Browsing Category

World

All world wide news update will uploaded

କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କ ଉପରକୁ ଆକ୍ରମଣ

କାନାଡାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ । ଖଲିସ୍ତାନୀମାନେ ବ୍ରମ୍ପଟନରେ ହିନ୍ଦୁସଭା ମନ୍ଦିରକୁ ଆକ୍ରମଣ କରିବା ସହ କିଛି କର୍ମକର୍ତ୍ତାଙ୍କୁ ଠେଲାପେଲା କରି ମାଡ ମାରିଛନ୍ତି।  ଏହାକୁ ନେଇ କାନାଡା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ । ଆସନ୍ତାକାଲି ଭୋଟ ।  ସରିଛି  ପ୍ରଚାର । ତେବେ ଆମେରିକୀୟ ଭୋଟର୍‌ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍‌ଙ୍କ ବଦଳୁଥିବା ମନୋଭାବ କିଏ ଜିତିବ ତାହା ବଡ଼ ପ୍ରଶ୍ନ । ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ…

କିଏ ଜିତିବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ?

ଆମେରିକାରେ ଟ୍ରମ୍ପ -କମଳା ଲଢ଼େଇ । ଆଉ ଦିନକ ପରେ ଭୋଟ । ଟ୍ରମ୍ପ ଜିତିବା ନେଇ କିଛି ଗଣମାଧ୍ୟମ କହୁଥିବା ବେଳେ କମଳା ଜିତିବା ନେଇ କିଛି ଗଣମାଧ୍ୟମ କହୁଛନ୍ତି ।  ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଟ୍ରମ୍ପ ହେଉଛନ୍ତି ରିପବ୍ଲିକାନ ଦଳର ଏବଂ ଆମେରିକାର…

ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ

ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌…

ଇସ୍ରାଏଲର ତୁହାକୁତୁହା ବୋମାବର୍ଷା

ଉତ୍ତର ଗାଜାରେ ବେତ୍‌ ଲାହିୟା ଅଞ୍ଚଳରେ ଇସ୍ରାଏଲ ସେନା ମଙ୍ଗଳବାର ଘନ ଘନ ଆକ୍ରମଣ କରିଛି। ଏଠାକାର ଏକ ପାଞ୍ଚ ମହଲା ବିଶିଷ୍ଟ କୋଠାକୁ ବୋମା ମାଡ଼ କରି ଧ୍ବସ୍ତ କରି ଦିଆଯାଇଥିଲା ବେଳେ ଏହି ଘଟଣାରେ ୨୪ ଶିଶୁଙ୍କ ସମେତ ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏହାବ୍ୟତୀତ ଏହି ଘଟଣାରେ…

ଭାରତ-ଚୀନ୍‌ ସୀମାରେ ସେନା ପ୍ରତ୍ୟାହାର ଶେଷ

ଭାରତ-ଚୀନ୍‌ ସୀମାରେ ବିବାଦୀୟ ଅଂଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ବେଳେ ଡେପ୍‌ସାଙ୍ଗ ଓ ଡେମ୍‌ଚୋକରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକ ଅଞ୍ଚଳରୁ…

ଇସ୍ରାଏଲ ସେନା ପ୍ରାୟ ୧୦୦ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି

ହମାସ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ସେନାକୁ ବଡ଼ ସଫଳତା ମିଳିଛି। ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୂଚନା ଦେଇଛି। ଅନ୍ୟପକ୍ଷରେ ଗାଜାର…

ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଜଣେ କମାଣ୍ଡର ଅହମ୍ମଦ ଜାଫର ମଟୋକର ମୃତ୍ୟୁ

ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଜଣେ କମାଣ୍ଡର ଅହମ୍ମଦ ଜାଫର ମଟୋକ ମୃତ୍ୟୁବରଣ କରିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ହେଜବୁଲ୍ଲାର ବିଣ୍ଟ ଜେବିଲ ଅଞ୍ଚଳର କମାଣ୍ଡର ଅହମ୍ମଦ ଜାଫର ମଟୋକ ଏକ ଏୟାର…

ଇରାନ ଉପରେ ୧୦୦ରୁ ଅଧିକ ମିସାଇଲ ମାଡ କଲା ଇସ୍ରାଏଲ

ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଚଳିତମାସ ୧ ତାରିଖରେ ଇରାନ କରିଥିବା ବଡ଼ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । କେବଳ ସେତିକି ନୁହେଁ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ନାଗରିକମାନେ ସତର୍କ ରହିବା ପାଇଁ ଆଇଡିଏଫ୍‌ ପରାମର୍ଶ…