Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
World
All world wide news update will uploaded
ଇସ୍ରାଏଲ ଏବଂ ହମାସର ଶେଷ ସୁଯୋଗ
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ଇସ୍ରାଏଲ ଗ୍ରହଣ କରିଛି। ସେ ମଧ୍ୟ ହମାସକୁ ଆହ୍ବାନ ଦେଇଛନ୍ତି। ତେବେ…
ବଢିଲା ତିକ୍ତତା
ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାର ଖବର ରହିଛି। ବେଜିଂ ଏହା…
ଲେବାନନ୍ ଉପରେ ଇସ୍ରାଏଲ୍ର ମରଣାନ୍ତକ ଆକ୍ରମଣ
ଲେବାନନ୍ର ଦକ୍ଷିଣ ଭାଗରେ ଇସ୍ରାଏଲ୍ ସେନା ଆକ୍ରମଣ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୨ ଶିଶୁ ରହିଛନ୍ତି। ଏହି ଏୟାରଷ୍ଟ୍ରାଇକ୍ରେ ଅନ୍ୟ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଗୁରୁତର ଥିବା ଜଣାପଡ଼ିଛି। ଲେବାନନ୍ର…
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ
ଇରାନ୍ ଇଜ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଗାଜାରେ ଯୁଦ୍ଧ ସ୍ଥିତିରେ ସୁଧାର ଆଣିବା ସହ ଜାରି ରହିଥିବା ସଂଘର୍ଷକୁ ଶାନ୍ତିପୂର୍ଣ୍ଣ…
ଥରିଲା ତାଇୱାନ ସହର
ଭୂମିକମ୍ପରେ ଥରିଲା ତାଇୱାନ । ଭୂମିକମ୍ପର ପ୍ରଭାବରେ ଘରର ଆସବାବ ପତ୍ର ଦୋହଲିବା ସହ ଫ୍ୟାନ ଟିଭି ସବୁଥିରେ କମ୍ପନ ସୃଷ୍ଟି ହୋଇଛି । ଏମିତିକି ହୋଟେଲ ଓ ଅଫିସରେ ଥିବା ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ସହ ଭୟରେ ନିଜର ଚେୟାର ଛାଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତାଇୱାନର ପୂର୍ବ…
ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଚାଲିଛି
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଗତ୧୦ ମାସ ଧରି ଚାଲିଛି। ଉଭୟ ପକ୍ଷ ବିପଜ୍ଜନକ ଅସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଗାଜାର କବରସ୍ତାନରେ ମୃତଦେହକୁ…
ଯୁଦ୍ଧ ବିରାମ ବାର୍ତ୍ତାରେ ଯୋଗ ଦେବ ନାହିଁ ହମାସ
ହମାସର ଜଣେ ଅଧିକାରୀ କହିଛନ୍ତି ଯେ କତାରରେ ହେବାକୁ ଥିବା ଅସ୍ତ୍ରବିରତି ଆଲୋଚନାରେ ଏହି ସଂଗଠନ ଅଂଶଗ୍ରହଣ କରିବ ନାହିଁ।
ହମାସର ରାଜନୈତିକ ବ୍ୟୁରୋର ସଦସ୍ୟ ସୁହେଲ ହିନ୍ଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କତାର ରାଜଧାନୀରେ ଗୁରୁବାର ପୁନଃ ଆରମ୍ଭ ହେବାକୁ ଥିବା ଆଗାମୀ ଆଲୋଚନାରେ…
ଦୁଇ ରାଫେଲ ବିମାନ ମୁହାଁମୁହିଁ
ଦିନ ସାଢ଼େ ୧୨ଟାରେ ଉତ୍ତର ପୂର୍ବ ଫ୍ରାନ୍ସର ଆକାଶରେ ରାଫେଲ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ଉଭୟ ବିମାନ ତଳେ ପଡ଼ିଯାଇଥିଲା। ବିମାନଟି ଜର୍ମାନୀରେ ଇନ୍ଧନ ଭର୍ତ୍ତି କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଗୋଟିଏ ବିମାନରେ ୨ ଜଣ ପାଇଲଟ୍ ଥିବା ବେଳେ…
ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ମାସରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ କିଶିଦା କହିଛନ୍ତି, ସେ ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ନେତା ପଦ ପାଇଁ ଆଉ ନିର୍ବାଚନ ଲଢ଼ିବେ ନାହିଁ। କାରଣ ଜନସାଧାରଣଙ୍କ…
ହମାସ ଟାର୍ଗେଟରେ ଇସ୍ରାଏଲ
ହମାସ ନିଜର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଉପରେ ଏମ-୯୦ ରକେଟରେ ଆକ୍ରମଣ କରିଛି। ପାଲେଷ୍ଟାଇନ ଗ୍ରୁପ ଇସ୍ରାଏଲର ରାଜଦାନୀ ତେଲ ଅବୀବ ସମେତ ଅନେକ ସହରକୁ ଟାର୍ଗେଟ କରାଯାଇଛି। ସଶସ୍ତ୍ର ବାହିନୀ ଅଲ-କସ୍ସାମ ବ୍ରିଗେଡ ଆକ୍ରମଣର ସୂଚନା ଦେଇ କହିଛନ୍ତି ଯେ, ସେ ଦୁଇଟି ଏମ୯୦ ରକେଟରେ ତେଲ ଅବୀବ…