Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
World
All world wide news update will uploaded
ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ
ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ସହିତ ୱାଶିଂଟନ ପାରସ୍ପରିକ ସଂଯମତାର ଭାବନା ହରାଉଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରସଙ୍ଗରେ ଆମେରିକା ‘ରେଡ ଲାଇନ’ ଅତିକ୍ରମ…
ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା
ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କୁ ନେଇଯାଇଥିବା ବୋଇଙ୍ଗର ଷ୍ଟାରଲାଇନର୍ ମହାକାଶଯାନ ପୃଥିବୀକୁ ଫେରୁଛି। ତିନିମାସ ଧରି ମହାକାଶରେ ଅଟକି ରହିଥିବା ଷ୍ଟାରଲାଇନର୍ ସ୍ପେସ୍ ଷ୍ଟେସନ ଛାଡି ପୃଥିବୀ ଫେରିଛି। ମହାକାଶଯାନରେ ଏକ ସମସ୍ୟା ଯୋଗୁ ଏହା ଉଭୟ ମହାକାଶଚାରୀଙ୍କ ବିନା…
ଶାନ୍ତି ବାର୍ତ୍ତାରେ ଚୀନ୍
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତାକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ୟୁକ୍ରେନ୍ ସହ ରୁଷର ସମ୍ଭାବିତ ଶାନ୍ତି ବାର୍ତ୍ତାରେ ଚୀନ୍, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥିର ଭୂମିକା ତୁଲାଇପାରନ୍ତି । ପୁଟିନଙ୍କ କହିବାନୁଯାୟୀ ଯୁଦ୍ଧର ପ୍ରଥମ ସପ୍ତାହରେ…
ତାଲିବାନ କବଜାରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମା
ଗତକାଲି ତାଲିବାନ କବଜାରେ ଥିବା ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଗତ ରାତିରେ ଗୁଳି ବିନିମୟ ଘଟିଛି। ସଂଧ୍ୟା ୭ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଗୁଳି ବିନିମୟ ଘଟିଛି। ଏହି ଗୁଳିକାଣ୍ଡ ଖୋସ୍ତ ସୀମାର ଜାଜୀ ଫିଲ୍ଡ ଜେଲରେ କାଳ୍ପନିକ ଡୁରାଣ୍ଡ ଲାଇନରେ ଘଟିଛି। ଏହା ବ୍ୟତୀତ ଦୁଇ ଗୋଷ୍ଠୀଙ୍କ…
ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ୫୧ ମୃତ
ଆଜି ୟୁକ୍ରେନର ପୋଲଟଭା ପ୍ରଦେଶର ରାଜଧାନୀ ପୋଲଟଭା ସହରରେ ରୁଷ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୟୁକ୍ରେନର ସାମରିକ ଶିକ୍ଷା କେନ୍ଦ୍ର ଏବଂ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ…
ପ୍ରଥମ ଥର ପାଇଁ ଐତିହାସିକ ବ୍ରୁନେଇ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଐତିହାସିକ ବ୍ରୁନେଇ ଯାତ୍ରା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୪୦ ବର୍ଷର କୂଟନୈତିକ ସଂପର୍କ ଥିବା ସତ୍ତ୍ବେ ମୋଦୀ ବ୍ରୁନେଇକୁ ମୋଦୀଙ୍କର ଏହା ପ୍ରଥମ ଐତିହାସିକ ଯାତ୍ରା।
ବ୍ରୁନେଇ ଗସ୍ତ ପରେ…
ମଙ୍ଗୋଲିଆ ଉପରେ ବିଶ୍ୱର ନଜର
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ…
MOU ରଦ୍ଦ କରିବ ବଂଲାଦେଶ
ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ…
ପ୍ରତିଶୋଧ ନେଲା ରୁଷିଆ
ରୁଷିଆ ସେନା ଗୋଟିଏ ରାତିରେ ୧୫୮ଟି ୟୁକ୍ରେନୀୟ ଡ୍ରୋନ୍କୁ ଖସାଇ ଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ପୂର୍ବରୁ ୟୁକ୍ରେନ୍ ସେନା କୁର୍ସ୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଚଳାଇଥିବାବେଳେ ଏହାର ୪୬ଟି ଡ୍ରୋନ୍କୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ଖସାଇଦେଇଛି।…
ଜଳୁଛି ଇରାନ!
ଇରାନର ଏକ ଗାଁ ଜଳୁଛି! ଏଠାରେ ଥିବା ପାଣିପାଗ କେନ୍ଦ୍ର ଅଗଷ୍ଟ ୨୮ରେ ଏଠାକାର ତାପମାତ୍ରା ୮୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯଦି ଏହା ସତ ତେବେ ଏହା ପୃଥିବୀର ସର୍ବାଧିକ ରେକର୍ଡ ହୋଇଥିବା ଉତ୍ତାପ ସୂଚକାଙ୍କରେ ପରିଣତ ହେବ। ଆମେରିକୀୟ ପାଣିପାଗ ବିଜ୍ଞାନୀ କଲିନ ମ୍ୟାକକାରି ଏହି…