ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ନୂଆ ସୂର୍ଯ୍ୟ । ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ…

କଲବଲ କରୁଛି ଘନ କୁହୁଡ଼ି 

ରାଜ୍ୟରେ ଶୀତ ଲହରୀ ସହ କଲବଲ କରୁଛି ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ୫୦ ମିଟରୁ କମ ରହୁଥିବାରୁ ବଢୁଛି ଦୁର୍ଘଟଣା ଘଟିବାର ଭୟ । ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟଲୋ ଆର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୦ ତାରିଖ…

ଆଇଫୋନ୍‌ର କମାଲ୍‌

୧୬ ହଜାର ଫୁଟ ଉପରୁ ଫୋନ ପଡ଼ିବି ବି ସୁରକ୍ଷିତ । ଖାଲି ସୁରକ୍ଷିତ ନୁହେଁ ପୂର୍ବ ଭଳି ଚାଲୁଛି ଫୋନ୍ । ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ଘଟଣାରେ ଆସିଛି ଏଭଳି ତତ୍ୟ । ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ପରେ ବିମାନରେ ଥିବା କିଛି…

ବିଭିନ୍ନ ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ୍‌, ଡିଜେଲ୍‌

ନୂଆଦିଲ୍ଳୀ:  ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର କମିଛି । ତେବେ ଓଡ଼ିଶା, କେରଳ, ମଧ୍ୟପ୍ରଦେଶ, ମଣିପୁର, ଗୁଜୁରାଟ, ହରିଆଣା, ଗୋଆ ଓ ୟୁପିରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଛି । ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ୍‌ର ନୂଆ ଦର ଜାରି କରିଛନ୍ତି । ଯଦିଓ ସରକାର ଜାତୀୟ…

ଦେଶରେ ଆୟ ଅସମାନତା ହ୍ରାସ ପାଉଛି

ନୂଆଦିଲ୍ଲୀ: ଏସବିଆଇ ରିପୋର୍ଟରୁ ପ୍ରକାଶ ପାଇଛି ଯେ ଦେଶରେ ଆୟ ଅସମାନତା ହ୍ରାସ ପାଇଛି । ଏହାସହ ଭାରତୀୟଙ୍କ ଆୟ ବୃଦ୍ଧି ମଧ୍ୟ ଘଟିଛି । ଭାରତୀୟ ମଧ୍ୟବିତ ପରିବାରର ଆୟ ବଢ଼ିବାରେ ଲାଗିଛି । ସିବିଡିଟି ତଥ୍ୟକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ଆୟକର ଆଧାର ବର୍ଷକୁ ବର୍ଷ ବୃଦ୍ଧି…

ପୁରୀରେ ୫ଶହରୁ ଅଧିକ ଲାଗିବ ସିସିଟିଭିି କ୍ୟାମେରା

ପୁରୀ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ସୌନ୍ଦର‌୍ୟ୍ୟମୟ କରିବା ପାଇଁ ଯୁଦ୍ଧକାଳୀନ…

ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଲେ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଛନ୍ତି । ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି । କିନ୍ତୁ ଭେଟିବାକୁ ଦିଆଗଲାନି…

ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବାଂଲାଦେଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଦିନରେ ପୂର୍ବଭଳି ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ଦୁଇ ନେତା ଆଲୋଚନା କରିଛନ୍ତି ।…

ସାମି ଖେଳି ନପାରନ୍ତି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସାମି ଖେଳି ନାରନ୍ତି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ । ଜାନୁଆରୀ ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି ଭାରତ । ଦକ୍ଷିଣ ଆଫ୍ରିକାରେ ସିରିଜ ଡ୍ର କରିବା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିବା…