ବିନ୍ଦୁ ସାଗରରୁ ଅଜଣା ମହିଳାଙ୍କ ମୃତଦେହ

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁ ସାଗରରୁ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ଏଯାବତ୍ ମିଳି ପାରି ନଥିବା ବେଳେ ଶବ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି । ମୃତ ମହିଳାଙ୍କ ଶବ ଉଦ୍ଧାର ପରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏହା ପ୍ରକୃତରେ…

ଆଜି ସ୍କନ୍ଦ ଷଷ୍ଠୀ ବ୍ରତ

ଦକ୍ଷିଣ ଭାରତରେ ଅତି ମହତ୍ତ୍ୱପୂର୍ଣ୍ଣ ପର୍ବ ସ୍କନ୍ଦ ଷଷ୍ଠୀ ବ୍ରତ ପ୍ରତ୍ୟେକ ମାସର ଶୁକ୍ଳ ପକ୍ଷର ଷଷ୍ଠୀ ତିଥିରେ କରାଯାଏ । ଯାହା ହେଉଛି ଆଜି । ସ୍କନ୍ଦ ଷଷ୍ଠୀ ବ୍ରତ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କ ବଡ ପୁତ୍ର କାର୍ତ୍ତିକଙ୍କୁ ସମର୍ପଣ କରାଯାଏ । ଦକ୍ଷିଣ ଭାରତରେ କାର୍ତ୍ତିକେୟଙ୍କୁ…

୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା

ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଟାର୍ଗେଟ ପୂରଣ କରିବାକୁ ପରୱାନା…

ଖୋଲା ଅଫର୍‌ ଦେଲେ ସଲମାନ୍‌ ଖାନ୍‌

ସୋସିଆଲ ମିଡିଆରେ ଖୋଲା ଅଫର୍‌ ଦେଲେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌। ଆପଣ ଭାବୁଥିବେ କାହାକୁ। ସେ କୌଣସି ଯୁବତୀ ନୁହନ୍ତି ବରଂ ଜଣେ ନିର୍ଦ୍ଦେଶିକା। ଆମିର ଖାନ୍‌ଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ସେ କାମ କରିବାକୁ ଖୋଲାଖୋଲି ଭାବେ ଇଚ୍ଛା ପ୍ରକାଶ କରିଛନ୍ତି।ନିକଟରେ ସଲମାନ କିରଣଙ୍କ…

ଆଜିଠୁ ମାଟ୍ରିକଖାତା ଦେଖା ଆରମ୍ଭ 

ଚଳିତ ବର୍ଷ ୫ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେହିପରି ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଥିଲା। ତେବେ ମାର୍ଚ୍ଚ ୪ ତାରିଖରୁ ଏହି…

ମଣିପୁରରେ ଭୂମିକମ୍ପ ଅନୁଭୂତ

ଦେଶରେ ପୁଣି ଥରେ ଭୂମିକମ୍ପ ଅନୁଭୂତ । ଆଜି ସକାଳେ ମଣିପୁରରେ ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ସକାଳ ୬ଟା ୫୬ ମିନିଟରେ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପରେ କୌଣସି…

ଏସି ପରି ଥଣ୍ଡା ଦେବ ନର୍ମାଲ ଫ୍ୟାନ

ବର୍ତ୍ତମାନ ଗରମ ଦିନ ଆରମ୍ଭ ହେଲାଣି । ସକାଳୁ ହେବା ମାତ୍ରେ ଗରମ ଅନୁଭୁତ ହେଉଛି । ଫ୍ୟାନ କି ଏସି ତଳୁ ଯିବାକୁ ଇଚ୍ଛା ହେଉନାହିଁ । କିନ୍ତୁ ଏସି ସବୁ ସ୍ଥାନରେ ଉପଲବ୍ଧ ନଥାଏ । କିନ୍ତୁ ଫ୍ୟାନ ସବୁଆଡେ ଦେଖିବାକୁ ମିଳିବ । ଫ୍ୟାନ ଏସି ଭଳି ଥଣ୍ଡା ଦେଇପାରିବନି ସତ କିନ୍ତୁ ଏପରି କିଛି…

ଆଜିଠୁ କାଳବୈଶାଖୀ

ରାଜ୍ୟରେ ଗରମର ମାତ୍ରା ଧିରେ ଧିରେ ବଢ଼ିବାରେ ଲାଗିଛି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଚଳିତ ମାସରେ ୪୦ ଡିଗ୍ରୀ ଟପିଛି ଦିନ ତାପମାତ୍ରା। ମାତ୍ର ଏହାରି ମଧ୍ୟରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି ଆସନ୍ନ ବର୍ଷା।ଆସନ୍ତା ୨୪ ଘଣ୍ଟା ମଧ୍ଯରେ…

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣା

ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି।  ତାଙ୍କ ପିଏସଓ ବି ଆହତ ହୋଇଛନ୍ତି।ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ସମୟରେ…

ଶେୟାର ବଜାରରେ ଉତ୍ସାହ

ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ…