Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
World
All world wide news update will uploaded
ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲା ପାକିସ୍ତାନ ସେନା
ନୂଆଦିଲ୍ଲୀ: ପାକିସ୍ତାନରେ ଲୋକ ଖାଇବାକୁ ରୁଟି ପାଉନଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତ ସହ ଲଢ଼େଇ ପାଇଁ ଧମକ ଦେଉଛି । ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ ର ଡିଜି ମେଜର ଜେନରାଲ ଅହମ୍ମଦ ଶରିଫ ଚୌଧୁରୀ ଭାରତ ଭିତରେ ପଶି ମାରିବାକୁ ଭାରତକୁ ଧମକ…
ସୁଦାନ ହିଂସା: ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ ସହାୟତା ନେଉଛି ଭାରତ
ସୁଦାନରେ ସଂଘର୍ଷ ଜାରି ରହିଛି ଓ ମୃତ୍ୟୁସଂଖ୍ୟା ୨୭୦ ଟପିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୁଦାନର ସଦ୍ୟତମ ସ୍ଥିତି କୁ ନେଇ ୟୁଏଇ ଏବଂ ସାଉଦି ଆରବରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ସବୁ ଦେଶ ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ଆହ୍ୱାନର…
ନିଜ ଲୋକଙ୍କ ଉପରେ ବୋମା ପକାଇଲା ସେନା: ଶହେ ମୃତ
ମିଆଁମାରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ନିଜ ଲୋକଙ୍କ ଉପରେ ବିମାନ ଦ୍ବାରା ବୋମା ପକାଇବାରୁ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ମିଆଁମାର୍ର ସାମରିକ ସରକାର ଏବେ ବିରୋଧ କରୁଥିବା ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଏନେଇ ଜାତିସଂଘରେ ଉଦବେଗ ପ୍ରକାଶ ପାଇଛି ।…
ଡୋନାଲଡ୍ ଟ୍ରମ୍ପ୍ କରିପାରନ୍ତି ଆତ୍ମସମର୍ପଣ
ନ୍ୟୁୟର୍କ: ଦିନେ ସାରା ବିଶ୍ବରେ ନିଜର ଦବଦବା ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବେ ଜେଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହା ଛୋଟ ଅଭିଯୋଗ ନୁହେଁ । ତେଣୁ ଟ୍ରମ୍ପ ଆତ୍ମସମର୍ପଣ କରିବାର ସମ୍ଭାବନା ଥିବାରୁ…
ଇମ୍ରାନଙ୍କ ଗିରଫଦାରି ସମ୍ଭାବନା
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପିଟିଆଇ ର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ ଡର । ଏବେ ଘରେ ପ୍ରବେଶ କରିଛି ପୁଲିସ୍ । ପୁଲିସ ଇମ୍ରାନଙ୍କ ବାସଭବନରେ ପ୍ରବେଶ କରିସାରିଛି ଓ ଯେକୌଣସି ସମୟରେ ତାଙ୍କର ଗିରଫଦାରି ହୋଇପାରେ ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି ।ସେପଟେ…
ଢାକା ବିଲ୍ଡିଂରେ ବିସ୍ଫୋରଣ ୧୪ ମୃତ
ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ୭ ମହଲା କୋଠାରେ ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟରୁ ପ୍ରକାଶ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୫୦ରେ ହୋଇଥିବା ଏହି ବିସ୍ଫୋରଣ ପରେ ଅନେକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣ ପରେ…
ରିଲିଫ୍ ସାମଗ୍ରୀ ନେଇ ଉଡ଼ିଲା ଭାରତର ୭ମ ପ୍ଲେନ୍
ନୂଆଦିଲ୍ଲୀ: ଭୂକମ୍ପ ପରେ ଦିନ ଗଡ଼ିବା ସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିରାଟ ବିରାଟ ବିଲ୍ଡିଂରୁ ଯେତିକି ଯେତିକି ଧ୍ବଂସାବଶେଷ ସଫା କରାଯାଉଛି, ସେମିତି ସେମିତି ଛାତିଥରା ଦୃଶ୍ୟ ପଦାକୁ ଆସୁଛି । କେବଳ ଭୂକମ୍ପ ନୁହେଁ, ତୁର୍କୀ ଓ ସିରିଆରେ ପ୍ରକୃତି ବି ଦାଉ ସାଧିଛି । ଉଭୟ ଦେଶର…
ତୁର୍କୀ ଓ ସିରିୟାରେ ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା
ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପ । ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଭାରତ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି
ନୂଆଦିଲ୍ଲୀ : ୩ ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ତୁର୍କୀ ଓ ସିରିଆ । ବଦଳିଯାଇଛି ଦୁଇ ଦେଶର ପାରିପାଶ୍ବିକ ବାତାବରଣର ଚିତ୍ର । ବିଲ୍ଡିଂର ଭଗ୍ନାବଶେଷର ରାସ୍ତା ଘାଟ ସବୁ ଅବରୋଧ । ସେପଟେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ପ୍ରକୃତିର ଏହି ଭୟଙ୍କର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର…
ତୁର୍କୀ ଭୂମିକମ୍ପ: ୫୬୮ ମୃତ
ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୫୬୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାରଣ ଲୋକେ ଶୋଇଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଛି । ମାଲାତିୟା ପ୍ରଦେଶରେ ଅନ୍ୟୂନ ୧୩୦ଟି କୋଠାଘର…