Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Weather Report
News about state of the atmosphere
ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍ ସିଟି,ଆସନ୍ତା ୨ରୁ ୩ ଦିନ ଯାଏ ପୂରା ଓଡ଼ିଶା ଥରିବ
ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା। ୫ ଡିଗ୍ରୀକୁ ଖସି ଆସିଲା ଥଣ୍ଡା। ଅସମ୍ଭାଳ ଜାଡ଼ ଥରାଇ ଦେଲା। ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା। ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍ ସିଟି। ଆଗକୁ ବି ଏଥିରୁ ତ୍ରାହି ମିଳିବାର ଆଶା ନାହିଁ। ଆସନ୍ତା ୨ରୁ ୩ ଦିନ ଯାଏ…
ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ – ପାଣିପାଗ ବିଶେଷଜ୍ଞ
ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ। ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ତିନି…
ରାଜ୍ୟରେ ପୁଣି ଶୀତ ବଢ଼ିବ , ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ
ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା,…
ଆହୁରି ଦୁଇ ଦିନ ଏଭଳି ବାଟ ଓଗାଳିବ ଭୀଷଣ କୁହୁଡ଼ି
କିଛି ଦିଶିଲାନି । ଧୂଆଁର ବହଳ ଆସ୍ତରଣ । ଚାରି ପାଖ ଅନ୍ଧାର । ରାସ୍ତାରେ ଯାଉଥିବା ଲୋକେ ଆଗକୁ ବଢ଼ି ପାରିଲେନି । ସମସ୍ତେ ଫସି ରହିଲେ । ଆଗକୁ ଆହୁରି କଲବଲ କରିବ କୁହୁଡି । ଆହୁରି ଦୁଇ ଦିନ ଏଭଳି ଭୀଷଣ କୁହୁଡ଼ି ବାଟ ଓଗାଳିବ । ପାଣିପାଗ ବିଭାଗ ଏହି ଆକଳନ କରିଛି ।
୪ ଓ ୫ ତାରିଖ (…
ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ କିଛି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ
ନୟାଗଡ଼, ଢେଙ୍କାନାଳ, ବୌଦ୍ଧ, ପାରାଦ୍ବୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗୋପାଳପୁର, ରାଉରକେଲା, ପାରଳାଖେମୁଣ୍ଡି, କୋରାପୁଟ, ଫୁଲବାଣୀ, ଭୁବନେଶ୍ବର, ସମ୍ବଲପୁର, ଭବାନୀପାଟଣା, ଚାନ୍ଦବାଲି, ବାରିପଦା ଏବଂ ହୀରାକୁଦ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଘନ କୁହୁଡ଼ି ଯୋଗୁଁ ବିମାନ…
ଆଜିର ରାଶିଫଳ
ମେଷ: ଭ୍ରାତୃତ୍ବର ବନ୍ଧନ ନିବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ମନୋଭାବର ହେବେ। କିଛିଟା ଅଶୁଭ ଫଳ ମିଳିପାରେ। ସୁଖୀ ଜୀବନ ବିତାଇବେ।
ବୃଷ: ଚଳଚଞ୍ଚଳ ଓ ମତିଯୁକ୍ତ ହେବେ। ହଠାତ୍ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି।…
ଶୀତ ଯେମିତିକୁ କୁହୁଡ଼ି ବି ସେମିତି
ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି…
ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି
ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି। ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ। ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ I ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦିଶିପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି।
ନୂଆବର୍ଷ ଦିନ…
ରାଜ୍ୟର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଶୀତ
ଦେହ, ହାତ କାଲୁଆ କରି ପକାଉଥିଲା। ପଦାକୁ ବାହାରିଲେ ଥରାଇ ଦେଉଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଶୀତ ହେଉଥିଲା । ନୂଆବର୍ଷରେ ବି ଶୀତ ଅସହ୍ୟ ହେବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ରବିବାର ୧୫ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୩.୬ ଡିଗ୍ରୀରେ ଥରିଥିଲା…
ଆସନ୍ତା ଜାନୁୟାରୀ ୧ ତାରିଖ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ କମ୍ ରହିପାରେ…
ରାଜ୍ୟରେ ଗତ ଦୁଇ ସପ୍ତାହ ହେବ ଭୀଷଣ ଶୀତ ଲାଗି ରହିଛି । ୮ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଛି । କୋରାପୁଟରେ ଭୟଙ୍କର ଶୀତ । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୮ ଡିଗ୍ରୀ କମିଛି । ଏଠାରେ ପାରଦ ୪.୮ ଡିଗ୍ରୀ ରହିଥିଲା । ଏହି ଥଣ୍ଡା ୧୫ ବର୍ଷର ସବୁ…