Trending
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
Browsing Category
World
All world wide news update will uploaded
ଡେମୋକ୍ରାଟିକ୍ ପ୍ରାଇମେରି’ରେ ହେଲେ ବିଜୟୀ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍ ପ୍ରାଇମେରି’ ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ନଭେମ୍ବରରେ ହେବାକୁ ଥିବା ‘ରିପବ୍ଲିକାନ୍’ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବେ ବୋଲି ବାଇଡେନ୍ କହିଛନ୍ତି ।ଆମେରିକା…
ଇରାନ ପୋଷ୍ଟ ଉପରେ ଏୟାର ଷ୍ଟ୍ରାଇକ୍
ଇରାକ ଏବଂ ସିରିଆରେ ଇରାନ ପୋଷ୍ଟ ଉପରେ ଆମେରିକା ଅନେକଗୁଡ଼ିଏ ଏୟାର ଷ୍ଟ୍ରାଇକ୍ କରିଛି। ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ତେବେ ଆମେରିକା ଏବଂ ଇରାନ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।ଗତ ସପ୍ତାହରେ ଜୋର୍ଡାନରେ…
ଜ୍ୱାଳାମୁଖୀ ସକ୍ରିୟ ହେବାକୁ ଯାଉଛି
ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ ଯାଉଛି । ଏହାର ନାମ କ୍ୟାମ୍ପି ଫ୍ଲେଗେରି ବା ଫ୍ଲେଗ୍ରିନ୍ ଫିଲ୍ଡସ୍ । ଏହି…
ପ୍ରଭାବିତ ହେବ ବିଶ୍ବ ଅର୍ଥନୀତି
ଚାଇନା ଏବଂ ବିଶ୍ୱର ସବୁଠାରୁ ବଡ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ବିକ୍ରି ହେବାକୁ ଯାଉଛି । ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ କଂପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ୨୪ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି। ଚାଇନା ର ଷ୍ଟକ ବଜାର କ୍ରମାଗତ ଭାବେ…
ପାକିସ୍ତାନୀଙ୍କ ରେସ୍କ୍ୟୁ ଅପରେସନ୍ ସଫଳ
ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ସାମୁଦ୍ରିକ ଲୁଟେରାଙ୍କ ଠାରୁ ରକ୍ଷା କରିଥିବାର ସୂଚନା ମିଳିଛି । ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଇରାନୀୟ ଜାହାଜରୁ ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଭାରତୀୟ ନୌସେନା ପକ୍ଷରୁ ଜାନୁଆରୀ ୨୮ ଓ…
ଆମେରିକୀୟ ସେନାକୁ ସିରଆ ସୀମାରେ ଆତଙ୍କବାଦୀଙ୍କ ଟାର୍ଗେଟ୍: ୩ ସେନା ମୃତ
ଜୋର୍ଡାନ: ସିରିଆ ସୀମା ଜୋର୍ଡାନ ଅଂଚଳରେ ଥିବା ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣରେ ୩ଜଣ ସେନାଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଏହି…
ଆମେରିକୀୟ ସେନାକୁ ଟାର୍ଗେଟ
ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପ ଉପରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିଲା । ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକୀୟ ସୈନିକଙ୍କୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣରେ ୩ ଜଣ ଆମରିକୀୟ ସୈନିକଙ୍କ ମୃତ୍ୟୁକୁ ନେଇ…
ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୮୩.୩ ମିଲିୟନ ଡଲାର ଜୋରିମାନା
ନ୍ୟୁୟର୍କ: ଏକ ଜୁରି କୋର୍ଟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖକ ଇ ଜିନ କାରୋଲଙ୍କୁ ବଦନାମ କରିଥିବାରୁ ୮୩.୩ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଥିବାବେଳେ ୨୦୧୯ରେ ଏଲ ପତ୍ରିକାର ପୂର୍ବତନ ସ୍ତମ୍ଭକାରଙ୍କୁ ବଦନାମ କରିଥିଲେ।…
ଯୌନ ନିର୍ଯାତନା ମାମଲାରେ ଡୋନାଲ୍ଡ ଟ୍ରମ୍ପ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହାନି ମାମଲାରେ ୮.୩୩ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ ଅଦାଲତ। ସେ ରାଷ୍ଟ୍ରପତି ଥିବା ବେଳେ ଲେଖକ ଏପି ଜିନ୍ କ୍ୟାରୋଲଙ୍କୁ ବଦନାମ କରିଥିବା ଅଭିଯୋଗ ହୋଇଥିଲା। କାରୋଲଙ୍କ ଖ୍ୟାତିକୁ ଆଘାତ…
ମୋଦୀଙ୍କୁ ପ୍ରଶଂସା କଲେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ
ଆଜି ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଅର୍ଥିକ ସଂକଟ ଦେଇ ଗତି କରୁଛି ୟୁକ୍ରେନ୍ । ତେବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମେଡ଼ିକାଲ…