Browsing Category

World

All world wide news update will uploaded

ୟୁରୋପରୁ ଟଳିବ କି ଯୁଦ୍ଧ ବିପଦ?

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) : ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ୟୁକ୍ରେନ ବିବାଦର ହେବ କି ଶାନ୍ତିପୂର୍ଣ୍ଣ ସମାଧାନ । ଋଷ ୟୁକ୍ରେନ୍

ସମୁଦ୍ର ମଝିରେ ଜଳିଲା କାର

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) : ଗତକାଲି ‘ଫୋକ୍ସ୍‌ ୱାଗେନ୍‌ ଗ୍ରୁପ୍‌’ର ହଜାର ହଜାର କାର୍‌ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍‌ବାହୀ ଜାହାଜ ‘ଦି ଫେଲିସିଟି ଏସ୍‌’ରେ ‘ଆଟ୍‌ଲାଣ୍ଟିକ୍‌ ସାଗର ମଧ୍ୟସ୍ତ ଆଜୋରିଜ୍‌ ଦ୍ଵୀପପୁଞ୍ଜ ନିକଟରେ ନିଆଁ ଲାଗିଯାଇଛି। ଉକ୍ତ

ବନ୍ଦ ହେଲା ସିଡ୍‌ନିର ବେଳାଭୂମି

ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) : ବନ୍ଦ ହେଲା ସିଡ୍‌ନିର ବେଳାଭୂମି । ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା। ମିଳିଥିବା ସୂଚନା ଅନୁସାରେ , ଗତକାଲି ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍‌ ଦୂର

ଉଡ଼ନ୍ତା ବିମାନରେ ସାପ,ଯାତ୍ରୀ ଆତଙ୍କିତ

ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ଫ୍ଲାଇଟ୍‌ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର

ୟୁକ୍ରେନକୁ ଆମେରିକାର ଚେତାବନୀ

ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର

ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ

pic credit-showbiz cheat sheet ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ