CBSE ବୋର୍ଡର ଅନ-ସ୍କ୍ରିନ ମାର୍କିଂ ପୋର୍ଟାଲ ବିବାଦ , ଅଧ୍ୟକ୍ଷ ଓ ସଚିବଙ୍କୁ ବଦଳି ଲେ ମୋଦୀ ସରକାର

Central Board of Secondary Education (CBSE).

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ସୃଷ୍ଟି ହୋଇଥିବା ବଡ଼ ବିବାଦ ପରେ କେନ୍ଦ୍ର ମୋଦି ସରକାର ଏକ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୋର୍ଡର ଅନ-ସ୍କ୍ରିନ ମାର୍କିଂ (OSM) ପୋର୍ଟାଲ ବିବାଦକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହେବା ପରେ ସରକାର ସିବିଏସଇ ଅଧ୍ୟକ୍ଷ (Chairman) ରାହୁଲ ସିଂ ଏବଂ ସଚିବ (Secretary) ହିମାଂଶୁ ଗୁପ୍ତାଙ୍କୁ ତୁରନ୍ତ ବଦଳି କରିଦେଇଛନ୍ତି। ଏହା ସହିତ ପରୀକ୍ଷା ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ମଧ୍ୟ ଗଠନ କରାଯାଇଛି।

Leave a comment