Browsing Category

World

All world wide news update will uploaded

ନଦୀରେ ବୁଡ଼ି ୧୦୩ ଜଣଙ୍କ ମୃତ୍ୟୁ

ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା । ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଉତ୍ତର ନାଇଜେରିଆରେ ଗୋଟାଏ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ପିଲାଙ୍କ ସମତେ ଅନ୍ୟୂନ ୧୦୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।ବାହାଘର କାର୍ଯ୍ୟକ୍ରମ ସାରି…

ଫେସ୍‌ବୁକ୍ ବ୍ଲୁ ଟିକ୍ ପାଇଁ ମାସକୁ ୬୯୯ ଟଙ୍କା

 ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ବ୍ଲୁ ଟିକ୍ ପାଇଁ ଆଇଓଏସ୍‌ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମାସିକ ୬୯୯ ଟଙ୍କା ଗଣିବାକୁ ପଡ଼ିବ। ‌ୱେବ୍ ବ୍ୟବହାରକାରୀଙ୍କୁ ୧୦୦ ଟଙ୍କା କମ୍ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁ ଆକାଉଣ୍ଟ୍‌ର ଭେରିଫିକେସନ ହୋଇଯାଇଛି ତାହାର ବ୍ଲୁ ଟିକ୍‌କୁ କଂପାନି ହଟାଇବ ନାହିଁ।…

ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର: ଆଜି ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ। ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ପଡ଼ୁଛି ।  ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ପ୍ରାୟତଃ କମିଯାଇଥିଲେ ବି ଗୁଟ୍‌ଖା ଖିଆ ଖୋଲାଖୋଲି ଚାଲିଛି। ସ୍କୁଲ୍‌, କଲେଜ ଭଳି ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା ବିକ୍ରି ନିଷିଦ୍ଧ…

ବ୍ୟାନ ହୋଇପାରେ ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ହିଂସାପାଇଁ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଇମ୍ରାନଙ୍କ ଦଳ ରାସ୍ତାରେ ହିଂସା ସୃଷ୍ଟି କରୁଥିବାରୁ ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ…

ମୋଦୀ ହେଉଛନ୍ତି ବସ୍‌:

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ପରିଚାଳନା କରାଯାଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଢ଼େର ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ  ମୋଦୀଙ୍କ ଭଳି ଭବ୍ୟ ସ୍ବାଗତ ଦେଖି ସେ…

ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ହିରୋସିମା: ଜାପାନର ହିରୋସିମାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ମୋଦି ବିଶ୍ବନେତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।  ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ ।  ଏହି…

ଜାପାନ‌ରେ ଜି-୭ ସମ୍ମିଳନୀରେ ଯୋଗଦେଲେ ମୋଦି

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ହିରୋସିମାରେ  ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାପାନରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । https://twitter.com/narendramodi/status/1659520339720933376?s=20…

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୧ ପର୍ଯ୍ୟନ୍ତ ଜାପାନରେ ରହିବେ ମୋଦି । ଜାପାନରେ ହେବାକୁ ଥିବା ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ  ଶାନ୍ତି , ସ୍ଥିରତା…

ବାତ୍ୟା ‘ମୋକା’: ୮୧ ଲୋକଙ୍କ ମୃତ୍ୟୁ

ବାତ୍ୟା ‘ମୋକା’ ପ୍ରଭାବରେ ବାଲାଂଦେଶ ଏବଂ ମିଆଁମାରରେ ବ୍ୟାପକ କ୍ଷତି ହୋଇଛି ।  ବାତ୍ୟାରେ ୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣଙ୍କର ପତ୍ତା ମିଳୁନାହିଁ ।ଅନେକ ଘର ମାଟିରେ ମିଶିଯାଇଥିବାରୁ  ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଅନେକ…

ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ

ସଲାମାବାଦ: ପାକିସ୍ତାନରେ ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ ।  ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ  । ଏହା ଚାହୁଁଛନ୍ତି ଶାସକ ଦଳର ନେତା ।  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜାମିନ ପରଠୁ ଶାସକ ଦଳ କୋର୍ଟ ଉପରେ ବର୍ଷୁଛନ୍ତି ।  ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ…