Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
World
All world wide news update will uploaded
ୟୁକ୍ରେନକୁ ସମସ୍ତ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ମାନ୍ୟବର ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ରେ ଆଲୋଚନା କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜି -20 ର ଭାରତର ଅଧ୍ୟକ୍ଷତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ଭଳି ବିକାଶଶୀଳ…
ତାଲିବାନ ଶାସକଙ୍କ ବିରୋଧରେ ମହିଳା ରାଜରାସ୍ତାକୁ ଓହ୍ଲାଇଲ
କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ଶାସନକୁ ଡରୁନାହାଁନ୍ତି ମହିଳା । ନିଜ ଜୀବନକୁ ବାଜି ଲଗାଇ ରାସ୍ତାକୁ ଆସି ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସେମାନେ ଧାରଣା ଦେଉଛନ୍ତି । ମହିଳା ଅଧିକାରକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି!-->…
ଆମେରିକାରେ ତୁଷାର ଝଡ଼, 40 ମୃତ
ଆମେରିକାରେ ଏବେ ବରଫ ଝଡ଼ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ରେ ମୃତ୍ୟୁ ସଂଖ୍ୟା 40 ଟପିଲାଣି । ଏମିତି ତାପମାତ୍ରା ହ୍ରାସ ପାଇଛି ଯେ ଖ୍ରୀଷ୍ଟମାସ ପାଇଁ ଉତ୍ସବ ମନାଇବା ଅସମ୍ଭବ ଲୋକଙ୍କ ପାଇଁ ଅସମ୍ଭବ ହୋଇପଡିଛି। ହଜାର ହଜାର ସଂଖ୍ୟକ ଲୋକ ବିଭିନ୍ନ!-->…
ଚୀନ୍ରେ କୋଭିଡ୍ ସଂକ୍ରମଣ ମାଡି ଚାଲିଛି
ସାଂଘାଇ: ଚୀନ୍ରେ କୋଭିଡ୍ ସଂକ୍ରମଣକୁ ନେଇ ସାରା ବିଶ୍ବ ଏବେ ଚିନ୍ତିତ । ଚୀନ ଗଣମାଧ୍ୟମ ଅନୁସାରେ ଏବେ ଚୀନରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ଶ୍ମଶାନଗୁଡ଼ିକରେ ହଜାର ହଜାର ଶବ ସତ୍କାର ଅପେକ୍ଷାରେ ରହିଥିବା କୁହାଯାଉଛି । ସବୁଠୁ ବେଶୀ ବେଜିଂ ଓ ସାଂଘାଇରେ କୋଭିଡ୍ ମାଡି ଚାଲିଛି ।!-->…
ଚୀନରେ କରୋନା ସ୍ଥିତି ସାଂଘାତିକ
ନୂଆଦିଲ୍ଳୀ: ଦୀର୍ଘ ଦିନର ବ୍ୟବଧାନ ପରେ ଚୀନରେ ପୁଣି ୫ କରୋନାଜନିତ ମୃତ୍ୟୁ ମାମଲା ଚିହ୍ନଟ ହୋଇଛି। ୧.୪ ମିଲିୟନ୍ ଜନସଂଖ୍ୟା ଥିବା ଏହି ଦେଶରେ ସୋମବାର ଦିନ ପୁଣି ୫ଟି ମୃତ୍ୟୁ ମାମଲା ଚିହ୍ନଟ ହେବା ପରେ ମୃତ୍ୟୁ ସଂଖ୍ୟା ୫,୨୪୪ରେ ପହଞ୍ଚିଛି। ଗତ କିଛି ଦିନ ହେବ ଦେଶରେ କରୋନାଜନିତ!-->…
ବିଶ୍ବକପ୍ ଫାଇନାଲରେ ଫ୍ରାନ୍ସକୁ ହରାଇ ଇତିହାସ ରଚିଲା ଆର୍ଜେଣ୍ଟିନା
ଦୋହା: ଫିଫା ବିଶ୍ବକପ୍-୨୦୨୨ର ଫାଇନାଲ ମ୍ୟାଚ୍ରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ଏବଂ ଇଂଜରି ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା 3-3ରେ ବରାବର ଥିଲା।!-->…
ଚନ୍ଦ୍ରପୃଷ୍ଠ ନିକଟତର ହୋଇ ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’ ପୁଣି ପୃଥିବିକୁ ଫେରି ଆସିବ
ଓ୍ବାସିଂଟନ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଏବେ ଚନ୍ଦ୍ର ନିକଟ ଦେଇ ଗତି କରୁଛି । ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ଏବେ ଗତି କରୁଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ କରି ବାହାରିଛି ଓରିଅନ ।
!-->!-->!-->…
ଇଣ୍ଡୋନେସିଆରେ ଭୂମିକମ୍ପ: ୪୪ ମୃତ, ଶତାଧିକ ଆହତ
ଜାକାର୍ତ୍ତା : ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଭୟଙ୍କର ଭୂମିକମ୍ପରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଥିବାରୁ ଭୂମିକମ୍ପ ପ୍ରଭାବରେ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି ।
ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ!-->!-->!-->…
ଆଜିଠୁ ଫିଫା ବିଶ୍ବକପ୍ , କିଏ ଜିତିବ?
କତାର: କତାରରେ ଫୁଟବଲ ମହାକୁମ୍ଭ ଆରମ୍ଭ ହେଉଛି ଫିଫା ବିଶ୍ବକପ ୨୦୨୨ । ଏହି ବିଶ୍ବକପରେ ମୋଟ ୩୨ଟି ଦେଶର ନାମି ଦାମି ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଏଥର ବିଶ୍ବକପ୍ କିଏ ଜିତିବ ତାକୁ ନେଇ ଆଲୋଚନା ଜାରି ରହିଛି । ବ୍ରାଜିଲ, ଆର୍ଜେଣ୍ଟିନା, ଇଟାଲି ପ୍ରମୁଖ ଦାବିଦାର ଅଛନ୍ତି ।
ଟିମ!-->!-->!-->…
ଟ୍ରମ୍ପଙ୍କ କମବ୍ୟାକ୍
ଓ୍ବାସିଂଟନ: ଆମେରିକା ପରବର୍ତ୍ତି ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଘୋଷଣା କରିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ପୁଣି ଚାଲୁ କରିଛି ଟୁିଟର । ମୁକ୍ତ ବକ୍ତବ୍ୟର ପରିପ୍ରକାଶ ନୀତିକୁ ଆଧାର କରି କମ୍ପାନୀ ଏହି ନିଷ୍ପତ୍ତି!-->…