ଜୋତା-ଚପଲ ପିନ୍ଧି ଖାଇଲେ କ’ଣ ରହିଛି କାରଣ?
ହିନ୍ଦୁ ଧର୍ମରେ ଭୋଜନକୁ ଭଗବାନଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଏ । ତେଣୁ ଖାଦ୍ୟ ଖାଇବା ଏକ ପବିତ୍ର କାର୍ଯ୍ୟ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଦେବା ଅନ୍ନପୂର୍ଣ୍ଣା ଭୋଜନ ପ୍ରଦାନ କରିଥାନ୍ତି । ଦେବ ଦେବ ମହାଦେବ ମଧ୍ୟ ଭୋଜନ ବିନା ଅସହାୟ ହୋଇଯାଆନ୍ତି । ତେଣୁ କାଶୀରେ ଭଗବାନ…