Browsing Category

Technology

All technology related news will be uploaded in this

୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ

ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ ସ୍ମାର୍ଟଫୋନର ଚାହିଦା ବହୁମାତ୍ରାରେ ବଢିଛି । ତେବେ ଏହି କାରଣରୁ ଭାରତରେ ୧୦ ବର୍ଷ ମଧ୍ୟରେ ମୋବାଇଲ ଫୋନ…

FASTag ରିଚାର୍ଜ୍‌ କରିବା ହେଲା ସହଜ

ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ପ୍ରଣାଳୀ ହେଉଛି FASTag । ଏହି ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ଭାରତରେ ଆଦୃତ ହୋଇପାରିଛି । ପୂର୍ବରୁ ଟୋଲ୍‌ ପାଇଁ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଥିଲା । ଏବେ ଆଉ ସେହି ସ୍ଥିତି ନାହିଁ ଏଣୁ ଟ୍ରାଫିକ ଜାମ ସ୍ଥିତିରୁ ବି ମୁକ୍ତି ମିଳିଛି…

ମେଟା, ଏକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ

ବିଭିନ୍ନ ସମୟରେ ପ୍ରତିଷ୍ଠିତ ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କୁ ଏହି ପ୍ରଯୁକ୍ତି ଜରିଆରେ ନକଲି କରାଯାଉଛି। ଜଣଙ୍କର ଶରୀରରେ ଅନ୍ୟ ଜଣଙ୍କର ମୁହଁକୁ ଲଗାଇ ଦେଇ ସେମାନଙ୍କ ଫେଟୋ ଏବଂ ଭିଡିଓ ଅପଲୋଡ୍‌ କରି ‌କେବଳ ଲୋକଙ୍କୁ ଭ୍ରମିତ କରାଯାଉନାହିଁ ସେଲିବ୍ରିଟିମାନଙ୍କୁ ମଧ୍ୟ ଅପ୍ରୀତିକର…

ବିଦ୍ୟୁତ୍‌ ବିନା ଚାଲିବ ଏସି

ଆରମ୍ଭ ହେଲାଣି ଗ୍ରୀଷ୍ମ ଋତୁ। ଏହା ପୂର୍ବରୁ ତାତିରେ କଲବଲ ହେଉଛନ୍ତି ଲୋକେ । ଏଣୁ ଘରେ ଏସି ପବନରେ ରହିବାକୁ ଚିନ୍ତା କଲେଣି । କିନ୍ତୁ ଏକ ଏସି ଚଳାଇବା ଦ୍ୱାରା ବିଦ୍ୟୁତ୍ ବି ଅଧିକ ଖର୍ଚ୍ଚ ହୁଏ । ଏସି ର ବିଦ୍ୟୁତ୍‌ ବିଲରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବି ଅଛି । ଏହା ହେଉଛି ସୋଲାର ଏସି…

ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ ହେଲା ରେଜିଷ୍ଟ୍ରେସନ

କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ। ଏହି ଯୋଜନାରେ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ। ଏହି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଯୋଜନାର ହିତାଧିକାରୀଙ୍କୁ ସରକାର ସବସିଡି…

ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ

ଦୀର୍ଘ ଏକ ଘଣ୍ଟାର ପରେ ଆଶିଲା ଆଶ୍ବସ୍ତିକର ଖବର । ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ୍ । ଯାହାଫଳରେ ୟୁଜର୍ସଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଏହାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନାହିଁ ।ଏକ ଘଣ୍ଟା ପୂର୍ବରୁ ସୋସିଆଲ ମଡ଼ିଆ ୟୁଜର୍ସଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଥିଲା । ହଠାତ୍ କାମ…

ଇତିହାସ ରଚିଛି ଭାରତ

ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ…

ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ

ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ଉଦଘାଟନ କରିବେ। କୋଲକାତାର ହୁଗୁଳି ନଦୀ ତଳେ ଏହି ଭୂତଳ ଜଳ ମେଟ୍ରୋ ଟନେଲର ନିର୍ମାଣ କରାଯାଇଛି। ଏହି ମେଟ୍ରୋ ଟ୍ରେନ୍‌ ସହରର ହାଓଡା ମୈଦାନଠାରୁ ଏସ୍‌ପ୍ଲାନେଡ୍‌ ସେକ୍ସନ ପର୍ଯ୍ୟନ୍ତ ଯାତାୟାତ…

କିଣନ୍ତୁ ମିନି କୁଲର

 ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ। କିଛି ଦିନ ମଧ୍ୟରେ ଆମକୁ ପ୍ରବଳ ଉତ୍ତାପର ସାମ୍ନା କରିବାକୁ ପଡ଼ିବ। ଏବେଠୁ ମଧ୍ୟ ଅଧିକ ଗରମ ଲାଗିଲାଣି। ଏଭଳି ପରିସ୍ଥିତିରେ ଫ୍ୟାନ୍, କୁଲର୍ ଏବଂ ଏସି ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଯାଏ।ଦିନସାରା କୁଲର୍ କିମ୍ବା ଏସି ଚଳାଇବା ଦ୍ୱାରା ହାଇ…

ନାସକମ୍ ‌ଦେଲା ଚେତାବନୀ

ବ୍ୟବସାୟ ଜଗତରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ବହୁ ସଂଖ୍ୟକ ଲୋକେ ଚାକିରି ହରାଇବା ଆଶଙ୍କା ପ୍ରକାଶ କରୁଛନ୍ତି। କିନ୍ତୁ, ସବୁଠାରୁ ବଡ ବିପଦ ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ (ବିପିଓ) କ୍ଷେତ୍ର ପାଇଁ…