Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Weather Report
News about state of the atmosphere
ସପ୍ତାହ ଯାଏଁ ତାତିରୁ ନିସ୍ତାର ନାହିଁ
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତ ଦିନ ରାତିରେ ମଧ୍ୟ ପାରଦ ୨୫ ଡିଗ୍ରି ଉପରେ ରହୁଛି। ଲଗାତାର ୧୪ ଦିନ ଧରି ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବା ଏବେ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ କେବେ ଏପ୍ରିଲ ମାସରେ ଏଭଳି ତାତି ଅନୁଭୂତ ହୋଇ ନ ଥିବା…
ଭୁବନେଶ୍ବର ପୁଣି ଉତ୍ତପ୍ତ ସହର
ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରେ ଏକ ସପ୍ତାହ ଧରି ସାରା ଓଡ଼ିଶା ଜଳୁଛି। ଆଜି ମଧ୍ୟ ଏଥିରୁ ନିସ୍ତାର ମିଳି ନାହିଁ। ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ପୁଣି ସବୁଠୁ ଉତ୍ତପ୍ତ ସହର ହୋଇଛି। ରାଜଧାନୀରେ ତାପମାତ୍ରା ୪୩.୨ ଡିଗ୍ରି କେରର୍ଡ କରାଯାଇଛି। କେନ୍ଦୁଝରରେ ୪୨.୭, ଚାନ୍ଦବାଲିରେ…
ଆହୁରି ବଢିବ ତାତି !
ଭୀଷଣ ତାତିରେ ଆଜି କଲବଲ ହୋଇଛି ସାରା ରାଜ୍ୟ। ସୂର୍ଯ୍ୟ ଉଦୟ ହେବା ସହିତ ଆରମ୍ଭ ହୋଇଯାଇଥିଲା ତାତିର ପ୍ରକୋପ। ଚାହୁଁଚାହୁଁ ଅପରାହ୍ନ ସୁଦ୍ଧା ଏହା ଚରମ ସୀମାରେ ଯାଇ ପହଞ୍ଚିଥିଲା। ଆଜି ୩୩ ସହରରେ ତାପମାତ୍ରା ୪୦° ଅତିକ୍ରମ କରିଥିବା ବେଳେ ସେଥିମଧ୍ୟରୁ ୧୪ଟି ସହରର ତପାମାତ୍ରା ୪୩…
ଖଇ ଫୁଟୁଛି ସାରା ରାଜ୍ୟ
କେଉଁଠି ବି ତାତିରୁ ନିସ୍ତାର ମିଳୁ ନାହିଁ। ଦିନ ବଢ଼ିବା ସହ ତାତିର ପ୍ରକୋପ ଏତେ ବଢ଼ିଯାଉଛି ଯେ ଶରୀରରୁ ଜଳୀୟ ଅଂଶ କମିଯାଉଛି। ସ୍ଥାନେ ସ୍ଥାନେ ଲୋକେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ତାତି ପ୍ରକୋପରେ କିଏ ରାସ୍ତାରେ ଟଳି ପଡ଼ୁଛନ୍ତି ତ ଆଉ କିଏ ପ୍ରତି ମୂହୂର୍ତ୍ତରେ ଗଛ ଛାଇ ଖୋଜୁଛନ୍ତି।…
ସାରା ରାଜ୍ୟରେ ଅଗ୍ନିବର୍ଷା
ଲଗାତାର ୧୨ ଦିନ ଧରି ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଅସମ୍ଭାଳ ହେବ । ଆକାଶରୁ ବର୍ଷିବ ନିଆଁ । ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ୪୫ରୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା । ଦିନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର…
ଜଳୁଛି ସାରା ରାଜ୍ୟ
ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସେସବୁ ସହର ମଧ୍ୟରେ ବାଲେଶ୍ୱର ଏବଂ ଅନୁଗୁଳ ତତଲା କଢ଼େଇ ପାଲଟିଛି। ବାଲେଶ୍ୱରର ତାମପାତ୍ରା ସର୍ବାଧିକ ରହିଛି। ଗୁରୁବାର ସକାଳୁ ବାଲେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ସହର ତାପମାତ୍ରା ମଧ୍ୟ…
ବଦଳିଲା ପାଗ .ଆଗାମୀ ୩ ଘଣ୍ଟା ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା
ବଦଳିଲା ଭୁବନେଶ୍ୱରର ପାଗ । ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଘୂଣ୍ଣିଝଡ ଓ ବର୍ଷା ବ୍ରଜପାତ ନେଇ ଆଶଙ୍କା କରିଛି ବିଭାଗ । ଏଥିସହ କିଛି ଜିଲ୍ଲାକୁ ସତର୍କ ସୂତନା ଜାରି କରିଛି ବିଭାଗ ।ରାୟଗଡା, ଗଂଜାମ ,କଟକ ,ଖୋର୍ଦା ଭୁବନେଶ୍ୱର, ପୁରୀ ନୟାଗଡ, ଓ…
ଭୟଙ୍କର ତାତି
ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍ୱେଭ୍) ଜାରି ରହିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରି ଛୁଇଁପାରେ। ୨୭ ତାରିଖରେ…
ଅସହ୍ୟ ତାତି
ଆଜି ରାଜ୍ୟରେ ସକାଳ ସାଢେ ୮ଟା ସୁଦ୍ଧା ଆଠଟି ସହରରେ ୩୨ ଡିଗ୍ରୀ ଛୁଇଁଛି ପାରଦ । ତେବେ ବାଲେଶ୍ୱରରେ ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୩୩,୪, ଭୁବନେଶ୍ୱରରେ ୩୩.୨, ଭବାନୀପାଟଣାରେ ୩୩ ଡିଗ୍ରୀ, ଗୋପାଳପୁର ଓ ପୁରୀର ତାପମାତ୍ରା ୩୨.୬…
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା , ତଥାପି କମୁନି ତାତି, ବହୁଛି ଝାଞ୍ଜି ।
ଆଜି ହାଲକା ଓ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ତଥାପି ଖରା କରିଛି କଲବଲ । ଅସହ୍ୟ ତାତିରୁ ତ୍ରାହି ମିଳିନି । ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ରାଜ୍ୟବାସୀ । ଖାଲି ସେତିକି ନୁହେଁ ଝାଞ୍ଜିପବନ ମାଡରେ ଅସ୍ତବ୍ୟସ୍ତ ବି ଜନଜୀବନ ।
ତେବେ କିଛି ସ୍ଥାନରେ…