Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
World
All world wide news update will uploaded
ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ କଲମ୍ବୋକୁ ଉଡ଼ିବ ବିମାନ
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ଉଡ଼ିବ। ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ଭି ରବୀନ୍ଦ୍ରନ୍ ସୂଚନା…
ବଡ଼ ଧରଣର ସୌରଝଡ଼ ସୃଷ୍ଟି
ନୂଆଦିଲ୍ଲୀ: ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼ । ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ ପଡ଼ିବ । ଚଳିତ ସପ୍ତାହର ପ୍ରଥମ ଭାଗରେ କରୋନାଲ ମାସ ଇଜେକସନ ବା ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ଼ ନେଇ ସତର୍କ କରାଇଛି…
ମିଳିତ ସମରାଭ୍ୟାସ ବେଳେ ଅଷ୍ଟ୍ରେଲିଆ ସେନାର ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ
ସିଡ୍ନି: ମିଳିତ ସମରାଭ୍ୟାସ ବେଳେ ଅଷ୍ଟ୍ରେଲିଆ ସେନାର ଗୋଟାଏ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇ କୁଇନ୍ସ୍ଲାଣ୍ଡ୍ ଅନ୍ତର୍ଗତ ହାମିଲ୍ଟନ୍ ଦ୍ବୀପ ଅଞ୍ଚଳର ସମୁଦ୍ର ଜଳରାଶିରେ ପଡ଼ିଯିବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।ଶୁକ୍ରବାର…
ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କଲେ ଆମେରିକା ଗସ୍ତରେ ଥିବା ପ୍ରତିନିଧି ଦଳ
ଆମେରିକା ଗସ୍ତରେ IT ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ ଓ 5T ସଚିବ ଭିକେ ପାଣ୍ଡିଆନ । ଆଇଟି ମନ୍ତ୍ରୀ, 5T ସଚିବ, ଉନ୍ନୟନ କମିଶନର, ଆଇଟି ସଚିବ ଓ ବରିଷ୍ଠ ଅଧିକାରୀମାନେ ଇଲୋକ୍ଟ୍ରୋନିକ୍ସ ଶିଳ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ।…
ନେଲସନ୍ ମାଣ୍ଡେଲା ଦିବସ
ଆଜି ଆନ୍ତର୍ଜାତିକ ନେଲସନ୍ ମାଣ୍ଡେଲା ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ଦକ୍ଷିଣ ଆଫ୍ରିକାର ନେଲସନ୍ ମାଣ୍ଡେଲା ଅଦ୍ବିତୀୟ ନେତା ୧୯୧୬ ଜୁଲାଇ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେଠାରେ ଦୀର୍ଘ କାଳରୁ ତିଷ୍ଠି ରହିଥିବା ବର୍ଣ୍ଣଭିତ୍ତିକ ଭେଦଭାବକୁ ପରାସ୍ତ କରିବା ପାଇଁ…
ଫ୍ରାନ୍ସ ନେସନାଲ ଆସେମ୍ବ୍ଲି ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ନେସନାଲ ଆସେମ୍ବ୍ଲିର ସଭାପତି ତଥା ଆସେମ୍ବଲିର ବରିଷ୍ଠ ନେତା ଶ୍ରୀମତୀ ୟାଲ ବ୍ରାଉନ୍-ପିଭେଟ୍ଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ପ୍ୟାରିସର ହୋଟେଲ ଲାସେରେ ମଧ୍ୟାହ୍ନ ଭୋଜନ ଅବସରରେ ସାକ୍ଷାତ କରିଥିଲେ । ଉଭୟ ନେତା ଗଣତନ୍ତ୍ର, ସ୍ୱାଧୀନତା,…
ପ୍ରଧାନମନ୍ତ୍ରୀ ମୋଦୀ ବାଷ୍ଟିଲ ଦିବସ ପରେଡରେ ସମ୍ମାନିତ ଅତିଥି
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଷ୍ଟିଲ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଗସ୍ତ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସମାରୋହର ମଧ୍ୟ ପ୍ରତୀକ ରହିଛି । ଏବେ ପରେଡ ଚାଲିଛି ।…
ଫ୍ରାନ୍ସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ
ପ୍ୟାରିସ୍: ଫ୍ରାନ୍ସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ବିମାନବନ୍ଦରରେ ପହଞ୍ଚିବାପରେ ସେଠାରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ୍ସ ସ୍ବାଗତ କରିଥିଲେ। ଭାରତୀୟ ବଂଶୋଦ୍ଭବ ନାଗରିକମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ…
ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ମୁତାବକ ସନ୍ଧ୍ୟା ସାଢେ ୭ଟାରେ ମୋଦୀ ସିନେଟରେ ପହଞ୍ଚିବେ ।…
ଫ୍ରାନ୍ସ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଫ୍ରାନସ ଗସ୍ତରେ ଯାଇଛନ୍ତି । ୧୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୩ ରୁ ୧୪ ଜୁଲାଇ ୨୦୨୩…