ଚାଇନାର ବଢିଲା ଟେନ୍‌ସନ୍‌

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଫିଲିପାଇନ୍ସର ରାଜ୍ୟ ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏହି ଦେଶଗୁଡିକ ମଧ୍ୟରେ ଏହା ହେଉଛି ପ୍ରଥମ ତ୍ରିପାକ୍ଷିକ ଆନୁଷ୍ଠାନିକ ବୈଠକ। ଏହି ତିନି ନେତାଙ୍କ ବୈଠକ ଚାଇନାର ବଢୁଥିବା ଚ୍ୟାଲେଞ୍ଜ ସହ ଜଡିତ ଅଛି। ଚାଇନା ସହିତ ଉଭୟ ଜାପାନ ଏବଂ…

ବିଶ୍ଵ ପାର୍କିନସନ୍ ଦିବସ

ଆଜି ହେଉଛି ବିଶ୍ଵ ପାର୍କିନସନ୍ ଦିବସ । ପାର୍କିନସନ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅପ୍ରେଲ ମାସ ୧୧ ତାରିଖକୁ ବିଶ୍ଵ ପାର୍କିନସନ୍ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ପାର୍କିନସନ୍…

୧୩ରୁ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହ ବଢ଼ିବ

ରାଜ୍ୟରେ ପାଗରେ ପରବର୍ତ୍ତନ ହେବା ସହିତ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏହାଫଳରେ ରାଜ୍ୟରେ ପୁଣି ଥରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିବ । ୧୩ରୁ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହ ବଢ଼ିବ…

ଆଜିର ରାଶିଫଳ

ମେଷ: ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସାଙ୍ଗସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ବୃଷ: ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ ସୁନାମ…

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି , ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ

୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ବାଲିଗୁଡା ବିଧାନସଭା ଆସନରୁ…

ଜେଲ୍‌ରେ କେଜ୍ରିୱାଲ୍‌; ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ

ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍‌) ଦୁର୍ନୀତିରେ ଜଡିତ ଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।ଦିଲ୍ଲୀର ମଦ ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପୂର୍ବତନ ଡେପୁଟି ମନୀଷ…

ବିଜେପିର ସାଂଘାତିକ ଅଭିଯୋଗ – ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି ବିଜେଡି

ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରାଯାଇଛି। ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ପାଇଁ ବସିଛି ବୈଠକ। ଶାସକ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ…

ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ,ବିଭିନ୍ନ ଦେବପୀଠରେ ପୂଜାର୍ଚ୍ଚନା

ଆଠମଲ୍ଲିକର ଅଧ‌ିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ‌ସେ ପ୍ରଚାର କରିବାସହ ଲୋକଙ୍କ…

ଚନ୍ଦନେଶ୍ବର ଚଡ଼କ ମେଳାର ତୃତୀୟ ଅର୍ଘ୍ୟ: ସଂପନ୍ନ ହେଲା ଶିବ-କାମିନାଙ୍କ ବିବାହ

ବିଶ୍ବପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାର ଆଜି ଏକାଦଶତମ ଦିନରେ ମହାଦେବଙ୍କୁ ତୃତୀୟ ଅର୍ଘ୍ୟ ଅର୍ପଣ କରିଛନ୍ତି ଲକ୍ଷାଧିକ ଭକ୍ତ। ଏହାସହିତ ମହାଆଡ଼ମ୍ବରରେ ସଂପନ୍ନ ହୋଇଛି ମହାଦେବ ଓ କାମିନାଙ୍କ ବିବାହ ଉତ୍ସବ। ବୁଧବାର ସକାଳେ ନିର୍ଦ୍ଧାରିତ ନୀତିକାନ୍ତି ପରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ,…

ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ,ଥାନାରେ ପହଞ୍ଚିଛି ମାମଲା

ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା…