Browsing Category

Uncategorized

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ହେଉଥିବା ବିଳମ୍ବ ନେଇ ପ୍ରତାପ ଦେବଙ୍କ କଟାକ୍ଷ

ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଗତ କିଛି ଦିନ ତଳେ ବିଧାନସଭାରେ ଏକ ପ୍ରଶ୍ନକାଳ ଆଲୋଚନା ସମୟରେ ପରୋକ୍ଷରେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଆଲୋଚନା ସମୟରେ ସେ ମୁଖ୍ୟତଃ ଅଙ୍ଗନୱାଡି କେନ୍ଦ୍ର…

ଜଷ୍ଟିସ ସୂର୍ଯ୍ୟକାନ୍ତ ହେଲେ ଭାରତର ନୂତନ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ, ନଭେମ୍ବର ୨୪: ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର ନୂତନ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ…

ଆଗାମୀ ଆଇପିଏଲରେ ପଡ଼ିଆକୁ ଓହ୍ଲାଇବେ ଧୋନି

ସିଏସକେର ସିଇଓ  ନିଶ୍ଚିତ କରିଛନ୍ତି କି,  ଧୋନି ଆଗାମୀ ଆଇପିଏଲ ସିଜିନରେ ଖେଳିବେ । ଜେଏସସିଏର ଅଧିକାରୀ କହିଛନ୍ତି, ‘ ଧୋନି ଦୁଇମାସ ହେବ ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଧୋନି ତାଙ୍କ ଘର ପାଖରୁ ୧୦କିଲୋମିଟର ଦୂରରେ ଥିବା ଜେଏସସିଏ ଷ୍ଡାଡିୟମକୁ ଯାଉଛନ୍ତି।…

ବାତ୍ୟା ସଂଧ୍ୟା 6ଟା ସୁଦ୍ଧା କାକିନାଡା ଅତିକ୍ରମ କରିବ

ଭାରତୀୟ ପାଣିପାଗ ବିଭାଗ (IMD)ର  ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମନ୍ଥା’ (Montha) ଆନ୍ଧ୍ରପ୍ରଦେଶର କାକିନାଡା ନିକଟବର୍ତ୍ତୀ ଉପକୂଳୀୟ ଅଞ୍ଚଳରେ ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହାର ବେଗ ୯୦-୧୦୦ କିମି/ଘଣ୍ଟା ରହିବ। ମଚିଲିପଟ୍ଟନମ୍ ଓ…

କଟକ ରେ ପ୍ରବଳ ବର୍ଷା , ଭାଙ୍ଗିଲା ଲାଇଟ୍ ଗେଟ୍

କଟକରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ…

ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକୃଷ୍ଣନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ

ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ…

ରାଖି ପିନ୍ଧିଲେ ଚତୁଦ୍ଧାମୂର୍ତ୍ତି

ଆଜି ପବିତ୍ର ରାଖିପୂର୍ଣ୍ଣିମା । ଏହା ସହ  ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ପ୍ରତି ଘରେ ଭଉଣୀମାନେ ଭାଇ ହାତରେ ରାଖି ବାନ୍ଧି ସୁଖ ମନାସିଛନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରାଖି ପିନ୍ଧିଛନ୍ତି ଚତୁଦ୍ଧାମୂର୍ତ୍ତି।  ଗହ୍ମା…

୧୧ତମ ଭାରତ-ରୁଷିଆ ଆଧୁନିକୀକରଣ ନେଇ ବୈଠକ

୧୧ତମ ଭାରତ-ରୁଷିଆ ଆଧୁନିକୀକରଣ ଏବଂ ଶିଳ୍ପ ସହଯୋଗ କାର୍ଯ୍ୟକାରୀ ଗୋଷ୍ଠୀ ଆଜି ନୂଆଦିଲ୍ଲୀର ବାଣିଜ୍ୟ ଭବନରେ, ଭାରତ-ରୁଷିଆ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ଟେକ୍ନୋଲୋଜିକାଲ ଏବଂ ସାଂସ୍କୃତିକ ସହଯୋଗ ପାଇଁ ଆନ୍ତଃସରକାରୀ କମିଶନର ଚାରିକୋଣ ଅଧୀନରେ ଅନୁଷ୍ଠିତ ହୋଇଥିଲା। ଭାରତ ପକ୍ଷରୁ…

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ରୂପାନ୍ତରଣ

ଅମୃତ ଷ୍ଟେସନ ଯୋଜନା ହେଉଛି ଭାରତୀୟ ରେଳବାଇର ଏକ ପ୍ରମୁଖ ପଦକ୍ଷେପ ଯାହାର ଲକ୍ଷ୍ୟ ହେଉଛି ସମଗ୍ର ଦେଶରେ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଯାତ୍ରୀ-ଅନୁକୂଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିବହନ ହବ୍‌ରେ ପରିଣତ କରିବା । ଏହି ଯୋଜନା ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉଛି ଯେଉଁଥିରେ ଉନ୍ନତ…

ଓଡ଼ିଶା ଉପକୂଳରେ ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କଲା ଭାରତୀୟ ତଟରକ୍ଷୀ ବାହିନୀ

ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ 'ଅପରେସନ୍ ଅଲିଭିଆ' ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ…