Browsing Category

World

All world wide news update will uploaded

ଖାମେନେଇଙ୍କୁ ମାରିବା ପାଇଁ ଏପରି କରାଯାଇଥିଲା ପ୍ଲାନ

ଶନିବାର ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏଥିଲାଗି ବହୁ ଦିନ ପୂର୍ବରୁ ଯୋଜନା ହୋଇଥିଲା । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ଏହି ଅପରେସନ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏଜେନ୍ସି…

ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ

ଇସ୍ରାଏଲ୍ ଆମେରିକା ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସକ ଆନ୍ଦୋଳନ ତୀବ୍ର ହୋଇଛି। ପାକିସ୍ତାନ ସିଆ ବହୁଳ ଅଞ୍ଚଳଗୁଡ଼ିକରେ ହିଂସାତ୍ମକ ସଂଘର୍ଷ,ପୋଡ଼ାଜଳା ଆକ୍ରମଣ ଏବଂ ଆମେରିକା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସୋସିଆଲ୍ ମିଡିଆରେ…

ଇରାନର ଏୟାରଷ୍ଟ୍ରାଇକ୍ ରେ ପ୍ରାଣ ହରାଇଲଲେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ

ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଈଙ୍କ ମୃତ୍ୟୁ ପରେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ ମଧ୍ୟ ପ୍ରାଣ ହରାଇଛନ୍ତି। କୁହାଯାଉଛି ଏକ ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍ ରେ ତାଙ୍କୁ ହତ୍ୟା କରାଯାଇଛି। ଅହମଦିନେଜାଦ ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ ଇରାନର ରାଷ୍ଟ୍ରପତି ଥିଲେ।…

ଇରାନରେ ବଡ଼ କ୍ଷମତା ପରିବର୍ତ୍ତନ: ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇଙ୍କ ନାମ ଘୋଷଣା

ପଶ୍ଚିମ ଏସିଆରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ, ଦେଶର ଶାସନ ଭାର ଏବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ହାତକୁ ଯାଇଛି। ତାଙ୍କୁ ଇରାନର ନୂଆ ସୁପ୍ରିମ୍ ଲିଡର ଭାବେ ଘୋଷଣା…

ଆମେରିକା ଏୟାରବେସ୍ ଉପରେ ଇରାନର ଶତାଧିକ ମିସାଇଲ୍ ମାଡ଼

ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ସାମରିକ ଏୟାରବେସ୍‌ଗୁଡ଼ିକ ଉପରେ ଇରାନ ପକ୍ଷରୁ ଶତାଧିକ ମିସାଇଲ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରାଯାଇଛି। ଏହି ବଡ଼ ଧରଣର ଆକ୍ରମଣ ପରେ ସାରା ବିଶ୍ୱରେ…

ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଖେମିନି ନିହତ

ପଶ୍ଚିମ ଏସିଆରେ ଯୁଦ୍ଧର ସ୍ଥିତି ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏକ ଭୟଙ୍କର ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ହ୍ବାଇଟ୍…

ମଧ୍ୟ ପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ,ସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ

ଶେଷରେ ମଧ୍ୟ ପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ । ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ତେହେରାନର ବିଭିନ୍ନ ଅଞ୍ଚଳରୁ କଳା ଧୂଆଁ ଉଠୁଥିବାର ଦେଖବାକୁ ମିଳୁଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି…

ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକ୍ , ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍

ଆଫଗାନିସ୍ତାନ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ । ଗୁରୁବାର ପାକିସ୍ତାନ ସୀମାରେ ଭୟଙ୍କର ଆକ୍ରମଣ କରିଛି ଆଫଗାନିସ୍ତାନ । ଏକାଧିକ ପାକ୍ ପୋଷ୍ଚ୍ କୁ ଧ୍ୱଂସ କରିଦେଇଛି । ଯେଉଁଥିଲେ ପାକ୍ ଆର୍ମୀର ଅନେକ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେପଟେ ପାକିସ୍ତାନ ମଧ୍ୟ ପାଲଟା ଜବାବ…

ବ୍ରାଜିଲରେ ବନ୍ୟା ବିଭୀଷିକା, ପ୍ରାଣ ହରାଇଲେଣି ୩୦ରୁ ଅଧିକ ବ୍ୟକ୍ତି

ବ୍ରାଜିଲରେ ବନ୍ୟା ବିଭୀଷିକା । ପ୍ରାଣ ହରାଇଲେଣି ୩୦ରୁ ଅଧିକ ବ୍ୟକ୍ତି । ଜଳମଗ୍ନ ହୋଇ ରହିଛି ଅନେକ ଜାଗା । ବ୍ରାଜିଲର ଦକ୍ଷିଣ ପୂର୍ବ ରାଜ୍ୟ ମିନାସ ଗେରେସରେ ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଏବଂ ଭୂସ୍ଖଳନ କାରଣରୁ ଅତି କମରେ ୩୦ ଜଣ ପ୍ରାଣ ହରାଇଛନ୍ତି ।…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁଁ ଯଦି ହସ୍ତକ୍ଷେପ କରିନଥାନ୍ତି, ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜୀବନ…

ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ବୁଧବାର ଟ୍ରମ୍ପ କହିଛନ୍ତି ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ୩୦ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଭାରତ ଏବଂ ପାକିସ୍ତାନ…