ଓଡ଼ିଶାର ବିଜୟ ଜାରି

କଳିଙ୍ଗ ‌ଷ୍ଟାଡିୟମ୍‌ରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତରେ ଘରୋଇ ଦଳ ଓଡ଼ିଶା ଏଫ୍‌ସିର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇଥିବା ଏହି ଦଳ‌ ବୁଧବାର ୩-୦ ଗୋଲ୍‌ରେ ଇଣ୍ଟର କାଶୀକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ଶେଷ…

ନର୍ସରୀରୁ ଅଷ୍ଟମ ପିଲାଙ୍କ ସ୍କୁଲ ଟାଇମ ପରିବର୍ତ୍ତନ

ଏକ ନୂଆ ସମୟରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ନର୍ସରୀ ପିଲାଙ୍କଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଟାଇମିଙ୍ଗରେ ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ଘୋଷଣା କରାଯାଇଛି । ବୃଦ୍ଧି ପାଉଥିବା ଶୀତ ଲହରିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଏବେ…

ପାକିସ୍ତାନର ରଣନୀତି

ପାକିସ୍ତାନରେ ଇରାନର ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । କୁଟନୈତିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ଆହୁରି ବିଗିଡିପାରେ । ପାକିସ୍ତାନ ନିଜ ରାଷ୍ଟ୍ରଦୂତଙ୍କୁ ଇରାନରୁ ଡକାଇଥିବା ବେଳେ ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ପଠାଇଦେଇଛି । ଏଥିସହ ସବୁ…

ଇଡି ନିକଟରେ ହାଜର ହେବେ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ?

ନୂଆଦିଲ୍ଲୀ: ଆଜି ଇଡିରେ ହାଜର ହେବେ ନା ପୁଣି ବାହାନା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି। ଚତୁର୍ଥ ଥର ଲାଗି…

ଆଜିର ରାଶିଫଳ

ମେଷ: ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ । ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୂରଣରେ ବାଧା ଆସିବ । ବନ୍ଧୁବାନ୍ଧବଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ। ବୃଷ: ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ…

ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍

ଆହୁରି ସହଜ ଜଗନ୍ନାଥ ଦର୍ଶନ ହେବ । ସୁଦୁର ସୁନ୍ଦରଗଡ଼ ହେଉ କି ସୀମାନ୍ତ ନୂଆପଡ଼ା, ଯାତ୍ରୀମାନେ ପୁରୀକୁ ଆରାମଦାୟକ ଯାତାୟତ କରିବାର ସୁବିଧା ପାଇବେ । ତାହା ପୁଣି ସୁଲଭ ମୂଲ୍ୟରେ । କାରଣ ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ…

କାନାଡ଼ା-ଭାରତ ଦ୍ବିପାକ୍ଷିକ ବିବାଦର ପରିଣତି

କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଯୋଗୁଁ କାନାଡାରେ ଅଧ୍ୟୟନ ଅନୁମତି ପାଇଁ କମ୍ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। କାନାଡାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଭାରତ ଅନୁମତି ପ୍ରକ୍ରିୟା କରିବାକୁ ଥିବା କାନାଡାର କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବା ପରେ ଭାରତରୁ…

ଟ୍ବିନ୍ ସିଟି ଘନ କୁହୁଡ଼ି ବଳୟରେ

ଟ୍ବିନ୍‌ସିଟିରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ । ରାଜରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ୫୦ ମିଟର ଦୂରକୁ ଦେଉନାହିଁ ଦୃଶ୍ୟମାନ । ଏତିକି ବେଳେ ଗାଡ଼ି ମୋଟର ଯାତାୟତରେ ଅସୁବିଧା ଦେଖାଦେଇଛି ।  ଅନ୍ୟପଟେ ଏଣିକି ରାତିର ତାପମାତ୍ରା ହ୍ରାସ ପାଇବ । ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି…

୩ୟ ଟି-୨୦ : ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଭାରତ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି୨୦ରେ ଭାରତ ଆଫଗାନସ୍ତାନକୁ ସୁପର ଓଭରରେ ପରାସ୍ତ କରିଛି ।  ଦୁଇଟି ସୁପର ଓଭର ଖେଳିବାକୁ ପଡ଼ିଥିଲା ଆଜିର ମ୍ୟାଚରେ । ରୋହିତ ଶର୍ମାଙ୍କ ବ୍ୟାଟିଂ ସାଙ୍ଗକୁ ବଡ଼ ବଡ଼ ନିଷ୍ପତ୍ତି ଭାରତକୁ ବିଜୟ ଦେଇଛି । …

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦ, ପାଠର ଧ୍ୱନୀ ଆଉ ସଂକିର୍ତନ ଭିତରେ ଏହି ଐତିହ କରିଡର ଉଦ୍ଘାଟନ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି…