ଦେଶରେ ଚାଲିଛି ଶୀତ ଲହରୀ: ଦିଲ୍ଲୀରେ ପ୍ରବଳ ଶୀତ

ଦେଶରେ ଏବେ ଶୀତ ଲହରୀ ଚାଲିଛି ।  ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ପାଇଁ ଦେଖା ଯାଉନି ରାସ୍ତା ଘାଟ । ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ ରହୁଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ । ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବିମାନ ବିଳମ୍ବରେ…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରା ପ୍ରତିଷ୍ଠା କରିବେ । ଏହାକୁ ନେଇ ଅଯୋଧ୍ୟାରେ ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ସହର ।  ଆଣ୍ଟି ଡ୍ରୋନ୍‌ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ…

ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ତାରବାଡ଼ ଲଗାଯିବ

ଗୁଆହାଟୀ: ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ଖୁବ୍‌ଶୀଘ୍ର ତାରବାଡ଼ ଲଗାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଭାରତ ତରଫରୁ ବାଂଲାଦେଶ ସହ ଲାଗିଥିବା ସୀମାରେ ତାରବାଡ଼ ଲଗାଯାଇଥିବା ବେଳେ ମ୍ୟାଁମାର ସୀମାରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର…

ଆଜିର ରାଶିଫଳ

ମେଷ: ରବିବାର ଓ ସୋମବାର ଅସୁସ୍ଥତା ଦେଖାଦେବ। ମାନସିକ ଅବସାଦ ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ କିଛିଟା ପରିବର୍ତ୍ତନ ଆସିବ। ବ୍ୟବସାୟରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ବାକ୍‌ ସଂଯମତା ରକ୍ଷା…

ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ ଇରାନ: ଚିନ୍ତାରେ ପାକିସ୍ତାନ

ଇରାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣାକୁ ନେଇ ଇରାନ ପୁଣି ଆକ୍ରମଣ କରିବାକୁ ଚିନ୍ତା କରୁଛି । ଏନେଇ ଜରୁରୀକାଳୀନ ବୈଠକ ଡାକିଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱଲ ଉଲ୍ ହକ । ଦେଶର ସୁରକ୍ଷା ସ୍ଥିତି ନେଇ ଜାତୀୟ ସୁରକ୍ଷା କମିଟି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଅନୱର ଉଲ୍…

ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ବିଜେଡ଼ି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ମିନିରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି । ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏପରି ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ…

ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା

ଭୁବନେଶ୍ବର: ବିମାନ ସଂଯୋଗୀକରଣରେ ଓଡ଼ିଶା ଦେଶରେ ଶ୍ରେଷ୍ଠ । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା । ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ସ୍ଥାନ ହାତେଇଛି । ଫଳରେ ଦ୍ରୁତଗତିରେ ଗମନାଗମନର ସୁବିଧା…

ଶସ୍ତା ରିଚାର୍ଜ ପ୍ଲାନ୍

ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କୁ ୯୦ ଦିନର ସୁଲଭ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ଏହି ପ୍ଲାନ୍ ପାଇଁ ଆପଣଙ୍କୁ ମାତ୍ରା ୮ ଟଙ୍କା ଖର୍ଚ୍ଚ କରି ଅସୀମିତ କଲିଂ ଏବଂ ୨ ଜିବି ଡାଟା ପାଇପାରିବେ।କେବଳ ଏତିକି ନୁହେଁ, ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତା ଅନ୍ୟାନ୍ୟ ସେବାଗୁଡିକର ଲାଭ ମଧ୍ୟ…

ଅନ୍ନପୂର୍ଣ୍ଣି’ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ନୟନତାରା

ଫିଲ୍ମ ଅନ୍ନପୂର୍ଣ୍ଣିକୁ ନେଇ ବିବାଦ ଏବଂ ଏହାକୁ ନେଟଫ୍ଲିକ୍ସରୁ ହଟାଇବା ପରେ ଫିଲ୍ମର ଅଭିନେତ୍ରୀ ନୟନତାରା ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଫିଲ୍ମକୁ ନେଇ ଲୋକଙ୍କ ଆପତ୍ତି ଉଠାଇଛନ୍ତି । ଫିଲ୍ମ ଅନ୍ନପୂର୍ଣ୍ଣି ଜରିଆରେ ଆମେ ଲୋକଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ…

ଶୀତଦିନେ ଖାଆନ୍ତୁ ନାହିଁ ଏହି ଜିନିଷ

ଆପଣଙ୍କଠାରେ ବ୍ଲଡ ପ୍ରେସର ସମସ୍ୟା ବଢ଼ିପାରେ । ହାଇ ବିପି କାରଣରୁ ବ୍ୟକ୍ତିକୁ ହାର୍ଟ ଆଟାକ୍ ଆସିପାରେ । ଏଥିପାଇଁ ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ ନକଲେ ଜୀବନ ମଧ୍ୟ ଯାଇପାରେ । ଏପରି ପରିସ୍ଥିତିରେ ଯଦି ଆପଣ ହାଇ ବିପିର ରୋଗୀ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛ, ତେବେ କିଛି…