Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
Browsing Category
Weather Report
News about state of the atmosphere
ବିଳମ୍ବରେ ଛୁଇଁବ ମୌସୁମୀ
ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାକୁ ଏବେ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା। ତେବେ ୭…
କାଳବୈଶାଖୀ ପ୍ରଭାବରେ
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ୨୩ ତାରିଖ ବେଳକୁ ଉତ୍ତର ଅଣ୍ଡାମାନରେ ମୌସୁମୀ ଛୁଇଁପାରେ। ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଅଣ୍ଡାମାନ ଛୁଇଁଥାଏ। ଏଥର ମଧ୍ୟ ୨୨ରେ ଅଣ୍ଡାମାନରେ ବର୍ଷା ହେବ। ଏହାପରେ ମୌସୁମୀ ଛୁଇଁବ। ପରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବା…
୫ ସହରରେ କାଳବୈଶାଖୀ ବର୍ଷା
କାଳବୈଶାଖୀ ଜନିତ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆଜି ବାଲେଶ୍ବରରେ ସର୍ବାଧିକ ୩୪.୪ମିମି ବର୍ଷା ହୋଇଛି। ଏହା ସହିତ ନୟାଗଡ଼ରେ ୯ମିମି ବର୍ଷା ହୋଇଥିବା ବେଳେ ତାଳଚେରରେ ୬ ମିମି ଓ ଦାରିଙ୍ଗିବାଡ଼ିରେ ୪ମିମି ବର୍ଷା ରେକର୍ଡ କରାଯାଇଛି। ଗତ ରାତି ସୁଦ୍ଧା କେନ୍ଦ୍ରାପଡ଼ାର…
ଆାଗାମୀ ତିନଘଣ୍ଟା ପାଇଁ କାଳବୌଶାଖୀ ନେଇ ସତର୍କକତା ଜାରି କରିଛି ପାଣିପାଗ ବିଭାଗ
ଆାଗାମୀ ତିନଘଣ୍ଟା ପାଇଁ କାଳବୌଶାଖୀ ନେଇ ସତର୍କକତା ଜାରି କରିଛି ପାଣିପାଗ ବିଭାଗ । ଏହି ମଧ୍ୟରେ 30 ରୁ 40 କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳ ସହିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ରାଜ୍ୟର 6 ଟି ଜିଲ୍ଲାକୁ ବର୍ଷା ଜନିତ ସକର୍କତା ଜାରି କରାଯାଇଛି । ଖୋର୍ଧା ,କଟକ,…
ପାଗର ପରିବର୍ତ୍ତନ ନାହିଁ!
ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱର୍ଣିଁ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ , କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟେ…
ବଦଳିଛି ପାଗ
ବଦଳିଛି ପାଗର ମିଜାଜ୍। କମିଛି ଦିନର ତାପମାତ୍ରା। ତୁହାକୁ ତୁହା ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। ଆହୁରି ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ସାରା ରାଜ୍ୟରେ ଦେଖିବାକୁ ମିଳିବ। ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ସମାନ୍ୟ ଆଶ୍ବସ୍ତି ପାଇଛନ୍ତି ସାଧାରଣ ଲୋକେ। ତେବେ ଆହୁରି ୪ରୁ ୫…
ଟ୍ବିନ୍ ସିଟିରେ ବର୍ଷା ସମ୍ଭାବନା
ଆଜି ନୂଆପଡ଼ା ଓ ବଲାଙ୍ଗୀରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଛି। ଏହା ସହ ୧୭ଟି ସହରରେ ୩୮ ଡିଗ୍ରି ଉପରେ ତାପମାତ୍ରା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ରେକର୍ଡ କରିଛି। ଏହା ଛଡ଼ା ୪ଟି ଜିଲ୍ଲାର ବିଭିନ୍ନ ଜାଗାରେ ବର୍ଷା ହୋଇଛି।…
୪ ରାଜ୍ୟ ଜଳୁଛି
ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଦିଲ୍ଲୀରେ ପାରଦ ୪୨ ଡିଗ୍ରି ଛୁଇଁଛି। ପ୍ରବଳ ଗରମ ମଧ୍ୟରେ ରବିବାର ଜାତୀୟ ରାଜଧାନୀରେ ବର୍ଷର ସବୁଠାରୁ ଉତ୍ତପ୍ତ ଦିନ ରେକର୍ଡ କରାଯାଇଥିଲା, ଯାହାର ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ସେଲସିୟସ ରହିଛି, ଯାହା ସ୍ୱାଭାବିକଠାରୁ ୨ ଡିଗ୍ରି ଅଧିକ। ଚଳିତ…
ଟ୍ବିନ୍ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା
ଆଜି ସକାଳେ ଟ୍ବିନ୍ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର…
ଖସିବ ତାପମାତ୍ରା
ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସହ ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ମେ ୭ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଯାଜପୁର,…