Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
World
All world wide news update will uploaded
ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଭଳି ଦେଶ ଭୂମିକା ଗ୍ରହଣ କରିପାରିବେ – ମେଲୋନି
ନିକଟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ସେ ୟୁକ୍ରେନ ସହିତ ଯୁଦ୍ଧର ସମାଧାନ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ଭାରତ, ଚୀନ୍ କିମ୍ବା ବ୍ରାଜିଲ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିପାରିବେ। ବର୍ତ୍ତମାନ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ୟୁକ୍ରେନ ବିବାଦର…
ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ
ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ସହିତ ୱାଶିଂଟନ ପାରସ୍ପରିକ ସଂଯମତାର ଭାବନା ହରାଉଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରସଙ୍ଗରେ ଆମେରିକା ‘ରେଡ ଲାଇନ’ ଅତିକ୍ରମ…
ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା
ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କୁ ନେଇଯାଇଥିବା ବୋଇଙ୍ଗର ଷ୍ଟାରଲାଇନର୍ ମହାକାଶଯାନ ପୃଥିବୀକୁ ଫେରୁଛି। ତିନିମାସ ଧରି ମହାକାଶରେ ଅଟକି ରହିଥିବା ଷ୍ଟାରଲାଇନର୍ ସ୍ପେସ୍ ଷ୍ଟେସନ ଛାଡି ପୃଥିବୀ ଫେରିଛି। ମହାକାଶଯାନରେ ଏକ ସମସ୍ୟା ଯୋଗୁ ଏହା ଉଭୟ ମହାକାଶଚାରୀଙ୍କ ବିନା…
ଶାନ୍ତି ବାର୍ତ୍ତାରେ ଚୀନ୍
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତାକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ୟୁକ୍ରେନ୍ ସହ ରୁଷର ସମ୍ଭାବିତ ଶାନ୍ତି ବାର୍ତ୍ତାରେ ଚୀନ୍, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥିର ଭୂମିକା ତୁଲାଇପାରନ୍ତି । ପୁଟିନଙ୍କ କହିବାନୁଯାୟୀ ଯୁଦ୍ଧର ପ୍ରଥମ ସପ୍ତାହରେ…
ତାଲିବାନ କବଜାରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମା
ଗତକାଲି ତାଲିବାନ କବଜାରେ ଥିବା ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଗତ ରାତିରେ ଗୁଳି ବିନିମୟ ଘଟିଛି। ସଂଧ୍ୟା ୭ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଗୁଳି ବିନିମୟ ଘଟିଛି। ଏହି ଗୁଳିକାଣ୍ଡ ଖୋସ୍ତ ସୀମାର ଜାଜୀ ଫିଲ୍ଡ ଜେଲରେ କାଳ୍ପନିକ ଡୁରାଣ୍ଡ ଲାଇନରେ ଘଟିଛି। ଏହା ବ୍ୟତୀତ ଦୁଇ ଗୋଷ୍ଠୀଙ୍କ…
ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ୫୧ ମୃତ
ଆଜି ୟୁକ୍ରେନର ପୋଲଟଭା ପ୍ରଦେଶର ରାଜଧାନୀ ପୋଲଟଭା ସହରରେ ରୁଷ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୟୁକ୍ରେନର ସାମରିକ ଶିକ୍ଷା କେନ୍ଦ୍ର ଏବଂ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ…
ପ୍ରଥମ ଥର ପାଇଁ ଐତିହାସିକ ବ୍ରୁନେଇ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଐତିହାସିକ ବ୍ରୁନେଇ ଯାତ୍ରା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୪୦ ବର୍ଷର କୂଟନୈତିକ ସଂପର୍କ ଥିବା ସତ୍ତ୍ବେ ମୋଦୀ ବ୍ରୁନେଇକୁ ମୋଦୀଙ୍କର ଏହା ପ୍ରଥମ ଐତିହାସିକ ଯାତ୍ରା।
ବ୍ରୁନେଇ ଗସ୍ତ ପରେ…
ମଙ୍ଗୋଲିଆ ଉପରେ ବିଶ୍ୱର ନଜର
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ…
MOU ରଦ୍ଦ କରିବ ବଂଲାଦେଶ
ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ…
ପ୍ରତିଶୋଧ ନେଲା ରୁଷିଆ
ରୁଷିଆ ସେନା ଗୋଟିଏ ରାତିରେ ୧୫୮ଟି ୟୁକ୍ରେନୀୟ ଡ୍ରୋନ୍କୁ ଖସାଇ ଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ପୂର୍ବରୁ ୟୁକ୍ରେନ୍ ସେନା କୁର୍ସ୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଚଳାଇଥିବାବେଳେ ଏହାର ୪୬ଟି ଡ୍ରୋନ୍କୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ଖସାଇଦେଇଛି।…