ଆରମ୍ଭ କରି ଏଲ୍‌ପିଜି ଗ୍ୟାସର ଦାମ୍ ପର୍ଯ୍ୟନ୍ତ ଅନେକ କିଛି ସାମିଲ ରହିଛି । ଏହି କ୍ରମରେ ଆସନ୍ତୁ…

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି

ରାଞ୍ଚିରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଶନିବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିକଟରେ ପ୍ରଥମ ମହିଳା ଭାବେ ୩୦୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ବନ୍ଦନା କାଟାରିଆ ଉପଅଧିନାୟିକା ଦାୟିତ୍ବ ପାଇଛନ୍ତି।…

ମୁଁ କ’ଣ ଭିଆଇପି?

ଆଜି ପର୍ଯ୍ୟନ୍ତ ବଲିଉଡର କୌଣସି ସେଲିବ୍ରିଟିଙ୍କ ପିଲାମାନଙ୍କୁ ତୈମୁରଙ୍କ ଭଳି ଲୋକପ୍ରିୟତା ମିଳିନଥିଲା। ତୈମୁରଙ୍କ ଜନ୍ମ ହେବା ପରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଥିଲା। କୌଣସି କଳାକାର ଯେତିକି ଚର୍ଚ୍ଚାରେ ରହୁନଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତୈମୁର।…

ସାରା ବିଶ୍ବ ପାଳିବ ଜିରୋ ନାଇଟ୍

ଘଡିରେ ଯେତେବେଳେ ୩ଟି କଣ୍ଟା ୧୨ ଉପରକୁ ଚାଲି ଆସିବ ସାରା ବିଶ୍ବ ପାଳିବ ଜିରୋ ନାଇଟ୍ ସେଲିବ୍ରସନ । ରଙ୍ଗୀନ ଆଲୋକକୁ ଆତସବାଜିରେ ନୂଆବର୍ଷକୁ ସ୍ବାଗତ କରିବେ ସମସ୍ତେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଓଡ଼ିଶାରେ ବି ଜିରୋନାଇଟ୍ ସେଲିବ୍ରେସନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ…

କଲବଲ କରିବ କୁହୁଡ଼ି

ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖରୁ ରାଜ୍ୟରେ ବଦଳିବ ପାଗ ।…

ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ମେଢ ସ୍ଥାନ ପାଇବ

ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ମେଢ ଏଥର ସ୍ଥାନ ପାଇବ । ଗତ ତିନି ବର୍ଷ ଓଡ଼ିଶାର ମେଢ଼ ସ୍ଥାନ ପାଇନଥିଲା । ଏଥର ଥିମ ବିଚାରକଙ୍କ ମନକୁ ପାଇଛି ।  ବିକଶିତ ଭାରତ ଥିମ୍‌କୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗ୍ରାମର ଡିଜାଇନକୁ କେନ୍ଦ୍ର…

ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ

ନୂଆ ବର୍ଷ ପାଳନ ପୂର୍ବରୁ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ  । ଗାଜା ଯୁଦ୍ଧରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି ।ଅକ୍ଟୋବର ୭ ପରେ ଇସ୍ରାଏଲ ଗାଜାରେ କରିଥିବା ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୨୧ ହଜାର ୬୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ…

ପ୍ରକାଶ ପାଇଲା ASO ରେଜଲ୍ଟ

ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ରେ ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ହୋଇଥିବା ସାକ୍ଷାତାକର ଏବଂ ପ୍ରମାଣପତ୍ର ଯାଞ୍ଚ ପରେ ଶନିବାର ଚୂଡାନ୍ତ ତାଲିକା…