Trending
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
Browsing Category
World
All world wide news update will uploaded
ମରକ୍କୋରେ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୬୦୦ ପାର୍
ମରକ୍କୋ: ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ଫଳରେ ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ। ଆଫ୍ରିକୀୟ ଦେଶ ମରକ୍କୋରେ ଭୀଷଣ ଭୂକମ୍ପ…
କ୍ଷମତା କନ୍ଦଳ ପାଇଁ ଜି-୨୦ ସମ୍ମିଳନୀକୁ ଆସୁନାହାନ୍ତି ଜିନପିଙ୍ଗ !
ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେନି । ତେବେ ସେ ନଆସିବାର କାରଣ ବିଷୟରେ ଯାହା ଚର୍ଚା ହେଉଛି ତାହା ହେଉଛି କ୍ଷମତାକୁ ନେଇ ତାଙ୍କର ଭୟ ରହିଛି । ଏପରିକି ତାଙ୍କୁ ଗୃହବନ୍ଦୀ କରାଯାଇଥିବା ସୋସିଆଲ ମିଡିଆରେ କୁହାଯାଉଛି । କେହି କେହି ତାଙ୍କ କ୍ଷମା ଅପହରଣ…
ଆସିଆନ୍ ସମ୍ମିଳନୀ ଆମକୁ ଯୋଡ଼ୁଛି: ମୋଦୀ
ଜାକର୍ତ୍ତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଆସିଆନ୍-ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ ଇତିହାସ, ଭୂଗୋଳ ଭାରତ ଓ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କୁ ଯୋଡ଼ୁଛି। ବହୁମୁଖୀ ଦୁନିଆରେ ସହଭାଗୀ ମୂଲ୍ୟବୋଧ, ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି…
୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯ ଓ ୧୦ତାରିଖରେ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶ୍ବର ବହୁ ନେତା ଏଥିରେ ଯୋଗଦେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଦୁଇ…
ଜି-୨୦ ବୈଠକରେ ଯୋଗଦେବେନି ଜିନପିଙ୍ଗ
ଭାରତ ଚାଇନା ଭିତରେ ଚାଲିଥିବା ସୀମା ବିବାଦ ଭିତରେ ଚୀନ ରାଷ୍ଟ୍ରପତି ଭାରତ ଆସିବେ ନାହିଁ । ଆସନ୍ତା ୯ ଓ ୧୦ରେ ଜି ୨୦ ଶୀର୍ଷ ସମ୍ମିଳନୀ ନୂଆଦିଲ୍ଲୀରେ ହେବାକୁ ଯାଉଛି । ସେପଟେ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ନଦେବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଏପରିକି ପ୍ରଶ୍ନ…
ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜିନକୋଭଙ୍କୁ ବହିଷ୍କାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜେଲେନସ୍କି । ତାଙ୍କ ସ୍ଥାନରେ ରୁସ୍ତମ ଉମରୋଭଙ୍କୁ ନିଯୁକ୍ତି ଦିଆଯାଇଛି…
ଗିରଫ ହୋଇ ମୁକ୍ତ ହେଲେ ଡୋନାଲ୍ଡ୍ ଟ୍ରମ୍ପ୍
ଆଟ୍ଲାଣ୍ଟା: ଜର୍ଜିଆ ନିର୍ବାଚନ ଜାଲିଆତିରେ ଗୁରୁବାର ରାତିରେ ଗିରଫ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ପୁଣି ଜାମିନରେ ଛଡାଯାଇଛି । ତାଙ୍କୁ ଗିରଫ କରିବା ପରେ ୨୦୦,୦୦୦ ଡଲାର୍ ‘ବଣ୍ଡ୍’ ବା ମୁଚାଲିକାରେ ମୁକ୍ତ କରାଯାଇଥିବା ବିଭିନ୍ନ ରିପୋର୍ଟ…
ଆଜିଠାରୁ ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ
ନୂଆଦିଲ୍ଲୀ: ଆଜିଠାରୁ ସାଉଥ ଆଫ୍ରିକାର ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେଉଛି । ବ୍ରାଜିଲ, ଋଷ, ଭାରତ, ଚୀନ ଓ ସାଉଥ ଆଫ୍ରିକାର ନେତୃବୃନ୍ଦ ଏଥିରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଗସ୍ତ କରିଛନ୍ତି । ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବହୁ…
ଚନ୍ଦ୍ରପୃଷ୍ଠରେ ଖସିପଡ଼ିଲା ଲୁନା-୨୫: ଲ୍ୟାଣ୍ଡର ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ରେ ସଫ୍ଟ ଲ୍ୟାଣ୍ଡିଂ କରିବ
ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ରୁଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ରୁଷ୍ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା ।…
ଦେବାଳିଆ ହେଲା ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି
ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି ଏଭରଗ୍ରାଣ୍ଡ୍ ଏବେ ଦେବାଳିଆ । ଚୀନର ରିଅଲ ଇଷ୍ଟେଟ ବଜାରରେ ଭୂମିକମ୍ପ ହୋଇଛି । ଚୀନ ମାର୍କେଟ ଡାଉନ ହୋଇଛି । ବଜାରରେ କାରବାର ବଡ଼ ସଂକଟ ସୃଷ୍ଟି ହୋଇଛି। ୨୦୨୧ ମସିହାରେ ଉକ୍ତ କମ୍ପାନି ଏହାର ବିପୁଳ ପରିମାଣର ଋଣ ପରିଶୋଧ କରିବା ପାଇଁ…