Browsing Category

World

All world wide news update will uploaded

ଆଫଗାନିସ୍ଥାନ ଭଳି ଶ୍ରୀଲଙ୍କା ରାଷ୍ଟ୍ରପତି ବି ଲୁଚି ପଳାଇଲେ

ଯୁଦ୍ଧ ଭୟରେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନି ଟଙ୍କା ଧରି ଦେଶ ଛାଡି ଯାଇଥିବା ଖବର ଆପଣମାନେ ସମସ୍ତେ ପଢ଼ିଥିବେ ଶୁଣିଥିବେ । ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେଙ୍କ ମଧ୍ୟ ସମାନ ଅବସ୍ଥାରେ ଲୋକଙ୍କୁ ଡରି ରାଷ୍ଟ୍ରପତି ଭବନ ଛାଡି ପଳାୟନ କରିଛନ୍ତି ।

ମଙ୍ଗଳବାର ସିଞ୍ଜୋ ଆବେଙ୍କର ହେବ ଅନ୍ତିମ ସଂସ୍କାର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ବିଶ୍ବର ବହୁନେତା ଯୋଗଦେବେ । ଗତକାଲି ତାଙ୍କର ପାର୍ଥିବ ଶରୀରକୁ ରାଜଧାନୀ ଟୋକିଓକୁ ଅଣାଯାଇଛି । ସେଠାରେ ମଙ୍ଗଳବାର ସଂପୂର୍ଣ୍ଣ ବିଧିବିଧାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବିଶ୍ବରେ ଆବେଙ୍କର ବହୁ

ପ୍ରତିବାଦକାରୀଙ୍କ ଭୟରେ ବାସଭବନରୁ ଖସି ପଳାଇଥିବା ରାଷ୍ଟ୍ରପତି

ଶ୍ରୀଲଙ୍କାରେ ରାଜନୀତି ଏଭଳି ଅବସ୍ଥାରେ ଆସି ପହଁଚିଛି ଯେତେବେଳେ ରାଷ୍ଟ୍ରପତିଙ୍କୁ ଲୁଚିବାକୁ ପଡୁଛି । ସରକାରଙ୍କ ଉପରେ ଲୋକେ ଏତେ ଅତିଷ୍ଟ ହୋଇପଡିଛନ୍ତି ଯେ ରାଜରାସ୍ତାକୁ ଆସି ପ୍ରତିବାଦ କରୁଛନ୍ତି । ରାଜ୍ୟରେ ଦରଦାମ କମିବାର ନା ଧରୁଥିବାରୁ ବେଳେ ନିଯୁକ୍ତି ନାହିଁ । ସରକାର ଦରମା

ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ

ମେଟ୍ରୋ ଟିଭି ଓଡିଶା (୪.୭.୨୦୨୨) ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ ଭବନର ଗୁରୁ ନାନକ ଦେବ ଅଡିଟୋରିୟମରେ ନୂତନ ନିଯୁକ୍ତ ପଞ୍ଜାବ ମନ୍ତ୍ରିମଣ୍ଡଳର ଶପଥ