Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
World
All world wide news update will uploaded
୧୯ ବର୍ଷରୁ କମ୍ ଯୁବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତ ବିଜୟୀ
ପୋଚେଫ୍ଷ୍ଟ୍ରୁମ୍: ୧୯ ବର୍ଷରୁ କମ୍ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣ ବିଜେତା ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍ର ରବିବାର ଫାଇନାଲ୍ରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ୪ ଓଭରରେ ମାତ୍ର ୬…
ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ
ନେପାଳ ପୋଖରା ବିମାନ ଦୁର୍ଘଟଣା । ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍…
ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ
ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ ।
https://twitter.com/ANI/status/1609145959153569792?s=20&t=PE2N2F4Z1KYEn9iZFP8q_w
ନୂଆବର୍ଷ ପାଇଁ ନ୍ୟୁଜିଲାଣ୍ଡ ହୋଇଛି ଉତ୍ସବ ମୁଖର । ୨୦୨୨କୁ ବିଦାୟ ଦେଇ ୨୦୨୩ ପାଦଦେଇସାରିଛି ନ୍ୟୁଜିଲାଣ୍ଡରେ । ସେଠାରେ ଜନସାଧାରଣ…
ୟୁକ୍ରେନକୁ ସମସ୍ତ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ମାନ୍ୟବର ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ରେ ଆଲୋଚନା କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜି -20 ର ଭାରତର ଅଧ୍ୟକ୍ଷତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ଭଳି ବିକାଶଶୀଳ…
ତାଲିବାନ ଶାସକଙ୍କ ବିରୋଧରେ ମହିଳା ରାଜରାସ୍ତାକୁ ଓହ୍ଲାଇଲ
କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ଶାସନକୁ ଡରୁନାହାଁନ୍ତି ମହିଳା । ନିଜ ଜୀବନକୁ ବାଜି ଲଗାଇ ରାସ୍ତାକୁ ଆସି ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସେମାନେ ଧାରଣା ଦେଉଛନ୍ତି । ମହିଳା ଅଧିକାରକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି!-->…
ଆମେରିକାରେ ତୁଷାର ଝଡ଼, 40 ମୃତ
ଆମେରିକାରେ ଏବେ ବରଫ ଝଡ଼ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ରେ ମୃତ୍ୟୁ ସଂଖ୍ୟା 40 ଟପିଲାଣି । ଏମିତି ତାପମାତ୍ରା ହ୍ରାସ ପାଇଛି ଯେ ଖ୍ରୀଷ୍ଟମାସ ପାଇଁ ଉତ୍ସବ ମନାଇବା ଅସମ୍ଭବ ଲୋକଙ୍କ ପାଇଁ ଅସମ୍ଭବ ହୋଇପଡିଛି। ହଜାର ହଜାର ସଂଖ୍ୟକ ଲୋକ ବିଭିନ୍ନ!-->…
ଚୀନ୍ରେ କୋଭିଡ୍ ସଂକ୍ରମଣ ମାଡି ଚାଲିଛି
ସାଂଘାଇ: ଚୀନ୍ରେ କୋଭିଡ୍ ସଂକ୍ରମଣକୁ ନେଇ ସାରା ବିଶ୍ବ ଏବେ ଚିନ୍ତିତ । ଚୀନ ଗଣମାଧ୍ୟମ ଅନୁସାରେ ଏବେ ଚୀନରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ଶ୍ମଶାନଗୁଡ଼ିକରେ ହଜାର ହଜାର ଶବ ସତ୍କାର ଅପେକ୍ଷାରେ ରହିଥିବା କୁହାଯାଉଛି । ସବୁଠୁ ବେଶୀ ବେଜିଂ ଓ ସାଂଘାଇରେ କୋଭିଡ୍ ମାଡି ଚାଲିଛି ।!-->…
ଚୀନରେ କରୋନା ସ୍ଥିତି ସାଂଘାତିକ
ନୂଆଦିଲ୍ଳୀ: ଦୀର୍ଘ ଦିନର ବ୍ୟବଧାନ ପରେ ଚୀନରେ ପୁଣି ୫ କରୋନାଜନିତ ମୃତ୍ୟୁ ମାମଲା ଚିହ୍ନଟ ହୋଇଛି। ୧.୪ ମିଲିୟନ୍ ଜନସଂଖ୍ୟା ଥିବା ଏହି ଦେଶରେ ସୋମବାର ଦିନ ପୁଣି ୫ଟି ମୃତ୍ୟୁ ମାମଲା ଚିହ୍ନଟ ହେବା ପରେ ମୃତ୍ୟୁ ସଂଖ୍ୟା ୫,୨୪୪ରେ ପହଞ୍ଚିଛି। ଗତ କିଛି ଦିନ ହେବ ଦେଶରେ କରୋନାଜନିତ!-->…
ବିଶ୍ବକପ୍ ଫାଇନାଲରେ ଫ୍ରାନ୍ସକୁ ହରାଇ ଇତିହାସ ରଚିଲା ଆର୍ଜେଣ୍ଟିନା
ଦୋହା: ଫିଫା ବିଶ୍ବକପ୍-୨୦୨୨ର ଫାଇନାଲ ମ୍ୟାଚ୍ରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ଏବଂ ଇଂଜରି ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା 3-3ରେ ବରାବର ଥିଲା।!-->…
ଚନ୍ଦ୍ରପୃଷ୍ଠ ନିକଟତର ହୋଇ ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’ ପୁଣି ପୃଥିବିକୁ ଫେରି ଆସିବ
ଓ୍ବାସିଂଟନ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଏବେ ଚନ୍ଦ୍ର ନିକଟ ଦେଇ ଗତି କରୁଛି । ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ଏବେ ଗତି କରୁଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ କରି ବାହାରିଛି ଓରିଅନ ।
!-->!-->!-->…