Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
World
All world wide news update will uploaded
ବନ୍ଦ ହେଲା ସିଡ୍ନିର ବେଳାଭୂମି
ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :
ବନ୍ଦ ହେଲା ସିଡ୍ନିର ବେଳାଭୂମି । ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା। ମିଳିଥିବା ସୂଚନା ଅନୁସାରେ , ଗତକାଲି ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍ ଦୂର!-->!-->!-->…
ଉଡ଼ନ୍ତା ବିମାନରେ ସାପ,ଯାତ୍ରୀ ଆତଙ୍କିତ
ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଫ୍ଲାଇଟ୍ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର!-->…
ୟୁକ୍ରେନକୁ ଆମେରିକାର ଚେତାବନୀ
ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର!-->…
ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ
pic credit-showbiz cheat sheet
ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ!-->!-->!-->!-->!-->…
ଫଟୋ ଉଠାଇ ମାଲାମାଲ୍
ମେଟ୍ରୋ ଟିଭି ଓଡିଶା,୧୧/୨ : ଆଜି କାଲି ଅଧିକାଶଂ ଲୋକଙ୍କ ସଉକ୍ ହେଉଛି ଫଟୋ ଉଠାଇବା କିନ୍ତୁ ଏମିତି କିଛି ଫଟୋ ଥାଏ କି ଜାହା ଅନ୍ୟ ଫଟୋ ଠାରୁ ଭିନ୍ନ କରିଥାଏ । ଏପରି ଏକ ଭିନ୍ନ ଫଟୋ ଉଠାଇ ୩ କୋଟ ଙ୍କ ପାଇଛନ୍ତି ଫଟୋ ଗ୍ରାଫର । ଏମିତି ଜଣେ ଫଟୋଗ୍ରାଫର ହେଉଛନ୍ତି ଓମାନର Turki bin!-->!-->!-->…
ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire
ମେଟ୍ରୋ ଟିଭି ଓଡିଶା,୧୧/୨ : ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର!-->!-->!-->…
ୟୁକ୍ରେନ ଛାଡିବାକୁ ବାଇଡେନ୍ଙ୍କ ଚେତାବନୀ
ମେଟ୍ରୋ ଟିଭି ଓଡିଶା,୧୧/୨ : ୟୁକ୍ରେନକୁ ନେଇ ଋଷ ଓ ଆମେରିକା ମଧ୍ୟରେ ବିବାଦ ବଡିବାରେ ଲାଗିଛି । ଏହାମଧ୍ୟରେ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ଛାଡିବାକୁ ୟୁଏସ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏଏଫପି ଖବର ସରବରାହ ସଂସ୍ଥା ସୂଚନା ଦେଇଛି ।
ଏହାପୂର୍ବରୁ ଆମେରିକା!-->!-->!-->!-->!-->…