Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
Uncategorized
ମହାପ୍ରଭୁଙ୍କ ଅଧରପଣା ନୀତି
ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ସକାଳୁ ଶ୍ରୀଜୀଉ ମାନଙ୍କ ଆଳତି ହୋଇ 7ଟା20ରେ ମାଇଲଂ,8ଟା15ରେ ଅବକାଶ, 9ଟାରେ ବେଶସେଷ,9ଟା40ରୁ10ଟା 10 ମଧ୍ୟରେ ଗୋପାଳ ବଲ୍ଲଭ ହୋଇ 11ଟା35ରେ!-->!-->!-->!-->!-->…
ବିଜେପିରେ ବଢ଼ୁଛି ଅସହିଁଷ୍ଟୁତା!
ଭୁବନେଶ୍ବର: ଓଡ଼ିଶାରେ ଦ୍ବିତୀୟ ବୃହତ୍ତମ ବିରୋଧୀ ଦଳ ଭାବେ ମାନ୍ୟତା ପାଇଥିବା ବିଜେପି କ୍ରମେ କ୍ରମେ ଲୋକପ୍ରିୟତା ହରାଇବାକୁ ବସିଲାଣି । ପୈାର ଏବଂ ପଂଚାୟତ ନିର୍ବାଚନ ହେଉ କିମ୍ବା ବିଧାସଭା ପାଇଁ ଉପନିର୍ବାଚନ ବାରମ୍ବାର ଦଳର ବିଫଳତା ସତ୍ତ୍ବେ ନେତାଙ୍କ ଭିତରେ ଚେତା!-->!-->!-->…
ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ
ଆଜାଦି କେ ଅମ୍ରିତ ମହୋତ୍ସବ ଅନ୍ତର୍ଗତ ମାର୍ଚ୍ଚ, ୨୦୨୨ରେ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରତି ଗାଁରୁ ଅତିକମରେ ୭୫ ଚାଷୀ ପ୍ରାକୃତିକ ଚାଷ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
!-->!-->!-->!-->!-->!-->!-->…
ଦ୍ବିତୀୟ ଟି-20 ଖେଳିବ ଭାରତ
ଆଜି ଦ୍ବିତୀୟ ଟି-20 ଖେଳିବ ଭାରତ । ଇଂଲଣ୍ଡ ଗସ୍ତରେ ଥିବା ଭାରତ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍ରେ ଜିତିଥିଲା ବେଳେ ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳାଯିବା ପାଇଁ ପଡିବାକୁ ଓହ୍ଲାଇବେ ରୋହିତବାହିନୀ। ଏହି ମ୍ୟାଚ୍ ଜିତି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍ଜା କରିବା!-->…
ପ୍ରତିବାଦକାରୀଙ୍କ ଭୟରେ ବାସଭବନରୁ ଖସି ପଳାଇଥିବା ରାଷ୍ଟ୍ରପତି
ଶ୍ରୀଲଙ୍କାରେ ରାଜନୀତି ଏଭଳି ଅବସ୍ଥାରେ ଆସି ପହଁଚିଛି ଯେତେବେଳେ ରାଷ୍ଟ୍ରପତିଙ୍କୁ ଲୁଚିବାକୁ ପଡୁଛି । ସରକାରଙ୍କ ଉପରେ ଲୋକେ ଏତେ ଅତିଷ୍ଟ ହୋଇପଡିଛନ୍ତି ଯେ ରାଜରାସ୍ତାକୁ ଆସି ପ୍ରତିବାଦ କରୁଛନ୍ତି । ରାଜ୍ୟରେ ଦରଦାମ କମିବାର ନା ଧରୁଥିବାରୁ ବେଳେ ନିଯୁକ୍ତି ନାହିଁ । ସରକାର ଦରମା!-->…
ଗୁଳିମାଡରେ ସିଞ୍ଜୋ ଆବେଙ୍କ ଦେହାନ୍ତ : ଗଭୀର ଶୋକ ପ୍ରକାଶ କଲେ ମୋଦି
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଗୁଳିମାଡ଼ ପରେ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଆଜି ସକାଳେ ଦେହାନ୍ତ!-->…
ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଟିମ ଇଣ୍ଡିଆ
ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଟିମ ଇଣ୍ଡିଆ । ଟିମ୍ ଇଣ୍ଡିଆ ୧୯୯ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୮ ରନ୍ରେ ଅଟକି ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା 24, ଦୀପକ ହୁଡା 33,!-->…
ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଁଚିଛନ୍ତି । ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଛି ।
ପ୍ରଥମେ ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିଛନ୍ତି । ସେଠାରେ ବିଜେପି ବିଧାୟକ ଏବଂ ସାଂସଦମାନେ!-->!-->!-->…
ରେଲଓ୍ବେ ଅଣ୍ଡରପାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ
ବାଲେଶ୍ବର: ବାଲେଶ୍ବରର ଚାନ୍ଦବାଲି ବ୍ଲକ୍ ଜନ୍ତୁଳି ନୂଆ ଗାଁ ଗ୍ରାମପଂଚାୟତର ଶତାଧିକ ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭଦ୍ରକ ଏବଂ ଧାମରା ମଧ୍ୟରେ ଆଦାନି ପୋର୍ଟ ଦ୍ବାରା କରାଯାଇଥିବା ରେଲଲାଇନ ଏହି ଚାଷୀଙ୍କ ପାଇଁ ଏବେ ଦୁର୍ବିସହ ହୋଇପଡିଛି । ଚାଷୀମାନଙ୍କ ଧାନ ବିଲ!-->!-->!-->…
ଆଶ୍ରିତାଙ୍କ ବୟ ଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ଏମ୍ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ଆଶ୍ରିତାଙ୍କ ବୟଫ୍ରେଣ୍ଡକୁ ଗିରଫ କଲା କମିଶନରେଟ ପୁଲିସ । ଆଶ୍ରିତାଙ୍କ ସୁଇସାଇଡ୍ ନୋଟକୁ ଭିତ୍ତି କରି ତାଙ୍କୁ ଗିରଫ କରିଛି ପୁଲିସ । ଗତକାଲି ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର!-->!-->!-->…