କୋରାପୁଟ ମାଟିର ପୁଅ କର୍ଣ୍ଣେଲ ସଞ୍ଜୟ ମହାନ୍ତି ଭାରତୀୟ ସେନାରେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ହାଇଦ୍ରାବାଦ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଏବଂ ସମସ୍ତ ପ୍ରତିରକ୍ଷା ଉପକରଣ ଏବଂ ଷ୍ଟୋର୍ଗୁଡ଼ିକର ଗୁଣବତ୍ତା ନିଶ୍ଚିତତା ପାଇଁ ଦାୟିତ୍ୱ ନ୍ୟସ୍ତ ଅଛନ୍ତି। ସେ କୋରାପୁଟ ଜିଲା ଡୁମୁରିପୁଟର ପଦ୍ମପୁର ଗ୍ରାମର ଅଟନ୍ତି। ସଞ୍ଜୟ ପଦୋନ୍ନତି ପାଇ ବର୍ତ୍ତମାନ ବ୍ରିଗେଡିୟର ପଦରେ ଅବସ୍ଥାପିତ ହୋଇଛନ୍ତି। ଏହି ପଦରେ ଅବସ୍ଥାପିତ ହୋଇ କୋରାପୁଟ ଜିଲା ତଥା ଓଡ଼ିଶାର ନାଁ ରଖିଛନ୍ତି। ତାଙ୍କ ପିତା ମଧ୍ୟ ପଦ୍ମପୁର ନିବାସୀ ନାରାୟଣ ମହାନ୍ତି ତଥା ଓଡ଼ିଶାର ପ୍ରଥମ ଲେଫ୍ଟେନାନ୍ଟ ଜେନେରାଲ ଭାବରେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଥିଲେ। ଏବେ ବ୍ରିଗେଡିୟର ସଞ୍ଜୟ ବ୍ରିଗେଡିୟର ପଦରେ ଅବସ୍ଥାପିତ ହୋଇ ନିଜ ଗାଁ ଡୁମୁରିପୁଟ ଅଞ୍ଚଳ ତଥା କୋରାପୁଟ ଜିଲାକୁ ସୁନାମ ଆଣିଛନ୍ତି।
Trending
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
Prev Post