Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Technology
All technology related news will be uploaded in this
ବାୟୋ-ରାଇଡ୍’ ଯୋଜନାକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ ବାୟୋଫାଉଣ୍ଡରୀ ନାମକ ଏକ ନୂତନ ଉପାଦାନ ସହିତ ‘ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଇନୋଭେସନ ଆଣ୍ଡ…
ବଜାରରେ ଏଚ୍ପିର ନୂତନ ଉତ୍ପାଦ
ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ଅଫିସ୍ ପ୍ରିଣ୍ଟ ପୋର୍ଟଫୋଲିଓରେ ଏକ ନୂତନ ଯୋଗ ଭାବେ ଏଚ୍ପି କଲର ଲେଜର ଜେଟ୍ ପ୍ରୋ ୩୦୦୦ ସିରିଜ୍ର ନୂଆ ରେଞ୍ଜର ଶୁଭାରମ୍ଭ ସହ ବଜାର ପ୍ରବେଶ…
କିଆ’ କାର୍ର ନୂଆ ଗ୍ରାଭିଟି ଏଡିସନ୍
ନୂଆ ଗ୍ରିଭିଟି ଏଡିସନ୍ ମଡେଲ୍ର ଉଭୟ ଭିତର ଓ ବାହାର ପାର୍ଶ୍ବକୁ ବେଶ୍ ଆକର୍ଷଣୀୟ କରାଯାଇଥିବା ବେଳେ ପ୍ରିମିୟମ୍ ଲୁକ୍ ପ୍ରଦାନ କରାଯାଇଛି। ସେଥିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ଏହା ସହିତ ନୂଆ ଡିଜାଇନ୍ର ଆଲୟ ହ୍ବିଲ୍ ସହ ଲେଦର୍ ସିଟ୍, ଉନ୍ନତ ଡ୍ରାଇଭର୍ ସହାୟକ ବ୍ୟବସ୍ଥା…
ଜିଓ ସେବା ଠପ
ଜିଓ ଉପଭୋକ୍ତା ଲଗାତର ନେଟଓା୍ୱର୍କ ସମସ୍ୟା ଭୋଗୁଛନ୍ତି । କିନ୍ତୁ ଏହାକୁ ନେଇ ରିଲିଆନ୍ସ ଜିଓ ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳୁନାହିଁ । କଣ ସମସ୍ୟା ହୋଇଛି ଓ କେବେ ଠିକ ହେବ ତାକୁ ନେଇ କିଛି ସୂଚନା ନାହିଁ । ଖାଲି ଫୋନରେ ଜିଓର ନୋ ସର୍ଭିସ ଦେଖାଉଛି । ଫଳରେ…
ୟୁପିଆଇରେ ବଡ଼ ପରିବର୍ତ୍ତନ
ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ଏକ ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ…
ପୁଣି ମହଙ୍ଗା କରିପାରନ୍ତି ସେମାନଙ୍କ ରିଚାର୍ଜ ପ୍ଲାନ୍
ଆଗାମୀ ଦିନରେ ଟେଲିକମ୍ କମ୍ପାନୀଗୁଡିକ ପୁନର୍ବାର ଉପଭୋକ୍ତାମାନଙ୍କୁ ଏକ ବଡ଼ ଝଟକା ଦେଇପାରନ୍ତି । ଟ୍ରାଇର ନୂଆ ପଲିସି ଯୋଗୁଁ ଏହି କମ୍ପାନୀଗୁଡିକ ପୁନର୍ବାର ସେମାନଙ୍କର ରିଚାର୍ଜ ପ୍ଲାନଗୁଡ଼ିକୁ ମହଙ୍ଗା କରିପାରନ୍ତି ।ବାସ୍ତବରେ ଟେଲିକମ୍ ନିୟାମକ ନକଲି କଲ ଏବଂ ମେସେଜ୍ ସମ୍ବନ୍ଧରେ ଏକ ନୂଆ…
ବାୟୋଟେକ୍ ନିବେଶକ ଉଦ୍ଘାଟନ
ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪ରେ ଓଡ଼ିଶା ସରକାର ସ୍ବତନ୍ତ୍ର ଓଡ଼ିଶା ପାଭିଲିୟନ୍ ସ୍ଥାପନ କରିଛନ୍ତି। ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ସେଥିରେ ସାମିଲ ହୋଇ ରାଜ୍ୟର ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ସମ୍ଭାବନା…
ଭାରତରେ ଉତ୍ପାଦନ ହେଉଛି ଆଇଫୋନ୍ ୧୬
ନୂତନ ଭାବେ ଉନ୍ମୋଚନ ହୋଇଥିବା ଆଇଫୋନ୍ ୧୬ର ୧୨୮ ଜିବି ଦାମ୍ ୭୯,୯୦୦ ଟଙ୍କା ଥିବା ବେଳେ ଆଇଫୋନ୍ ୧୬ ପ୍ଲସ୍ର ଦାମ୍ ୮୯,୯୦୦ ଟଙ୍କା ରହିଛି। ଆଇଫୋନ୍ ୧୬ ପ୍ରୋର ୧୨୮ ଜିବି ମଡେଲ୍ ଦାମ୍ ୧,୧୯,୯୦୦ ଟଙ୍କା ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ଦାମ୍ ୧,୪୪,୯୦୦ ଟଙ୍କା ରହିଛି। ଭାରତ ପାଇଁ…
୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି
ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ିବାରେ ଲାଗିଛି। ବାହନ ପୋର୍ଟାଲ ତଥ୍ୟ ଅନୁସାରେ ଚଳିତ ବର୍ଷ ବିକ୍ରି ହୋଇଥିବା ୫୩.୬୧ ପ୍ରତିଶତ ତିନିଚକିଆ, ୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି। ଦୁଇଚକିଆ ଏକ ବହୁତ ବଡ଼ ବଜାର ହୋଇଥିବାରୁ ସେଥିରେ ଇଭି ଗ୍ରହଣୀୟତା ବୃଦ୍ଧି…
ଲଞ୍ଚ ହେଲା ଆପଲ୍ IPhone 16
ହାର୍ଡୱେର୍ ଅପଗ୍ରେଡ୍ ସହିତ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କରାଯାଇଛି ଏବଂ ନୂତନ ହ୍ୟାଣ୍ଡସେଟ୍ ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ସକୁ ମଧ୍ୟ ସପୋର୍ଟ କରିବ । ଏହି ସ୍ମାର୍ଟଫୋନ୍ ଭାରତରେ ମଧ୍ୟ ଉପଲବ୍ଧ ହେବ । ଆଇଫୋନ୍ ୧୬ ସିରିଜର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ ଆପଲ୍ ସୂଚନା ଦେଇଛି ।
ଭାରତରେ ଆଇଫୋନ୍…