Browsing Category

World

All world wide news update will uploaded

ଚିନି ରପ୍ତାନୀ ଉପରେ କଟକଣା ଲାଗୁ

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ଚିନି ରପ୍ତାନୀ ଉପରେ ସରକାର ଲାଗୁ କରିଥିବା କଟକଣା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ବିଶ୍ୱରେ ସବୁଠୁ ଅଧିକ ଚିନି ଉତ୍ପାଦନ ସହିତ ଅଧିକ ଚିନି ବ୍ୟବହାର କରିଥାଏ । ଗତ ସପ୍ତାହରେ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ ।

ମେ’ରେ ଜିଏସ୍‌ଟି ଆଦାୟ ୧, ୪୦, ୮୮୫ କୋଟି

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ଦେଶରେ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ବୃଦ୍ଧି ପାଇଛି । ଗତ ମେ’ ମାସରେ ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ ସିଜିଏସ୍‌ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍‌ଟି ୩୨, ୦୦୧ କୋଟି ଓ

କମିଲା ଏଲପିଜି ଦର

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ଆଜିଠାରୁ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ହ୍ରାସ ପାଇଛି । ଦେଶର ତୈଳ ବିପଣନକାରୀ କମ୍ପାନି ସବୁ ଏହି ଘୋଷଣା କରିଛନ୍ତି | ସୂଚନା ଅନୁସାରେ, ଆଜିଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଆଗ ଅପେକ୍ଷା ୧୩୫ ଟଙ୍କା କମିଛି।