Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Uncategorized
ଆଜି ବିଶ୍ୱ ପାଳୁଛି ପ୍ରେମ ଦିବସ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଆଜି ପ୍ରେମୀ ଯୁଗଳଙ୍କ ପାଇଁ ବଡ଼ ଦିନ । ଭାଲେଣ୍ଟାଇନ୍ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିବେ ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ!-->…
ମହାନଦୀ, କାଠଯୋଡ଼ିରେ ମିଶୁଛି ସହରର ନର୍ଦ୍ଦମା ପାଣି
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): କଟକ ସହର ଲୋକ ଦୀର୍ଘଦିନ ପରେ ନଦୀ ପାଣି ପିଉଛନ୍ତି। ସିଡିଏ ସେକ୍ଟର୍-୧୩ରେ ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇ ସହରବାସୀଙ୍କୁ ନଦୀଜଳ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଦୀ ଓ କାଠଯୋଡ଼ି ନଦୀ କିନ୍ତୁ ପ୍ରଦୂଷଣରେ ବୁଡ଼ିଛି। ଦୁଇ ନଦୀକୁ!-->…
ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ମହଙ୍ଗା ପଡିଲା
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ବିଞ୍ଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଇଁ ମହଙ୍ଗା ପଡ଼ିଛି। ପ୍ରମିଳାଙ୍କ ନିର୍ବାଚନ ପ୍ରଚାର ଉପରେ ରାଜ୍ୟ ନିର୍ବାଚନ କମିସନର ରୋକ୍ ଲଗାଇଛନ୍ତି।!-->…
ରୋହିତ ଶର୍ମା ଙ୍କ ନୂଆ ଓପନିଂ ପାଟନର ଈଶାନ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଏବେ ସମଗ୍ର ବିଶ୍ୱରେ କ୍ରିକେଟ ଫ୍ୟାନ୍ସ ଆଇପିଏଲକୁ ଚାହିଁ ରହିଛନ୍ତି। ଆଇପିଏଲ ନିଲାମୀ ସରିଯାଇଛି। ଆଇପିଏଲ ନିଲାମୀ ପରେ ଏବେ କ୍ରିକେଟ ଫ୍ୟାନ୍ସଙ୍କ ନଜର ଇଣ୍ଡିଆ-େଓ୍ଵଷ୍ଟଇଣ୍ଡିଜ ଟି-୨୦ ସିରିଜ ଉପରେ। ସିରିଜର ପ୍ରଥମ ମ୍ୟାଚ କଲିକତାର ଇଡେନ ଗାର୍ଡେନରେ!-->…
ଆଜି ସନ୍ଧ୍ୟାରେ ସରିବ ପ୍ରଚାର
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୧୬ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ!-->…
ଶହୀଦ ମାନଙ୍କୁ ମନେ ପକାଇଲେ ମୋଦୀ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୩ ବର୍ଷ। ଏହି ଅବସରରେ ସାରା ଦେଶ ଆଜି ଏହି ଭୟଙ୍କର ଆକ୍ରମଣରେ ଶହୀଦ ହୋଇଥିବା ସେହି ୪୦ ବୀର ସିଆରପିଏଫ୍ ଯବାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶହୀଦଙ୍କ ବଳିଦାନକୁ!-->…
ନୂଆ ବିଚାରପତିଙ୍କ ଶପଥ ପାଠ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଓଡିଶା ଉଚ୍ଚ ନ୍ୟାୟାଳୟରେ ଶପଥ ଗ୍ରହଣ କରିଛନ୍ତି ତିନି ନୂଆ ବିଚାରପତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ!-->…
ଖୁବ୍ ଶୀଘ୍ର ଚାଲୁ ହେବ ନାଗପୁର-ମୁମ୍ବାଇ ବୁଲେଟ୍ ଟ୍ରେନ୍
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ମୁମ୍ବାଇ ଓ ନାଗପୁର ମଧ୍ୟରେ ଖୁବ୍ ଶୀଘ୍ର ଭାରତୀୟ ରେଳବାଇ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବ। ସାଧାରଣ ଟ୍ରେନ୍ରେ ସମ୍ପ୍ରତି ମୁମ୍ବାଇରୁ ନାଗପୁର ଯାତାୟାତ ପାଇଁ ୧୨ ଘଣ୍ଟା ଲାଗୁଥିବା ବେଳେ ବୁଲେଟ୍ ଟ୍ରେନ୍ରେ ଲାଗିବ ମାତ୍ର ୩.୫ ଘଣ୍ଟା।!-->…
ନିର୍ଜନ ଶୀତୁଆ ରାତିର ଫଟୋ ଭାଇରଲ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଜାପାନର ଏକ ଅତି ମନୋରମ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ସ୍ଥାନୀୟ ତତେୟାମା ପାହାଡ଼ର ଏହି ମନମୁଗ୍ଧକର ଫଟୋ ଉଠାଇଛନ୍ତି। ଏହି ଫଟୋରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ସହରର ଚିକ୍ମିକ୍ ଆଲୋକମାଳା ନଜର!-->…
ଜମତାରା ଗ୍ୟାଙ୍ଗର ଦୁଇ ଗିରଫ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨):ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । କେୱାସି ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ!-->…