Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
Browsing Category
Technology
All technology related news will be uploaded in this
ଆରମ୍ଭ ହେବ ୬ଜି ସେବା
ଦେଶରେ ୫ଜି ପରେ ୬ଜି ସେବା ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି। ଶନିବାର ଏଭଳି ଏକ ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକ ସମସ୍ତ ୬ଜି ପେଟେଣ୍ଟରେ ୧୦ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ବିଶ୍ୱ ମାନଦଣ୍ଡରେ ଷଷ୍ଠାଂଶ…
ପୋକୋ ଲଞ୍ଚ କଲା ନିଜର ପ୍ରଥମ ଟାବଲେଟ୍
ଭାରତୀୟ ବଜାରକୁ ପୋକେ ନିଜର ପ୍ରଥମ ଟାବଲେଟ୍ ନେଇ ଆସିଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟରେ ୧୦୦୦୦ଏମଏଏଚର ଶାନଦାର ବ୍ୟାଟେରୀ ସୁବିଧା ରହିଛି । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ ଡିସପ୍ଲେର ସ୍ପେସିଫିକେସନ୍ସ ମଧ୍ୟ ଶେୟାର କରାଯାଇଛି । ଏହି ଡିଭାଇସ୍ କେବଳ ୱାଇ-ଫାଇ…
ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ପରୀକ୍ଷଣ
ବାଲେଶ୍ବର: ଚାନ୍ଦିପୁର ଠାରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପୃଥ୍ବୀ-୨’ର ଗୁରୁବାର ସଂଧ୍ୟାରେ ପରୀକ୍ଷଣ ହୋଇଥିବା ସୂଚନା ମିଳିଛି। ଆଇଟିଆର୍ର ୩ ନମ୍ବର ଲଞ୍ଚ୍ପ୍ୟାଡରୁ ସଂଧ୍ୟା ୭ଟା ୪୫ ମିନିଟ୍ ସମୟରେ ଏହି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା। ଏହାର…
ଚନ୍ଦ୍ରଯାନ ୪ ଓ ୫ ଅଭିଯାନ ଆରମ୍ଭ
ଦିଲ୍ଲୀର ନେସ୍ନାଲ୍ ମିଡିଆ ସେଣ୍ଟର୍ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୩ ଏକ ମାଇଲଖୁଣ୍ଟ ଥିଲା, ଏହାପରେ ଚନ୍ଦ୍ରଯାନ ୪ ଓ ୫ ଅଭିଯାନ ଆରମ୍ଭ କରାଯିବ ।୨୦୨୩ ଅଗଷ୍ଟ ୨୩ ତାରିଖରେ…
୨୦୩୦ ଶେଷ ସୁଦ୍ଧା ଦେଶରେ ଏସି ବଜାର ଦୁଇଗୁଣା ହେବ
ଏବେ ଦେଶର ଏସି ବଜାର ୧.୪ କୋଟି ଥିବାବେଳେ ୨୦୩୦ ମସିହା ବେଳକୁ ଏହା ୩ କୋଟିରେ ପହଞ୍ଚିବ ବୋଲି ବ୍ଲୁ ଷ୍ଟାର୍ର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ୍ ଆକଳନ କରିଛନ୍ତି। ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଅସହ୍ୟ ତାତି ଅନୁଭୂତ ହୋଇଥିଲା। ଏଥିସହିତ ଆଇପିଏଲ୍ ସାଙ୍ଗକୁ ସାଧାରଣ ନିର୍ବାଚନ…
ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ
ଅଗଷ୍ଟ ୨୭ରେ ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ ।ଏନେଇ ଭିଭୋ ଇଣ୍ଡିଆ ୱେବସାଇଟରେ କମ୍ପାନୀ ପକ୍ଷରୁ ଏକ ମାଇକ୍ରୋସାଇଟ ପ୍ରସ୍ତୁତ କରାଯାଇ ସେଠାରେ ଏହି ହ୍ୟାଣ୍ଡସେଟର କିଛି ଫିଚର୍ସ ବିଷୟରେ କୁହାଯାଇଛି । କମ୍ପାନୀ ଏହାର ଡିଜାଇନ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି । ଏଥିରେ…
ଧମାଲ କଲା ଜିଓ
ପୁଣି ଥରେ ରିଲାଏନ୍ସ ଜିଓ ଧମାଲ କରିଛି । ଏହା ମଧ୍ୟରେ ଜିଓ ୨୦୦ ଟଙ୍କାରୁ କମ୍ ଦାମ୍ ବିଶିଷ୍ଟ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲାନକୁ ରିଚାର୍ଜ କଲେ ଗ୍ରାହକମାନେ କମ୍ ଦାବିରେ ୫ଜି ସୁବିଧା ଉଠାଇ ପାରିବେ । ୧୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ…
ଭାରତରେ ଲଞ୍ଚ ହେଲା ହୁୱାୱେ ୱାଚ
ଭାରତୀୟ ବଜାରରେ ହୁୱାୱେନିଜର ନୂଆ ସ୍ମାର୍ଟୱାଚ ଲଞ୍ଚ କରିଛି । ଏହି ୱାଚ ଅତ୍ୟନ୍ତ ଆକର୍ଷକ ହେବା ସହିତ ବଢ଼ିଆ ପ୍ରାଇସରେ ଏହା ପ୍ଲିପକର୍ଟରେ ଉପଲବ୍ଧ ହୋଇଛି । ପ୍ରଥମ ୧୦୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ରିହାତି ଅଫର କରିଛି । ଏହି ସ୍ମାର୍ଟ ୱାଚକୁ ଥରେ ଚାର୍ଜ କଲେ ୧୪ ଦିନ ପର୍ଯ୍ୟନ୍ତ…
ରେଡମୀର ନୂଆ ସ୍ମାର୍ଟଫୋନ ଲଞ୍ଚ ହେଲା
ନୂଆ ଫୋନ୍ ସବ-ବ୍ରାଣ୍ଡ ରେଡମୀ ପକ୍ଷରୁ ଆସିଛି । ଏହି ଫୋନକୁ କମ୍ପାନୀ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ କରିଛି । ସେଥିରେ ଡୁଆଲ ରିୟର କ୍ୟଶମେରା, ୫୦୦୦ଏମଏଏଚର ବ୍ୟାଟେରୀ ଓ ଅନ୍ୟ ଫିଚର୍ସ ମଧ୍ୟ ରହିଛି । ଫୋନରେ ସାଇଡ୍ ମାଉଣ୍ଟେଡ ଫିଙ୍ଗିରପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି । ସବୁଠାରୁ ବଡ଼…
ଡାଉନ୍ ହେଲା ଚାଟଜିପିଟି
ବିଳମ୍ବିତ ରାତିରେ ଓପନଏଆଇ ଚାଟଜିପିଟି ସେବା ଠପ୍ ହେବା ପରେ ସର୍ଭିସ ପୁନର୍ବାର ଫେରିଆସିଥିଲା । ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ୟୁଜର୍ସଙ୍କୁ ଏହି ଆଉଟେଜର ସାମ୍ନା କରିବାକୁ ପଡ଼ିଥିଲା । ଭାରତରେ ମଧ୍ୟ ୟୁଜର୍ସ ଅନେକ ସମସ୍ୟାର ସାମ୍ନା କରିଥିଲେ । ଚାଟଜିପିଟି ସାରା ବିଶ୍ୱର ସବୁଠାରୁ…