Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Browsing Category
World
All world wide news update will uploaded
ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି
ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି। ବେରିଲ୍ ବୁଧବାର ଜାମାଇକାରେ ଲ୍ୟାଣ୍ଡଫଲ୍ କରିବ। ତେଣୁ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଭାରତୀୟ ଦଳ ସୁରକ୍ଷା ଦୃଷ୍ଟିରୁ ବାରବାଡୋସରେ ଅଟକି ରହିଛନ୍ତି। ବେରିଲ୍ କେବଳ କାରିବିଆନ୍ ଦେଶରେ ନୁହେଁ, ଆମେରିକା, ଭେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ…
ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା
ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆମେରିକାର ବିବୃତ୍ତି ପୁଣି ଥରେ ସାମ୍ନାକୁ ଆସିଛି। ଆତଙ୍କବାଦକୁ ନେଇ ଆମେରିକା ମଧ୍ୟ ଏକ ବଡ଼ କଥା…
ଚାଇନାର ‘ତିଆନ୍ଲଙ୍ଗ୍-୩’ ରକେଟ ଦୁର୍ଘଟଣା
ଚାଇନାର ସ୍ପେସ୍ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍ଲଙ୍ଗ୍-୩’ ରକେଟକୁ ସୋମବାର ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍ ଉତ୍କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ରକେଟଟି ଲଞ୍ଚ୍ପ୍ୟାଡ୍ରୁ ଅଲଗା ହେବା ସହ ଆକାଶରେ ଦ୍ରୁତବେଗରେ ଗତିକରି ମଧ୍ୟ ଚାଇନାର ହେନାନ୍ ପ୍ରଦେଶର…
ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ ମେଲାନିଆଙ୍କ ଏକ ଡ଼ିଲ , ଜାଣନ୍ତୁ କଣ ଏହି ଡ଼ିଲ
ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ଆଉ ଥରେ ଆମେରିକାର ରାଷ୍ଟ୍ରପତି ହେଲେ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍ଙ୍କୁ ପୂର୍ଣ୍ଣକାଳୀନ ଫାଷ୍ଟ ଲେଡି ଭାବେ ଦେଖିବାକୁ ମିଳି ନ ପାରେ। ମେଲାନିଆ ଏହି ଦାୟିତ୍ୱ ତୁଲାଇବେ ନାହିଁ, ବରଂ ନିଜ ୧୮…
୧୮ ବର୍ଷ ପରେ ସୀମା ବିବାଦ ଉପରେ ଆଲୋଚନା ପାଇଁ ବୈଠକ ଆରମ୍ଭ କରିଛନ୍ତି ନେପାଳ ଏବଂ ଚୀନ୍
ନେପାଳ ଏବଂ ଚୀନ୍ର ଅଧିକାରୀମାନେ ୧୮ ବର୍ଷ ପରେ ସୀମା ବିବାଦ ଉପରେ ଆଲୋଚନା ପାଇଁ ବୈଠକ ଆରମ୍ଭ କରିଛନ୍ତି। ନେପାଳ ଏବଂ ଚୀନ୍ର ଅଧିକାରୀମାନେ ୧୮ ବର୍ଷ ପରେ ଜୁନ୍ ୧୯ ଏବଂ ୨୦ ରେ ବେଜିଂରେ ଭେଟିଥିଲେ।
ତେବେ କାଠମାଣ୍ଡୁରେ ପରବର୍ତ୍ତୀ ବୈଠକ କରାଯିବ। ତେବେ ବେଜିଂ ବୈଠକରେ କୌଣସି…
ଇରାନରେ ପୁଣି ହେବ ରାଷ୍ଟ୍ରପତି ନିର୍ବାଚନ
ପୁନର୍ବାର ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଲୋକମାନେ ଜୁଲାଇ ୫ରେ ପୁଣି ଭୋଟ୍ ଦେବେ।ଶୁକ୍ରବାର ଇରାନରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇନାହାନ୍ତି। ଏହି କାରଣରୁ, ଜୁଲାଇ ୫ରେ ପୁଣି ଥରେ ପ୍ରାର୍ଥୀ ପାଇବାକୁ…
ଫସିଛନ୍ତି ସୁନୀତା
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍ ଓ୍ବିଲମୋର୍ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରେ ଫସିଯାଇଛନ୍ତି। ଜୁନ୍ ୫ରେ ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେଶନରୁ ‘ସୁନୀତା’…
ବାଇଡେନ୍ଙ୍କୁ ଘେରିଲେ ଟ୍ରମ୍ପ୍
ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଜୋ ବାଇଡେନ ଓ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତୁତ। ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍ ଓ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ମଧ୍ୟରେ ଗୁରୁବାର ପ୍ରଥମ…
ଥରିଲା ପେରୁ , ଭୂକମ୍ପର ତୀବ୍ରତା ୭.୨ ରେକର୍ଡ
ଦକ୍ଷିଣ ପେରୁରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୮ କିଲୋମିଟର ଗଭୀର ସହ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଅନେକ ସମୟ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ସ୍ଥାନରେ ଝଟକା ସମୟରେ ସିସିଟିଭି…
କ୍ଷେପଣାସ୍ତ୍ରର ସଫଳ କଲା ଉତ୍ତର କୋରିଆ
ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି।କିମ୍ ଜୋଙ୍ଗ ଉନ୍ଙ୍କ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ସେ କହିଛନ୍ତି, ଉତ୍ତର କୋରିଆ ସଫଳତାର ସହ ଏକାଧିକ ଓ୍ବାରହେଡ୍…